Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ..

ଭୁବନେଶ୍ୱର: ନିରପେକ୍ଷ ଖବର:୪ ମାର୍ଚ୍ଚ ୨୦୧୯: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ଆଜି ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ…

ମାର୍ଚ୍ଚ ୪ରେ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ..

ଭୁବନେଶ୍ୱର ନିରପେକ୍ଷ ଖବର:  ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମ୍ ରେ ମାର୍ଚ୍ଚ ୪ ତାରିଖରେ ଗ୍ରାମୀଣ  ସ୍ତରୀୟ ଉଦ୍ୟୋଗୀ ସମ୍ମିଳନୀ ଆୟୋଜନ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଜ୍ଜ୍ୱଳା ସାନିଟାରୀ ନାପ୍‍କିନ୍‍ର ୪୦୦ ଭେଣ୍ଡିଂ ମେସିନ ଉଦ୍‍ଘାଟନ ହେବ।…

ଘରୋଇ ସବ୍ସିଡ଼ୀଯୁକ୍ତ ରନ୍ଧନ ଗ୍ୟାସର ମୂଲ୍ୟ ସାମାନ୍ୟ ବୃଦ୍ଧି …

ଭୁବନେଶ୍ୱରରେ, ୨୮ା୨ା୨୦୧୯: ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତାଙ୍କ ନିମନ୍ତେ ସବ୍ସିଡ଼ୀଯୁକ୍ତ ଏଲ୍ପିଜି ସିଲିଣ୍ଡରର ପ୍ରଭାବୀ ଦରରେ ସିଲିଣ୍ଡର ପିଛା ଟ୨.୧୫ ପଇସା (ଫେବୃୟାରୀ ୨୦୧୯ରେ ଟ ୫୦୪.୩୪ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଟ୫୦୬.୪୯)କୁ ସାମାନ୍ୟ ବୃଦ୍ଧି ହୋଇଛି । …

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୁରୀଠାରେ ଦୁଇଟି ସିଏନ୍ଜି ଷ୍ଟେସନ ଉଦ୍ଘାଟିତ…

ପୁରୀ (ଓଡ଼ିଶା) ନିରପେକ୍ଷ ଖବର: ୨୮ା୨ା୨୦୧୯: ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଗେଲ୍ ଗ୍ୟାସ ଲିମିଟେଡ଼ର ଦୁଇଟି କମ୍ପ୍ରେସ୍ଡ଼ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଷ୍ଟେସନ ଆଜି ପୁରୀଠାରେ ଉଦ୍ଘାଟନ…

ଅସୁରକ୍ଷିତ ଶହୀଦ ନଗର…..

ଭୁବନେଶ୍ୱର:ନିରପେକ୍ଷ ଖବର:ତା.୨୮/୦୨/୨୦୧୯ ଆଜି ଦିନ ଦୁଇ ପ୍ରହରରେ ଶହୀଦ ନଗର ସ୍ଥିତ ହାପି ହାୱାର ସ୍କୁଲ ସମୁଖ ଗେଟ୍ ନଂ-୧ ପାଖ ଦୋକାନ ନିକଟରେ ପ୍ରଣୀତ୍ ସାହୁ ଚାହା   ପିଉଥିଲେ । ହଠାତ୍ ଦୁଇ ଜଣ ଲୁଟେରା ନମ୍ବର ବିହୀନ କଲା ରଙ୍ଗର ପଲସରରେ ଆସିଥିଲେ । ପ୍ରଣୀତ୍ ଙ୍କ ବେକରେ ବନ୍ଧୁକ ଲଗାଇ…

ଭୁବନେଶ୍ୱର ରିଟେଲ ମେଡ଼ିସିନ୍ ଫୋରମ ତରଫରୁ ବୀରଜବାନଙ୍କ ଉଦେଶ୍ୟରେ ଦୀପଦାନ….

ଭୁବନେଶ୍ୱର:ନିରପେକ୍ଷ ଖବର: ପୁଲୱାମା ରେ ସହିଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭୁବନେଶ୍ୱର ରିଟେଲର ମେଡ଼ିସିନ ଫୋରମ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଫୋରମ୍ ର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ସାହୁ, ସଭାପତି ପ୍ରଗତି…

ନୂଆ ଓଡ଼ିଶା – ଧର୍ମପଦ ଡାଏଲଗ

ଭୁବନେଶ୍ୱର,  ନିରପେକ୍ଷ ଖବର: ୨୫ ଫେବୃଆରୀ, ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ  ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଅଧିନସ୍ଥ ନ୍ୟାସନାଲ ସ୍କିଲ ଡେଭେଲପ୍ମେଣ୍ଟ କର୍ପୋରେସନ…

ସ୍କିଲ୍‍ ଇଣ୍ଡିଆର ‘ସ୍କିଲ୍‍ ସାଥୀ ୟୁଥ୍‍ କନ୍‍କ୍ଲେଭ୍‍’

ଭୁବନେଶ୍ୱର: ନିରପେକ୍ଷ ଖବର: ୨୩ /୦୨/ ୨୦୧୯: ସ୍କିଲ ଇଣ୍ଡିଆ ମିସନ ଅଧୀନରେ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ସ୍ୱରୂପ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‍ଏସ୍‍ଡିଇ) ଆସନ୍ତା ସୋମବାର ୨୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ରେଲ୍‍ ଅଡ଼ିଟୋରିୟମ୍‍ରେ…

ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ନିରପେକ୍ଷ ଖବର: ୨୩/୦୨/୨୦୧୯: ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦେଶରେ ୧୩ ହଜାର କୋଟି ବିନିଯୋଗରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା…

ମାର୍ଚ୍ଚ ୨୦ରେ ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ୍ ହୋଲି….

ଭୁବନେଶ୍ୱର:୨୨/୦୨/୨୦୧୯ ନିରପେକ୍ଷ ଖବର:ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ୍ଚ ୨୦ରେ ସ୍ୱପ୍ନାପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ୍ ହୋଲିର ଆୟୋଜନ କରାଯାଇଛି।ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯେପରି ସମସ୍ତେ ରାସାୟନିକ ହୋଲିରୁ ନିବୃତ୍ତ ରହିବେ ଯାହାଦ୍ୱାରା ପରିବେଶ ଓ ନିଜକୁ ସୁରକ୍ଷିତ ରଖିବା ସମ୍ଭବ…

ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ରାୟଗଡ଼ାଠାରେ ଏଚ୍ପି.ସି.ଏଲ୍ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ଭିତ୍ତିପ୍ରସ୍ତର…

ରାୟଗଡ଼ା ନିରପେକ୍ଷ ଖବର, ୧୯ା୨ା୨୦୧୯: ଭାରତ ସରକାରଙ୍କ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ରାୟଗଡ଼ାଠାରେ ଏଚ୍ପିସିଏଲ୍ର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟର  ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ…

ଆମକୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ।

ଭୁବନେଶ୍ୱର,, ୧୮/୦୨/୨୦୧୯ ଅନ୍ୟକୁ ଭଲ ପାଇବା ଓ ପ୍ରଶଂସା କରିବା ପରି ବିଶେଷତ୍ୱ ରଖି ଆମକୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ । ଧୃତରାଷ୍ଟ୍ର ପରିବାରର ଅନ୍ଧ ସଦସ୍ୟ ଭାବରେ ରହିଲେ ବିଶେଷ ଅଗ୍ରଗତି ହେବ ନାହିଁ ବୋଲି ସୁସାହତି୍ୟକ ଓ ଜର୍ମାନ୍‌ବାସୀ ଓଡ଼ିଆ ଡ. ରାଜେନ୍ଦ୍ର ନାରାୟଣ ଦାସ…

ନିଶାଦ୍ରବ୍ୟର ଦୁରୋପଯୋଗ ବିରୁଦ୍ଧରେ ସଚେତନତା :ରାଜ୍ୟ ସରକାର

ଭୁବନେଶ୍ୱର ନିରପେକ୍ଷ ଖବର,୧୮/୦୨/୨୦୧୯  ରାଜ୍ୟରେ ନିଶାଦ୍ରବ୍ୟର ଚାହିଦା ଓ ନିଶାସକ୍ତ ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟାଇବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ରାଜ୍ୟ କାର୍ଯ୍ୟକାରୀ ଯୋଜନା ପ୍ରଣୟନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହା ୨୦୧୯ରୁ ୨୦୨୩ ମଧ୍ୟରେ କାର୍ଯ୍ୟକାରୀ ହେବ ।…

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ

ଭବନେଶ୍ୱର: ନିରପେକ୍ଷ ଖବର୧୬ା୦୨ା୨୦୧୯: ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଆରମ୍ଭ ହୋଇଛି । ସାମାଜିକ ଭାବେ ପ୍ରାସଙ୍ଗିକ ବାର୍ତ୍ତା ଏବଂ ଭିଡ଼ିଓ ମାଧ୍ୟମରେ ଜିଲାଗୁଡ଼ିକର ପ୍ରତି କ୍ଷେତ୍ରରେ ଉଜ୍ଜ୍ୱଳା ରଥ ଉପସ୍ଥାପନ କରାଯାଇଥିଲା । ଏହି ଉଜ୍ଜ୍ୱଳା  ରଥ ଓଡ଼ିଶାର…

ଭୁବନେଶ୍ୱର ଟାକ୍ସବାର ତରଫରୁ ଶହିଦ୍ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ନିରପେକ୍ଷ ଖବର :ତା୧୬.୦୨.୨୦୧୯: ଟାକ୍ସବାର ଆସୋସିଏସନ ଆନୁକୂଲ୍ୟରେ ଆଜି କାଶ୍ମୀର୍ର ପୁଲ୍ୱାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଯବାନ୍ ମାନଙ୍କ  ଅମର ଆତ୍ମାର ସଦ୍ଗତି ନିମନ୍ତେ  ଏକ ଶ୍ରଦ୍ଧାଞ୍ଜଳୀ ସଭା  ଆସୋସିଏସନ ହଲ୍ ରେ  ଅନୁୁୁଷ୍ଠିତ ହୋଇଯାଇଛି  ଏହି ସଭାରେ ଦେଶ…

ଗ୍ରାମାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୧୬/୦୨/୨୦୧୯ରିଖ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଉପରେ ଅଗ୍ରାଧିକାର ଦେଉଛନ୍ତି । ଫଳରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସହଜରେ ପର୍ଯ୍ୟାପ୍ତ ପରିମାଣରେ ସୁବିଧାରେ ଅବିରତ ଭାବେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି ।…

ରାୟଗଡ଼ା ଆଇଆଇଡି ସେଣ୍ଟରଠାରେ ନିର୍ମାଣ ହେବ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ

ଭୁବନେଶ୍ୱର,  ନିରପେକ୍ଷ ଖବର  ୧୫ା୨ା୨୦୧୯: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧିନ ନବରତ୍ନ ପିଏସ୍ୟୁ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚ୍ପିସିଏଲ୍) ଓଡ଼ିଶାର ରାୟଗଡ଼ା ଜିଲାସ୍ଥିତ ଆଇଆଇଡି ସେଣ୍ଟରଠାରେ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ନିର୍ମାଣ…

ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କର ୫୫ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ  କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କର ୫୫ତମ ଜନ୍ମ ଜୟନ୍ତୀ  ଗୁରୁବାର ତା ୧୪.୨.୨୦୧୯ ରିଖ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମତି କମିଟି ପକ୍ଷରୁ ସ୍ଥାନୀୟ  କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି…

Latest Videos