
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲ

ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ଗର୍ବିତ….
ବାରିପଦା(ନିରପେକ୍ଷ ଖବର)ତା-୧୩/ଅଗଷ୍ଟ/୨୦୧୯- ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ତଥା ଓଡ଼ିଶା ମାଟି ଆଜି ଗର୍ବିତ। ଜାତୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ଏକମାତ୍ର ଯୁବକ ସୁବ୍ରତ କୁମାର ଦାସ। ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଯୁବ…
କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ….
ବାରିପଦା(ନିରପେକ୍ଷ ଖବର)ତା-୧୧/ଅଗଷ୍ଟ/୨୦୧୯-ମୟୁରଭଞ୍ଜ ଜିଲ୍ଲା ବିଶୋଇ ଠାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଅଛି।ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଅଛି । ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ…
ପୁଣି ଏକ ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିଲା……
ବାରିପଦା(ନିରପେକ୍ଷ ଖବର)ତା-୧୦/ଅଗଷ୍ଟ/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଲୋମହର୍ଷକାରୀ ଓ ଲଜ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ କଲେଜ ପଢୁଆ ଝିଅର ଲଗ୍ନ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଣିଷରୂପୀ ରାକ୍ଷସଙ୍କ କବଳରେ ଶିକାର ହେଲେ ଏହି କଲେଜ ପଢ଼ୁଆ ନାବାଳିକା…
ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବ…
ବାରିପଦା(ନିରପେକ୍ଷ ଖବର)ତା-୭/ଅଗଷ୍ଟ/୨୦୧୯- ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ବୁଧବାର ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବାକୁ ଚେତାବନୀ ଦେଲା ଜିଲ୍ଲା ଓକିଲ ସଂଘ। ସ୍ଥାୟୀ କୋର୍ଟ ରହିଥିବା ଜାଗାରେ ନୂତନ ଗୃହ ନିର୍ମାଣ କରିବାକୁ…
ଅସୁରକ୍ଷିତ ହୋଇପଡ଼ିଛି ବାରିପଦା ସହର…..
ବାରିପଦା(ନିରପେକ୍ଷ ଖବର)ତା-୬/ଅଗଷ୍ଟ/୨୦୧୯-ବାରିପଦା ସହରରେ ଦିନକୁ ଦିନ ଲୁଟ,ଡକାୟତି, ଦୁର୍ଘଟଣା ଆଦି ବଢ଼ିବାରେ ଲାଗିଛି। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡ଼ିଲାଣି। ଏପରି କି ରାସ୍ତା ମଝିରେ ଯାହାର ଯେଉଁଠି ମନ ହେଉଛି, ସିଏ ସେଠି ଗାଡି ଛିଡା କରିଦେଉଛି। ସତେ ଯେମିତି ଏ ସହର ପାଇଁ…
ଫକୀର ମୋହନ ମହାବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଖୋଲିବାକୁ ମାର୍ସା ଆର୍ମିର ଦାବି….
ବାରିପଦା(ନିରପେକ୍ଷ ଖବର)୪/୮/୧୯: ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଶ୍ରୀମୟ ଦାସ ଅଧିକାରୀଙ୍କୁ ଭେଟି ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଛାତ୍ର ସଂଗଠନ ମାର୍ସା ଆର୍ମି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…
ସତ୍ୟନଗର କାଳୀମନ୍ଦିର ନିର୍ମାଧୀନ ରାସ୍ତାରେ ଫସିଲା ସ୍କୁଲ ବସ…
ଭୁବନେଶ୍ୱର:(ନିରପେକ୍ଷ ଖବର )୦୨/୦୮/୧୯ : ଶୁକ୍ରବାର ସକାଳ ୯ଟା ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ କାଳୀମନ୍ଦିର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଳୀମନ୍ଦିର ଛକ ନିକଟରେ ନିର୍ମାଣଧନ ରାସ୍ତାରେ ଏକ ସ୍କୁଲ ବସ ଫସି ଯାଇଛି। ବସ ଭିତରେ କୁନିକୁନି ସ୍କୁଲ ପିଲା ରହିଥିଲେ ମଧ୍ୟ…
ଚୋରା ଚାଲାଣ ହେଉଥିବା କାଠ ବୋଝେଇ ପିକଅପକୁ ଜବତ କଲା ପୁଲିସ୍….
ବାରିପଦା(ନିରପେକ୍ଷ ଖବର)ତା-୧/ଅଗଷ୍ଟ/୨୦୧୯-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । ଗୁରୁବାର ସକାଳୁ ପୋଲିସ୍ ପେଟ୍ରୋଲିଂ କରୁଥିବାବେଳେ ମୂଲ୍ୟବାନ କାଠ ସହ ଏକ ପିକଅପ ଭ୍ୟାନ ଓ ଗୋଟିଏ ଇଣ୍ଡିଗୋ କାର ଏବଂ ୫ ଜଣକୁ ସନ୍ଦେହରେ ଅଟକ ରଖିଛି…
ପାଇଖାନା ସମ୍ବୁଖରେ ଚିକିତ୍ସିତ ହେଉଛନ୍ତି ରୋଗୀ….
ପୁରୀ:(ନିରପେକ୍ଷ ଖବର):୩୧-୭-୧୯: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହେଉଛନ୍ତି ହନ୍ତସନ୍ତ। ଏପରିକି ମେଡିକାଲରେ ଥିବା ପାଇଖାନ ନିକଟରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ପାଇଖାନାର ମଳମୂତ୍ର ଗନ୍ଧରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ବୁଖିନ ହେଉଛନ୍ତି। ଫଳରେ ରୋଗୀ ଆରୋଗ୍ୟ…
ପ୍ରଶାସନିକ ଅଧିକାରୀ ନାଁରେ ଠକେଇ କରୁଥିବା ଠକକୁ ଦଣ୍ଡିତ କଲେ କୋର୍ଟ…
ବାରିପଦା(ନିରପେକ୍ଷ ଖବର)ତା-୩୧/ଜୁଲାଇ/୨୦୧୯- ନକଲି ସରକାରୀ ଅଧିକାରୀ ବୋଲି ନିଜର ପରିଚୟ ଦେଇ ଲୋକଙ୍କୁ ଠକି ଚାଲୁଥିବା ଜଣେ ବ୍ୟକ୍ତିକୁ ମୟୁରଭଞ୍ଜ ଜିଲ୍ଲା ସ୍ପେଶାଲ ଦୌରା ଜର୍ଜ ସୁମିତା ଆଚାର୍ଯ୍ୟ ଦଣ୍ଡିତ କରିଛନ୍ତି। ବୁଧବାର ମାନ୍ୟବର କୋର୍ଟ ଦୋଷୀକୁ ୬ବର୍ଷ ଜେଲଦଣ୍ଡ ସହ ୧୦୦୦୦ ଟଙ୍କା…
ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ….
ବାରିପଦା(ନିରପେକ୍ଷ ଖବର)ତା-୩୦/ଜୁଲାଇ/୨୦୧୯- ଲାଞ୍ଚ ମାଗିବା ମହଙ୍ଗା ପଡିଲା। ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ। ୨୦୧୨ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ବାରିପଦା ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜର୍ଜ ବେଣୁଧର ପାତ୍ର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ମୟୁରଭଞ୍ଜ…
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ଠକି ଚାଲିଛନ୍ତି ରାଜ୍ୟ ସରକାର..
ବାରିପଦା(ନିରପେକ୍ଷ ଖବର)ତା-୨୯/ଜୁଲାଇ/୨୦୧୯-ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀ ଶ୍ରୀ ହରିବଳଦେଵ ମହାପ୍ରଭୁ ବିଜେ ଓ ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ସେବାୟତମାନେ…
ଜଳାଭିଷେକ ପାଇଁ ଯାଉଥିବା ବେଳେ ଚାଲିଗଲା ଦୁଇ କାଉଡ଼ିଆଙ୍କ ଜୀବନ…
ନିରପେକ୍ଷ ଖବର(ବାରିପଦା)ତା: ୨୭/୦୭/୨୦୧୯-ମୟୁରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ଅଞ୍ଚଳରେ ଘଟିଯାଇଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଶ୍ରାବଣ ମାସର ସୋମବାର ଦିନ ବାବା ମହାଦେବ ଙ୍କ ଲିଙ୍ଗରେ ଜଳାଭିଷେକ କଲେ ପୁଣ୍ୟ ମିଳେ ବୋଲି ଲୋକବାଣୀ ଅଛି। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ଅଞ୍ଚଳରୁ…
ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ଦେଲେ ୱାଲିଗଞ୍ଜବାସୀ….
ନିରପେକ୍ଷ ଖବର(ବାରିପଦା)ତା୨୬/ଜୁଲାଇ/ ୨୦୧୯: ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଲେଖାଏଁ ବର୍ଷା ପାଣି । ବର୍ଷା ଦିନରେ ରାସ୍ତାରେ ଯିବାଆସିବା କରିବା ସମ୍ଭବପର ହେଉନି। ଏପରିକି ରୋଗୀ ଯିବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ନୁହେଁ। ଏହା ହେଉଛି ବାରିପଦା ପୌରପରିଷଦ ଅନ୍ତର୍ଗତ ଥିବା ୩…
ଆଜି ବି ମାନବିକତା ବଞ୍ଚିଛି…..
ନିରପେକ୍ଷ ଖବର(ବାରିପଦା)ତା-୨୬/ଜୁଲାଇ/୨୦୧୯-ସରକାରୀ ବାବୁଙ୍କ କ୍ଷେତ୍ରରେ ଥିବା ଜନତାଙ୍କ ଭାବଧାରା କୁ ବଦଳାଇ ଦେଲେ ଜଣେ ସରକାରୀ ବାବୁ।ଏକ ଅସହାୟ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରି ପହଞ୍ଚାଇଥିଲେ ବୃଦ୍ଧାଶ୍ରମରେ। ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଉଦାହରଣ…
ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା…..
ନିରପେକ୍ଷ ଖବର(ବାରିପଦା)ତା-୨୫/ଜୁଲାଇ/୨୦୧୯-ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ +୩ ଦ୍ବିତୀୟ ବର୍ଷ ଚତୁର୍ଥ ସେମିଷ୍ଟାରର ପରୀକ୍ଷା ଆରମ୍ଭ ହୋଇଯାଇଥିଲା ବେଳେ ଦ୍ବିତୀୟ ଦିନ ପରୀକ୍ଷା ନଦେଇ ପାରିବାକୁ କେନ୍ଦ୍ର କରି ଆଜି…
ଡିବିରି ରୁ ଅଗ୍ନିକାଣ୍ଡ : ୩ ଗୁରୁତର ….
ବାରିପଦା (ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯- ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ମୟୁରଭଂଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମର ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିର୍ପି ପୂର୍ତ୍ତି ଲାଇନ କଟିଯିବାପରେ ଡିବିରି ଜଳାଇ ତେଲ ଢାଳୁଥିବା ବେଳେ ଘରେ ଥିବା ଏକ…
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର..
ବାରିପଦା(ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଏକ ଝୁଲନ୍ତା ଅବସ୍ଥାରେ ମୃତ୍ୟଦେହ ଉଦ୍ଧାର ହୋଇଛି। ଏପରି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ନାଗଭାଣ ଗ୍ରାମରେ। ମୃତକ ଜଣକ ହେଲେ ସେହି…
ବାଇକରେ ଲିଫ୍ଟ ଦେବା ବାହାନାରେ ଜଂଗଲରେ ଯୁବତୀକୁ ବଳାତ୍କାର…
ବାରିପଦା,ନିରପେକ୍ଷ ଖବର:୨୪/୦୭/୨୦୧୯: ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଯୁବତୀକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଶାନ୍ତନୁ…
ଆଶ୍ଚର୍ଯ୍ୟ ହେଲେ ବି ସତ….
ବାରିପଦା:(ନିରପେକ୍ଷ ଖବର)୨୩/ଜୁଲାଇ/୨୦୧୯:ଆଶ୍ଚର୍ଯ୍ୟ ହେଲେ ବି ଘଟଣାଟି ସତ୍ୟ। ନାଗରାଜଙ୍କ କୁକୁଡ଼ା ଶିକାର। ଗତକାଲି ଏଭଳି ଏକ ଭୟଭୀତ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଗୌଡ଼ରାମା ପଞ୍ଚାୟତ କୁଳିପାଳ ଗ୍ରାମରେ ଘଟିଯାଇଛି। କୁଳିପାଳ ଗ୍ରାମର କଟିଆ ପ୍ରଧାନଙ୍କ ଘରେ ଦେଖିବାକୁ…
