Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କର୍ତ୍ତବ୍ୟନିଷ୍ଟ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ…

ଦୋଷୀଙ୍କୁ ଗିରଫ କରିବା ପ୍ରତିବଦଳରେ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛି ପୁଲିସ... ଅଭିଯୁକ୍ତଙ୍କ ଗିରଫ ଦାବିକଲା କଳିଙ୍ଗ ସାମ୍ବାଦିକ ସଂଘ...

0

ଭବନେଶ୍ୱର ନିରପେକ୍ଷ ଖବର:୨୬/୦୧/୧୯:  ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହାରାଜା ସିନେମା ହଲରେ ଜଣେ କର୍ତ୍ତବ୍ୟନିଷ୍ଟ. ଦୈନିକ ଖବର କାଗଜ ପ୍ରମେୟର  ସାମ୍ବାଦିକ କପିଳ ପ୍ରଧାନଙ୍କୁ ମରଣାତ୍ମକ ଆକ୍ରମଣ କଲେ କିଛି ଅସାମାଜିକ ଯୁବକ। ଶ୍ରୀ ପ୍ରଧାନ ଫିଲ୍ମ ଦେଖୁଥିବା ବେଳେ ଏହି ଯୁବକମାନେ ହଲ ଭିତରେ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏଭଳି ଆଚରଣକୁ ଦେଖି ଶ୍ରୀ ପ୍ରଧାନ ଧର୍ଯ୍ୟ ଧରିପାରିନଥିଲେ। ଦୁର୍ବୃତ୍ତମାନେ ଶହ ଶହ ଲୋକଙ୍କ ଆଗରେ ମା’ ଭଉଣୀ ଉଡାଉଥିଲେ।ତାଙ୍କ ଆଖି ସାମ୍ନାରେ ଏହି ଯୁବକମାନଙ୍କ ଉତ୍ପାତକୁ ବିରୋଧ କରିବାକୁ ଆଗେଇ ଆସିଥିଲେ। ଫଳସ୍ୱରୂପ କପିଳେନ୍ଦ୍ରଙ୍କୁ ହୋଇଥିଲା ଅତର୍କିତ ଆକ୍ରମଣ । ଅଭିଯୁକ୍ତମାନେ  ସାମ୍ବାଦିକ ଶ୍ରୀ ପ୍ରଧାନଙ୍କୁ ତଳେ ପକାଇ ନିର୍ଧୁମ ମାଡ ମାରିଥିଲେ। ସେ ନିଜ ଜୀବନକୁ ବଞ୍ଚାଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସବୁଠୁ ବଡ଼ କଥା ହେଲା ରକ୍ତାକ୍ତ ହୋଇ ସାମ୍ବାଦିକ କପିଳେନ୍ଦ୍ର ଥାନାରେ ପହଞ୍ଚିଥିଲେ ବି ତୁରନ୍ତ ପଦକ୍ଷେପ ବଦଳରେ ବରିଷ୍ଠ ଅଧିକାରୀମାନେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ୮ ଘଣ୍ଟା ହେଲା ଚୁପ ହୋଇ ବସିଛନ୍ତି।   ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ଦୋଷୀଙ୍କୁ ଘଣ୍ଟ ଘୋଡାଉଛି। ପୁଲିସର ଏଭଳି ଆଚରଣକୁ କଳିଙ୍ଗ ସାମ୍ବାଦିକ ସଂଘ ତୀବ୍ରନିନ୍ଦା କରିଛି।

 

Mo sapath

Leave A Reply

Your email address will not be published.