
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲ

ଗୁଡ଼ି ଉଡ଼ାଳିଙ୍କ ଖେଳ ପଡିଆ ସାଜିଛି ଜନ ଗହଳି ରାସ୍ତା
ବାରିପଦା(ନିରପେକ୍ଷ ଖବର)ତା-୦୩/୦୬: ଲକ୍ ଡାଉନ୍ ସମୟରେ ବାରିପଦା ସହରରେ ଗୁଡ଼ି ଉଡାଳିମାନେ ବିଭିନ୍ନ ରାସ୍ତାକୁ ଅଘୋଷିତ ଭାବେ କବଜା କରି ରଖିଛନ୍ତି । କରୋନା ଭୟରେ ଗାଡି ମୋଟର ଚଳଚଳ ଟିକେ କମ୍ ଥିବାରୁ ଗୁଡ଼ି ଉଡାଳିମାନେ ରାସ୍ତା ମଝିରେ ଗୁଡି ଉଡାଇ ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ…
୨୬ ଛୁଇଁଲା ମୟୁରଭଞ୍ଜ ପଜିଟିଭ ସଂଖ୍ୟା
ବାରିପଦା(ନିରପେକ୍ଷ ଖବର)ତା-୦୧/୦୬-ଆଜି ମୟୂରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି।ଚିନ୍ହଟ ହୋଇଥିବା ସମସ୍ତେ ତାମିଲନାଡୁ ଫେରନ୍ତା ଅଟନ୍ତି।ଚିନ୍ହଟ ହୋଇଥିବା ପଜିଟିଭି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ବେତନଟୀ ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ଯଶିପୁର ବ୍ଲକର ଅଟନ୍ତି।ସେମାନଙ୍କ…
ସାମ୍ବାଦିକଙ୍କ ମହତ ପଣିଆ ଜନ୍ମ ଦିନରେ କଲେ ରକ୍ତଦାନ
ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଜନ୍ମଦିନକୁ ସମସ୍ତେ ଧୁମ୍ଧାମ୍ରେ ପାଳନ କରନ୍ତି ଓ ସାଙ୍ଗସାଥିଙ୍କ ଗହଣରେ ବେଶ୍ ଖୁସି ମନାଇଥାନ୍ତି। କିନ୍ତୁ ଜଣେ ସାମ୍ବାଦିକ ନିଆରା ଢଙ୍ଗରେ ନିଜ ଜନ୍ମ ଦିନକୁ ପାଳିଛନ୍ତି। ସେ ହେଉଛନ୍ତ ଯୁବ ସାମ୍ବାଦିକ ଉଦିତ୍ କୁମାର ପରିଡା । ତାଙ୍କ ଜନ୍ମଦିନରେ…
ମୟୁରଭଞ୍ଜ ରୁ ନୂଆ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ।
ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଆଜି ମୟୁରଭଞ୍ଜରୁ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଚିନ୍ହଟ ହୋଇଥିବା ୬ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ଜଣ କର୍ଣ୍ଣାଟକ ଫେରନ୍ତା ଅଟନ୍ତି। ଚିନ୍ହଟ ହୋଇଥିବା ୪ଜଣ ପଜିଟିଭି ରାସଗୋବିନ୍ଦପୁର ବ୍ଲକ…
ଏଣିକି ବାରିପଦାରେ ହେବ କରୋନା ଟେଷ୍ଟ……
ବାରିପଦା(ନିରପେକ୍ଷ ଖବର) ୩୧/୦୫: ମୟୂରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାକୁ କରୋନା ଛୁଇଁବାର ଦୀର୍ଘ ଏକ ମାସ ପରେ ବାରିପଦାରେ ଆରମ୍ଭ ହେଲା କରୋନା ସ୍ୱାବ ପରୀକ୍ଷା।ମୟୂରଭଞ୍ଜ ଜିଲ୍ଲାକୁ ଆସୁଥିବା ପ୍ରବାସୀ ମୟୂରଭଞ୍ଜିଆ ଓ କୋଭିଡ-୧୯ ଲକ୍ଷଣ ଦେଖାଯାଉଥିବା ଲୋକମାନଙ୍କର ସ୍ୱାବ ଟେଷ୍ଟ…
ସବୁଠି ବନ୍ଦେ ଉତ୍କଳ ଜନନୀ
ବାରିପଦା(ନିରପେକ୍ଷ ଖବର)ତା-୩୦/୦୫-କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଯୋଦ୍ଧା ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କୋଭିଡ୍ ଯୁଦ୍ଧରେ ନିଜର ସୁଖ ସ୍ଵାଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ…
ଜୀବନଦୀପ ନସିଂହୋମ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ
ବାରିପଦା ୨୩/୫(ନିରପେକ୍ଷ ଖବର): ଜୀବନଦୀପ ନର୍ସିଂହୋମରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଗର୍ଭବତୀଙ୍କ ଅପରେସନ ପାଇଁ ନର୍ସିଂହୋମରେ ଆବଶ୍ୟକୀୟ ସରଞ୍ଜାମ ନ ଥିବା ବେଳେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ନବଜାତକର ମୃତ୍ୟୁ…
ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ
ବାରିପଦା(ନିରପେକ୍ଷ ଖବର)ତା-୨୧/୦୫-ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି। ଏଥି ସହିତ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ପହଁଚିଛି।ଚିନ୍ହଟ ୩ଜଣ କରୋନା ପଜିଟିଭିଙ୍କ ମଧ୍ୟରୁ ୨ ଜଣ ବାରିପଦା କ୍ୱରେଣ୍ଟାଇନରେ ଥିବା ବେଳେ ଜଣେ କପ୍ତିପଦା ବ୍ଲକ ଠାକୁରମୁଣ୍ଡା…
ଫୁଲୁଛି ବୁଢ଼ାବଳଙ୍ଗ, ବିପଦସଙ୍କେତ ତଳେ ପାଣି
* ଜିଲ୍ଲାରେ ହାରାହାରି ୨୮.୬୪ ମିମି ବର୍ଷା
* ବେତନଟୀରେ ସର୍ବାଧିକ ୭୮, ବାରିପଦାରେ ୭୫ମିମି
ବାରିପଦା:୨୦/୫(ନିରପେକ୍ଷଖବର)ମହାବାତ୍ୟା ଅମ୍ଫନ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଆଂଶିକ ପ୍ରଭାବ ପଡିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୭୪୪.୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।…
ସମୟ ଯେତେ ଗଡୁଛି ପବନର ବେଗ ସେତେ ବଢୁଛି।
ଅମ୍ଫନ ପ୍ରଭାବରେ ବର୍ଷା ପବନ ଜାରିବା
ରିପଦା(ନିରପେକ୍ଷ ଖବର)ତା-୨୦/୦୫-ମୟୂରଭଞ୍ଜ ଜିଲାରେ ଅମ୍ଫନ ପ୍ରଭାବ ଅନୁଭୂତ ହୋଇଛି ।ଜୋରରେ ପବନ ବୋହିବା ସାଙ୍ଗକୁ ପ୍ରବଳ ବର୍ଷା ହେଉଛି।ସମୟ ଯେତେ ବଢୁଛି ପବନର ବେଗ ସେତେ ବଢୁଛି। ଅମ୍ପନର ପ୍ରଭାବରେ ମଙ୍ଗଳବାର ରାତିରୁ ଝିପ ଝିପ ବର୍ଷା ହେଉଥିବା…
ସୁସ୍ଥ ହେଲେ ୪ କରୋନା ରୋଗୀ….
ବାରିପଦା(ନିରପେକ୍ଷ ଖବର)ତା-୧୮/୦୫-ମୟୁରଭଞ୍ଜ ପାଇଁ ଖୁସି ଖବର। ସୁସ୍ଥ ହେଲେ ୪କରୋନା ଆକ୍ରାନ୍ତ। ଏ ବାବଦରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ ଆଜି ମୋଟ ୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ସେଥି ମଧ୍ୟରେ ମୟୂରଭଞ୍ଜରୁ ୪ ଜଣ ଅଛନ୍ତି । ସୂଚନାଯୋଗ୍ୟ…
ଶିଶୁ ଅଦଳ ବଦଳ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗିଲେ ମହିଳା
*ମେଡିକାଲ ଅଧିକକ୍ଷଙ୍କ ଅପାରଗତା ପାଇଁ ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବା ଅଭିଯୋଗ*
ବାରିପଦା(ନିରପେକ୍ଷ ଖବର)ତା-୧୮/୦୫- ଗତ ୧୧ ତାରିଖରେ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହୋଇଥିବା ଶିଶୁ ଅଦଳ ବଦଳ ଘଟଣାକୁ ନେଇ ଉତ୍ତ୍ୟକ୍ତ ମହିଳାମାନେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ…
ଭାରରେ ଦୁଇ ପୁଅଙ୍କୁ ବସାଇ ୧୨୦ କିମି ଚାଲିଲା ବାପା
ବାରିପଦା(ନିରପେକ୍ଷଖବର): ତା-୧୬/୫/ ସ୍ନେହ ଓ ମମତା ପାଖରେ କେହି ପ୍ରତିବନ୍ଧକ ସାଜିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ କରୋନାର ଭୟ ସେ ସମ୍ପକରେ କେହି ବି ପାଚେରୀ ହୋଇ ଛିଡ଼ା ହୋଇପାରିବେନି। ସେ ପୁଣି ବାପ ଓ ପୁଅର ସମ୍ପର୍କ। ଲକ ଡାଉନ ସମୟରେ କାମଧନ୍ଦା କିଛି ନ ପାଇ…
ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା
ବାରିପଦା(ନିରପେକ୍ଷ ଖବର)ତା-୧୬/୦୫-ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ଛୁଇଁଲା।ଜିଲ୍ଲାରେ ୨ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।ସୁରତ ପରେ ଏବେ ଜିଲ୍ଲାକୁ ପଶ୍ଚିମବଙ୍ଗ ଫେରନ୍ତା ଚିନ୍ତାର କାରଣ ହୋଇଛନ୍ତି।ଦୁଇ ଜଣ ଚିନ୍ହଟ ପଜିଟିଭିଙ୍କ ମଧ୍ୟରୁ ଜଣେ ସୁରଟ ଫେରନ୍ତା…
କରୋନା ଯନ୍ତ୍ରଣାରେ ଦାଦନ କାନ୍ଦୁଛି…
ବାରିପଦା(ନିରପେକ୍ଷ ଖବର)ତା-୧୫/୫ -କରୋନା ଯନ୍ତ୍ରଣାରେ କାନ୍ଦୁଛନ୍ତି ଦାଦନ।ଗତ ଦୁଇ ମାସ ହେଲା ଆଖିର ଲୁହ ପାଟିରେ ପିଇ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି। ଯିଏ ଫେରିଛି ସେମାନେ ଅପବାଦ ମୁଣ୍ଡାଉଛନ୍ତି, ଆଉ ଯିଏ ଫେରିପାରୁନାହିଁ ଭୋକ ଉପାସରେ ଦିନ କାଟୁଛନ୍ତି। ମହାମାରୀ କରୋନାର କରାଳ…
ରଙ୍ଗିଲା ପୋଲିସ୍ ବାବୁ ରାକେଶ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ।
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୫ ରଙ୍ଗିଲା ପୋଲିସ୍ ବାବୁ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ। ଭଲପାଇବା, ଧୋକା ଓ ଠକେଇ ମାମଲାରେ ଫେରାର ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ପୋଲିସ୍ ସବ୍-ଇନସ୍ପେକ୍ଟର ରାକେଶ ସାମଲ ଆଇନ୍ ଜାଲରେ ଧରାପଡ଼ିଲେ। ରାଉରକେଲା ପୁଲିସ୍ ର ସହଯୋଗରେ କମିଶନରେଟ…
ସେବିକାଙ୍କୁ ସମ୍ବର୍ଦ୍ଧିତ କଲେ ଦେବାଶିଷ୍।
ବାରିପଦା(ନିରପେକ୍ଷ ଖବର)ତା-୧୨/୦୫-ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ପ୍ରାକୃତିକ ବିପତ୍ତିଠାରୁ ଆରମ୍ଭ କରି ଯୁଦ୍ଧ, ମହାମାରୀ କିମ୍ବା ଯେକୌଣସି…
*ମା ପାଇଁ ଦିନଟିଏ*
*ବୃଦ୍ଧାଶ୍ରମରେ ବେସାହାରା ମା କାଟୁଛନ୍ତି ଜୀବନ*
ବାରିପଦା(ନିରପେକ୍ଷ ଖବର)ତା-୧୦/୦୫ ଗୋଟେ ସମୟ ଥିଲା ଯେତେବେଳେ ଆମ ସମାଜରେ ଏକାନ୍ନବର୍ତ୍ତୀ ପରିବାର ପ୍ରଥା ପ୍ରଚଳିତ ଥିଲା, ହେଲେ ଧୀରେ ଧୀରେ ମଣିଷ ଏତେ ଆତ୍ମକୌନ୍ଦ୍ରିକ ହୋଇଗଲା ଯେ ଦାଦା, ବଡବାପା ତ ଦୂରର କଥା ନିଜ ଜନ୍ମ କଲା ବାପା ମା…
ପଦାକୁ ଆସିଲା ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି।
ବାରିପଦା(ନିରପେକ୍ଷ ଖବର)ତା-୦୯/୦୫-ମୟୁରଭଞ୍ଜ ଜିଲ୍ଲାରୁ ଚିନ୍ହଟ ହୋଇଥିବା ରାଜ୍ୟର ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଳ ହିଷ୍ଟ୍ରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆକ୍ରାନ୍ତ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ପୁରା ତଥ୍ୟ…
ମୟୁରଭଞ୍ଜରେ ଆଉ ଜଣେ ପଜିଟିଭି ଚିହ୍ନଟ….
ବାରିପଦା(ନିରପେକ୍ଷ ଖବର)ତା-୦୭/୦୫-ମୟୂରଭଞ୍ଜରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୟୂରଭଞ୍ଜରେ ପଜିଟିଭଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୪ ପଜିଟିଭ ଚିହ୍ନଟ…
