Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଘରୋଇ ସବ୍ସିଡ଼ୀଯୁକ୍ତ ରନ୍ଧନ ଗ୍ୟାସର ମୂଲ୍ୟ ସାମାନ୍ୟ ବୃଦ୍ଧି …

0

ଭୁବନେଶ୍ୱରରେ, ୨୮ା୨ା୨୦୧୯: ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତାଙ୍କ ନିମନ୍ତେ ସବ୍ସିଡ଼ୀଯୁକ୍ତ ଏଲ୍ପିଜି ସିଲିଣ୍ଡରର ପ୍ରଭାବୀ ଦରରେ ସିଲିଣ୍ଡର ପିଛା ଟ୨.୧୫ ପଇସା (ଫେବୃୟାରୀ ୨୦୧୯ରେ ଟ ୫୦୪.୩୪ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଟ୫୦୬.୪୯)କୁ ସାମାନ୍ୟ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ଅଣ-ସବ୍ସିଡ଼ୀଯୁକ୍ତ ଘରୋଇ ଗ୍ୟାସର ମୂଲ୍ୟ ମାର୍ଚ୍ଚ ୨୦୧୯ରେ ସିଲିଣ୍ଡର ପିଛା ଟ. ୪୪.୦୦ ବୃଦ୍ଧି ଘଟିବ, ଯାହାର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ସ୍ତରରେ ମୂଲ୍ୟରେ ପରିବର୍ତ୍ତନ ଏବଂ ବିଦେଶୀ ମୁଦ୍ରାସ୍ପିତୀରେ ଅସ୍ଥିରତା । ଜିଏସ୍ଟି ଲାଗୁ ହୋଇଥିବା ଯୋଗୁ ସବ୍ସିଡ଼ୀଯୁକ୍ତ ଘରୋଇ ଏଲ୍ପିଜି ଗ୍ୟାସ ଉପଭୋକ୍ତାଙ୍କ ଉପରେ ବାସ୍ତବିକ ପ୍ରଭାବ କେବଳ ସିଲିଣ୍ଡର ପିଛା ଟ୨.୧୫ ରହିବ । ମାର୍ଚ୍ଚ ୨୦୧୯ରେ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାରେ ସବ୍ସିଡ଼ୀ ହସ୍ତାନ୍ତରଣକୁ ବୃଦ୍ଧି କରି ସିଲିଣ୍ଡର ପିଛା ଟ୨୨୩.୫୧ କରାଯାଇଛି, ଯାହା କି ଫେବୃୟାରୀ ୨୦୧୯ରେ ଏହା ସିଲିଣ୍ଡର ପିଛା ଟ୧୮୧.୬୬ ରହିଥିଲା । ତେଣୁ ଘରୋଇ ସବ୍ସିଡ଼ୀଯୁକ୍ତ ଏଲ୍ପିଜି ଉପଭୋକ୍ତାମାନେ ଏଲ୍ପିଜି ଦର ବୃଦ୍ଧିରେ ସୁରକ୍ଷିତ ଅଛନ୍ତି ।

Mo sapath

Leave A Reply

Your email address will not be published.