Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଦ୍ୱାରା ମାତୃ-ପିତୃ ପୂଜନ ଦିବସ ପାଳିତ

ଭୁବନେଶ୍ୱର :ନିରପେକ୍ଷ ଖବର : ଭାରତୀୟ ସଂସ୍କୃତିର ‘ମାତୃ-ପିତୃ ଭକ୍ତି’ର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ  ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ଧଉଳୀ ପକ୍ଷରୁ ‘ମାତୃ-ପିତୃ ପୂଜନ ଦିବସ’ ସ୍ଥାନୀୟ  ଭୀମପୁର ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏଥିରେ ୩୦୦ରୁ …

ଜଙ୍ଗଲ ବୃଦ୍ଧି କରାଯାଉ…..

ଭୁବନେଶ୍ୱର: ନିରପେକ୍ଷ ଖବର, ତା ୧୪/୦୨/୨୦୧୯, ଆଜି ଅବସରପ୍ରାପ୍ତ ବନବିଭାଗ ଅଧିକାରୀଙ୍କ ସୋସାଇଟି(ଓଡ଼ିଶା) ପକ୍ଷରୁ ଓଡ଼ିଶା ବନବିଭାଗ ଏବଂ ଓଡ଼ିଶା ମହାନଦୀ କୋଲଫିଲ୍‌ଡ଼ ଲିମିଟେଡ଼୍‌ ସହଯୋଗରେ ‘ଓଡ଼ିଶା, ଦି ଗ୍ରୀନ୍‌ ଲିଡର’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିଳ୍ପାୟନ ଏବଂ…

ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର କାର୍ଯ୍ୟନିର୍ବାହୀ ବୈଠକ

ଭୁବନେଶ୍ୱର- :: ୧୩/୦୨/୨୦୧୯ ସେବା କ୍ଷେତ୍ରରେ ରେଡ୍‌କ୍ରସ ଅନ୍ତର୍ଜାତୀୟ ସମ୍ମାନ ଓ ସ୍ୱୀକୃତି ହାସଲ କରିଛି । ଭାରତୀୟ ରେଡ୍‌କ୍ରସ ସୋସାଇଟିର ଓଡ଼ିଶା ରାଜ୍ୟ ଶାଖାର କାର୍ଯ୍ୟ ବେଶ ପ୍ରଶଂସନୀୟ ଏବଂ ଓଡ଼ିଶାରେ ରେଡ୍‌କ୍ରସର  ସେବା କାର୍ଯ୍ୟକୁ ଆହୁରି ଗତିଶୀଳ, କ୍ରିୟାଶୀଳ ଓ ବ୍ୟାପକ କରିବାକୁ…

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ….

୧୧ା୦୨ା୨୦୧୯: ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଆରମ୍ଭ ହୋଇଛି । ସାମାଜିକ ଭାବେ ପ୍ରାସଙ୍ଗିକ ବାର୍ତ୍ତା ଏବଂ ଭିଡ଼ିଓ ମାଧ୍ୟମରେ ଜିଲାଗୁଡ଼ିକର ପ୍ରତି କ୍ଷେତ୍ରରେ ଉଜ୍ଜ୍ୱଳା ରଥ ଉପସ୍ଥାପନ କରାଯାଇଥିଲା । ଏହି ଉଜ୍ଜ୍ୱଳା ରଥ ଓଡ଼ିଶାର ପ୍ରାୟ ସମସ୍ତ ଜିଲାରେ ଗତ ୧…

ବିଜେପିର ସରକାର ଆସିଲେ ନିଶ୍ଚିନ୍ତ ମିଳିବ “ସ୍ଥାୟୀ ପଟ୍ଟା ସହ ପକ୍କାଘର ଓ ବେରୋଜଗାରଙ୍କୁ ରୋଜଗାର”

ଭୁବନେଶ୍ୱର,ନିରପେକ୍ଷ ଖବରତା.୦୯/୦୨: ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ । ଭୂମିହୀନ ହୋଇଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ । ସେହିପରି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ । ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ସାଧାରଣ ଗରୀବଲୋକମାନଙ୍କର ଏହି…

“ଭାଲେଣ୍ଟାଇନ୍ ଡେ”ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବ କମିଶନରେଟ୍ ପୋଲିସ୍

ଭବନେଶ୍ୱର:ନିରପେକ୍ଷ ଖବର:  ପ୍ରେମୀ ଯୁଗଳଙ୍କୁ "ଭାଲେଣ୍ଟାଇନ୍ ଡେ"ରେ ସୁରକ୍ଷା ଦେବା ପାଇଁ କମିଶନରେଟ୍ ପୋଲିସ୍ ୧୪ ଫେବ୍ରୁଆରୀରେ ଟୁଇନ୍ ସିଟିର ସମସ୍ତ ପାର୍କ ଓ ମଲ୍ ରେ କଡ଼ା ପ୍ରହରା ଦେବ। ଏହି ଦିନ ଯଦି କୌଣସି ପ୍ରେମୀ ଯୁଗଳଙ୍କୁ କେହି ହଇରାଣ କରନ୍ତି ତେବେ ତାଙ୍କ ବିରୋଧରେ ଦ୍ରୁର୍ଡ଼…

ଦୋଷ କରିବ ଜଣେ, ଦଣ୍ଡ ପାଇବ ଆଉ ଜଣେ..

ଭୁବନେଶ୍ୱର ନିରପେକ୍ଷ ଖବର: ତା:୦୭/୦୨/୨୦୧୯   ଭଦ୍ରକ ଅଞ୍ଚଳର ଜଣେ ପରଉପକାରୀ  ଓ  ଯୁବ ସମାଜସେବୀ ତଥା 30 ବର୍ଷ ଧରି ଗାଁକୁ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ ଜାରି ରଖିଥିବା ସାହସୀ ଯୁବକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ବିନା ଦୋଷରେ ବାସୁଦେବପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…

ପୁରୀରେ ବିଜେପିର ୨ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ..

ଭୁବନେଶ୍ୱର, ତା.୩୧ /୦୧: ଆସନ୍ତା ଫେବୃଆରୀ ୨ ଏବଂ ୩ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀଠାରେ ହେବ ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ । ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଫେବୃଆରୀ ୨ ତାରିଖ ଦିନ ୧୧ ଟା ସମୟରେ ଜନଜାତି ରାଷ୍ଟ୍ରୀୟ ମହାଧିବେଶନକୁ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ …

ଭୁବନେଶ୍ୱର ,ନିରପେକ୍ଷ ଖବର: ତା ୩୦/୦୧/୨୦୧୯ରିଖ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୧ତମ ଶ୍ରାଦ୍ଧବାର୍ଷିକୀର ପୁଣ୍ୟ ଅବସରରେ  ରାଜ୍ୟସ୍ତରୀୟ ଶହୀଦ ଦିବସ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ…

ସାମ୍ବାଦିକମାନେ ଏବେ ଅସୁରକ୍ଷିତ…

ଭବନେଶ୍ୱର:ନିରପେକ୍ଷ ଖବର: ବାରମ୍ବାର ସାମ୍ବାଦିକ ମାନଙ୍କୁ ଆକ୍ରମଣ ହେଉଛି, ଏନେଇ ସରକାର କୋୖଣସି ପଦକ୍ଷେପ ନେଉନାହାନ୍ତି। ସେଥିପାଇଁ ପାଇଁ ଆଜି କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଲୱେର ପିଏମଜି ଠାରେ ଧାରଣା ଦିଆଯାଇଥିଲା।     ସଙ୍ଘର ଶତାଧିକ ସାମ୍ବାଦିକ ମାନେ ଲୱେର ପିଏମଜି…

ସମୃଦ୍ଧ ଉକ୍ରଳ ପ୍ରଦେଶ ଗଠନ  ଓ ମଧୁବାବୁଙ୍କ ସ୍ୱପ୍ନ ସାକାର କରିବା ବିିଜେପି  ମୂଳ ଲକ୍ଷ୍ୟ : ଅମିତ ଶାହା 

କଟକ: ନିରପେକ୍ଷ ଖବର :ତା.୨୯/୦୧: ଉକ୍ରଳଗୌରବ ମଧୁବାବୁଙ୍କ ଜନ୍ମମାଟିକୁ ଆସି ମୁଁ ଗର୍ବିତ । ମଧୁବାବୁଙ୍କ ସ୍ୱପ୍ନ ସାକାର କରିବା  ବିଜେପି ଦଳର  ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା । ଓଡିଶା ଗସ୍ତ ଅବସରର ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା…

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୯ ଉଦ୍‌ଘାଟିତ ..

ଭୁବନେଶ୍ୱର,୨୮/୦୧/୨୦୧୯ :(ନିିିରପେକ୍ଷ ଖବର) ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ଓ ଅଭିବୃଦ୍ଧିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଆଜି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ମେଳା-୨୦୧୯କୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ବେହେରା…

ଦେଢ଼ ଏକର ଜମି ପାଇଁ ଧୋକା ଦେଲେ ନବୀନ ସାଜିଲେ ଜମି ଦଲାଲ – କଂଗ୍ରେସ

ଭୁବନେଶ୍ୱର( ନିରପେକ୍ଷ ଖବର) ତା:୨୮:୦୧:୨୦୧୯- ନବୀନ ନିବାସର ସୌନ୍ଦର୍ଯ୍ୟକରଣ, ଗାଡି ରଖିବା ଏବଂ ସୁରକ୍ଷାକର୍ମୀଙ୍କ ଜାଗା ପାଇଁ ସରକାର ହରାଇଲେ ୧ ଏକର ୬୦୦ ଡିସମିଲ୍ ସରକାରୀ ଜମି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଓ ବେସରକାରୀ ବାସଭବନ ସାମ୍ନା ରାସ୍ତାକୁ କେବଳ ନବୀନ ବାବୁଙ୍କ…

କର୍ତ୍ତବ୍ୟନିଷ୍ଟ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ…

ଭବନେଶ୍ୱର ନିରପେକ୍ଷ ଖବର:୨୬/୦୧/୧୯:  ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହାରାଜା ସିନେମା ହଲରେ ଜଣେ କର୍ତ୍ତବ୍ୟନିଷ୍ଟ. ଦୈନିକ ଖବର କାଗଜ ପ୍ରମେୟର  ସାମ୍ବାଦିକ କପିଳ ପ୍ରଧାନଙ୍କୁ ମରଣାତ୍ମକ ଆକ୍ରମଣ କଲେ କିଛି ଅସାମାଜିକ ଯୁବକ। ଶ୍ରୀ ପ୍ରଧାନ ଫିଲ୍ମ ଦେଖୁଥିବା ବେଳେ ଏହି ଯୁବକମାନେ ହଲ…

ଭୁବନେଶ୍ୱର ଜିଲା କଂଗ୍ରେସର ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତି ବୈଠକ

ଭୁୂବନେଶ୍ୱର ତା ୨୧.୧- ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗ୍ରସ୍ତକୁ ସଫଳ କରିବାପାଇଁ ଭୁବନେଶ୍ୱର ଜିଲ୍ଲାର କର୍ମକର୍ତା…

ଅଗଣତାନ୍ତ୍ରିକ ଭାବେ ପୁରୁଷ ପୋଲିସ୍ ଲଗାଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ଲଜ୍ଜା ଏବଂ ନିନ୍ଦନୀୟ ଘଟଣା…

ଭୁବନେଶ୍ୱର, ତା.୨୧/୦୧: ରାଜ୍ୟରେ ବଢି ଚାଲିଛି ଅରାଜକତା । ୨୦୦ ବର୍ଷର ବ୍ରିଟିଶ ଶାସନ ଠୁ ବଳିଛି ୧୯ ବର୍ଷର ବିଜେଡି ଶାସନ । କ୍ଷମତା ପିପାସୁ ବିଜେଡି ସରକାରର ମତିଭ୍ରମ ଘଟିଛି । ପୋଲିସ ଏବେ ସରକାରୀ ଗୁଣ୍ଡା ଭାବରେ ଆତଙ୍କ ଚଲାଇଛି । ଏପରିକି ପୁରୁଷ ଏବଂ ମହିଳା ମାନଙ୍କ ଭିତରେ ପ୍ରଭେଦ ବି…

Latest Videos