Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ସଭ୍ୟ ସମାଜରେ ଅସଭ୍ୟ ଘଟଣା…

ଭଦ୍ରକ, ତିହିଡି ୪/୮ (ନିରପେକ୍ଷଖବର): ସଭ୍ୟ ସମାଜରେ ଅସଭ୍ୟ ବ୍ୟବହାର। ସତରେ କଣ ମଣିଷପଣିଆ ହଜି ଯାଉଛି। ଆମେ ଏମିତି କଣ ପାଇଁ କହୁଛୁ, ତାକୁ ଆପଣମାନେ ପଢିଲେ ବୁଝିପାରିବେ। ଯାହା ଆଜିର ଦୁନିଆରେ କେହି କେବେ କଳ୍ପନା କରି ନ ଥିବେ। ଏମିତି ଲଜ୍ୟା ଜନକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି…

ଜମି ଫାଟି ଆଁ କରିଛି, ବର୍ଷାର ଦେଖା ମିଳୁନି

* ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ..... ଭଦ୍ରକ, ତିହିଡି ୪/୮,(ନିରପେକ୍ଷଖବର): ଶ୍ରାବଣ ମାସ ସାରିବାକୁ ବସିଲାଣି, କିନ୍ତୁ ବର୍ଷାର ଦେଖାଦର୍ଶନ ମିଳୁନି। କେଉଁଠି ଜମି ଫାଟି ଆଁ କଲାଣି ତ ଆଉ କେଉଁ କ୍ଷତ ହଳଦିଆ ପଡ଼ିଗଲାଣି। ବର୍ଷା ଜଳ ଉପରେ ନିର୍ଭର କରୁଥିବା କୃଷକମାନେ ରୁଆ ବେଉଷଣ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୮/୦୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୮ ଥର ସାଂସଦ ଶ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ…

ଅମ୍ପାନ ଉଦ୍ଧାର କାର୍ଯ୍ୟରେ ଯୋଗଦେଲେ ଅନ୍ତର୍ଜାତୀୟ ଖ୍ୟାତ ସମ୍ପନ୍ନ ସମୁଦ୍ର ବୁଡାଳି ସବୀର ବକ୍ସ ଓ ତାଙ୍କ ଟିମ

ଭଦ୍ରକ, ନିରପେକ୍ଷ ଖବର:ତା ୨୦/୦୫ ଆଜି ମହାବାତ୍ୟା ଅମ୍ପନ ଉଦ୍ଧାର କାର୍ଯ୍ୟରେ ଯୋଗଦେଲେ ଅନ୍ତର୍ଜାତୀୟ ଖ୍ୟାତ ସମ୍ପନ୍ନ ସମୁଦ୍ର ବୁଡାଳି ସବୀର ବକ୍ସ ଓ ତାଙ୍କ ଟିମ କିଛି ବନ୍ଧୁଙ୍କ ସହିତ । ମହାବାତ୍ୟା ଅମ୍ପନ ଉଦ୍ଧାର କାର୍ଯ୍ୟରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ପହଞ୍ଚି, ସେଠାକାର ବାତ୍ୟା…

ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା…

ମଦ ବେପାରୀକୁ ସୁରକ୍ଷା ଦେଉଛି ପୁଲିସ୍... ଭଦ୍ରକ,ତିହିଡି, (ନିରପେକ୍ଷଖବର ),୦୧,୦୨,୨୦୨୦: ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା। ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଂଶବାଗ ଗାଁରେ ଏଭଳି ଘଟଣା ଦେଖିବାକୁ…

ତିହିଡି ବ୍ଲକ୍ ରେ ଭୟାନକ ଅଗ୍ନିକାଣ୍ଡ…

ଭଦ୍ରକ,ତିହିଡି (ନିରପେକ୍ଷ ଖବର)୧୭/୧: ତିହିଡି ବ୍ଲକ ଅନ୍ତର୍ଗତ ସୟା ଗ୍ରାମପଞ୍ଚାୟତର ବାଉଁଶବାଗ ଗାଁରେ ଭୟାନକ ଅଗ୍ନିକାଣ୍ଡ ଘଟିଛି. ୪ ବଖରା ଘର ସହ ୨ ଗାଈ ଜଳିପୋଡି ପାଉଁଶ ହୋଇଯାଇଛି.. ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିଆଁରେ ପଞ୍ଚାନନ…

ଭଦ୍ରକରେ ବାଘ ଆତଙ୍କ…..

ଭଦ୍ରକ(ନିରପେକ୍ଷ ଖବର),ତିହିଡି ବ୍ଲକ ଅନ୍ତର୍ଗତ ସୟା ଗ୍ରାମପଞ୍ଚାୟତ ସ୍ଥିତ ମଥୁରାପୁର କେନାଲ ଆଡ଼ିରେ ବାଘ ଆତଙ୍କ। ମଙ୍ଗଳବାର ସକାଳେ ଦୁଇଟି ବାଘ ମଥୁରାପୁର କେନାଲ ଆଡ଼ିରେ ବୁଲୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଖବରପାଇ…

*ଗଛ ଲଗାନ୍ତୁ, ସମ୍ମାନିତ ହୁଅନ୍ତୁ*

ଭଦ୍ରକ:(ନିରପେକ୍ଷ ଖବର) ୨୬/୭/୧୯ : ବୃକ୍ଷ ହିଁ ଜୀବନ। ଗଛ ଲଗାନ୍ତୁ, ସମ୍ମାନୀତ ହୁଅନ୍ତୁ। ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତିହିଡି ଯୁବ ମଞ୍ଚ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପରିବେଶକୁ ସବୁଜ ସୁନ୍ଦର ଭାବେ ଗଢିତୋଳିବାର  ସ୍ୱପ୍ନ ନେଇ ଏକ ସ୍ୱତନ୍ତ୍ର କ୍ୟାମ୍ପେନ…

ପୁଅ ହେଲେ ୫୦୦ ଝିଅ ହେଲେ ୪୦୦….

ଭଦ୍ରକ:ନିରପେକ୍ଷ ଖବର :୨୩/୭/୨୦୧୯): ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଅ ଜନ୍ମ ହେଲେ ୫୦୦ଟଙ୍କା ଓ ଝିଅ ଜନ୍ମ ହେଲେ ୪୦୦ ଟଙ୍କା ଦେବାକୁ ପଡୁଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତୀମାନେ ଟଙ୍କା ନ ଦେଲେ ସେମାନଙ୍କର ଚିକିତ୍ସା ହୋଇପାରିବ ନାହିଁ ବୋଲି ଧମକ ଦେଉଛନ୍ତି…

ଆରଡ଼ି ପୀଠରେ ଜଳ ଲାଗିକଲେ ୨୦୦୦୦ ରୁ ଅଧିକ ବୋଲ୍ ବମ୍ ଭକ୍ତ…

ଭଦ୍ରକ,ନିରପେକ୍ଷ ଖବର: ୨୨/୦୭/୧୯.ଭଦ୍ରକ ଜିଲ୍ଲା ର ପ୍ରସିଦ୍ଧ ଶୈବପିଠ ଆରଡ଼ି ରେ ଶ୍ରାବଣ ର ପ୍ରଥମ ସୋମବାର ରେ ବାବାମଣି ଙ୍କୁ ଜଳଲାଗି କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨୦୦୦୦ ଶିବ ଭକ୍ତଙ୍କ ସମାଗମ ହୋଇଥିଲା ଆରଡ଼ି ଧାମ ବୋଲବମ ଧ୍ଵନି ରେ କମ୍ପି ଯାଇଥିଲା ସମଗ୍ର ପୀଠ...…

ନକଲି ଡାକ୍ତରଙ୍କ ଚିକିତ୍ସାରେ ଚାଲିଗଲା ୧୨ବର୍ଷୀୟ ନାବାଳକର ଜୀବନ…

ଭଦ୍ରକ: ନିରପେକ୍ଷ ଖବର:୨୨/୦୭/୧୯,ଭଦ୍ରକ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନଥିରୁ ଜିଲ୍ଲାରେ ନକଲି ଡାକ୍ତରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଫଳରେ ଏହି ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସା ହେବାକୁ ଲୋକେ ବାଧ୍ୟ ହେଉଛନ୍ତି। ତେଣୁ ଡାକ୍ତରୀ ପାଠ ପଢି ନ…

କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ପାଇଁ ସହାୟତାର ହାତ ବଡାଇଲା ତିହିଡି ଯୁବ…

ଭଦ୍ରକ:ନିରପେକ୍ଷ ଖବର :୨୨/୦୭/୧୯ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମର କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ତାପସ ମଲ୍ଲିକଙ୍କ ପ୍ରତିମୂତ୍ତିର ରକ୍ଷଣାବେକ୍ଷଣ ପାଇଁ ସହାୟତାର ହାତ ବଡାଇଲା ତିହିଡ଼ିର ଅଗ୍ରଣୀ ଅନୁଷ୍ଠାନ ତିହିଡି ଯୁବ ମଞ୍ଚ। ସହିଦ୍ ତାପସ…

କାରଗିଲରେ ସହିଦ୍ ହୋଇଥିବା ଯବାନଙ୍କୁ ମିଳୁନି ଉଚିତ ସମ୍ମାନ…

*ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଶ୍ରାଦେ୍ଧାବାର୍ଷିକ ପାଳନ କରିବାକୁ ପିତାମାତାଙ୍କ ଗୁହାରୀ... ଭଦ୍ରକ, ନିରପେକ୍ଷ ଖବର:(ତିହିଡି) ୨୦ ଜୁଲାଇ : କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ଜିଲ୍ଲା ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମର ସହିଦ୍ ତାପସ ମଲ୍ଲିକଙ୍କ ପ୍ରତିମୂରତ୍ତି ଅବହେଳିତ ହୋଇ…

ପଶ୍ଚିମବଙ୍ଗ ରେ ଭଦ୍ରକ ର କାର ଦୁର୍ଘଟଣା …

ନିରପେକ୍ଷ ଖବର.ଭଦ୍ରକ:୧୭/୦୭/୧୯ ଭଦ୍ରକ ର ଏକ କାର   ପଶ୍ଚିମବଙ୍ଗ ରେ ଧକ୍କା ହୋଇ ୪ ଜଣଙ୍କ  ମୃତ୍ୟୁ ହୋଇଥିବାର  ସୂଚନା  ମିିଳିଛି।ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଦିଗବିଜୟ ଦାଶ. ଯାଜପୁର ର ମନୋଜ ମହାନ୍ତି.. ଖୋର୍ଦ୍ଧା ର ଦିଲ୍ଲୀପ ନାୟକ. ଭଞ୍ଜନଗର ର ପି ତେଜେଶ୍ୱର..…

ଦୋଷ କରିବ ଜଣେ, ଦଣ୍ଡ ପାଇବ ଆଉ ଜଣେ..

ଭୁବନେଶ୍ୱର ନିରପେକ୍ଷ ଖବର: ତା:୦୭/୦୨/୨୦୧୯   ଭଦ୍ରକ ଅଞ୍ଚଳର ଜଣେ ପରଉପକାରୀ  ଓ  ଯୁବ ସମାଜସେବୀ ତଥା 30 ବର୍ଷ ଧରି ଗାଁକୁ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ ଜାରି ରଖିଥିବା ସାହସୀ ଯୁବକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ବିନା ଦୋଷରେ ବାସୁଦେବପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।…