
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱଡ୍ରୋନ୍ ନିରୀକ୍ଷଣରେ ଅଗ୍ରଣୀ ପୂର୍ବତଟ ରେଳପଥଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲ

ଓଡ଼ିଆ ଭାଷା-ସାହିତ୍ୟକୁ କାନ୍ତକବିଙ୍କ ଅବଦାନ ଅବିସ୍ମରଣୀୟ
ଭୁବନେଶ୍ୱର,ନିରପେକ୍ଷ ଖବର ୦୯/୧୨:ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଆ ସାହିତ୍ୟର ବରେଣ୍ୟ ସାଧକ ଔପନ୍ୟାସିକ କବି, ନାଟ୍ୟକାର, ବ୍ୟଙ୍ଗକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ…
କେନ୍ଦ୍ର କୃଷି ଆଇନ ବିରୋଧରେ ନବନିର୍ମାଣ ଯୁବଛାତ୍ର ସଂଗଠନର ବାଇକ ଶୋଭାଯାତ୍ରା
ଭୁବନେଶ୍ୱର, ନିରପେକ୍ଷ ଖବର(୫/୧୨): ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସଂଯୋଜକ MD Manwar Alli ଙ୍କ ନେତୃତ୍ୱ ରେ ଶହ ଶହ ଯୁବଛାତ୍ର ଯୋଗ ଦେଇଥିଲେ । ଏନେଇ ଶ୍ରୀ…
ଦିବ୍ୟାଙ୍ଗଙ୍କ ଯାତ୍ରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ଭୂତଳ ଉପାମାର୍ଗ ଉଦ୍ଘାଟିତ
ଭୁବନେଶ୍ୱର,ନିରପେକ୍ଷ ଖବର:ତା-୦୫/୧୨ ସୁରକ୍ଷାକୁ ଦୃଷ୍ଟିରେ ଦେଇ ଉଭୟ ରେଳ ଓ ସଡକ ବ୍ୟବହାରକାରୀଙ୍କ ସୁବିଧା ପାଇଁ ରାଧାକିଶୋରପୁର ରେଳ ଷ୍ଟେସନରେ ନୂତନ ଭାବେ ନିର୍ମିତ ଭୂତଳ ଉପାମାର୍ଗ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ…
ଭିନ୍ନକ୍ଷମ ଦିବସରେ ନୂଆପଲ୍ଲୀରେ ଶୀତବସ୍ତ୍ର ବଣ୍ଟନ
ଭୁବନେଶ୍ୱର,ନିରପେକ୍ଷ ଖବର:୦୪/୧୨ popଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସରେ ଶ୍ରୀ ଶ୍ରୀ ମହାବୀର ସାମାଜୀକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୂଆପଲ୍ଲୀରେ ଶୀତବସ୍ତ୍ର ବଣ୍ଟନ କାରାଯାଇଛି। ୱାର୍ଡ ନଂ୩୯…
‘ସବୁଜ ଭାରତ ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ
ଭୁବନେଶ୍ୱର,ନିରପେକ୍ଷ ଖବର(୧/୧୨): ‘ସବୁଜ ଭାରତ’ର ଅଷ୍ଟମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ 'ପ୍ରମେୟ'ର ଯୁବ ସାମ୍ବାଦିକ କାହ୍ନୁ ଚରଣ ଶତପଥୀ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ସ୍ଵଳ୍ପବେତନ ଭୋଗୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ବିଜେଡି ମୁଖପାତ୍ର ଦୁର୍ଗା…
କରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ବିଧାୟକ ଅନନ୍ତ ନାରାୟଣ ଜେନା
ଭୁବନେଶ୍ୱର,ନିରପେକ୍ଷ ଖବର:୩୦/୧୧ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତାମାନେ…
ବି.ଜେ.ଡି ରୁ ବିଦା ହେଲେ ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୧୧ ସରକାରୀ ଚାକିରୀରୁ ଟଙ୍କାର ପାହାଡ଼ ସୃଷ୍ଟି କରିଥିବା ଅଭୟ ପାଠକଙ୍କ ଭାବି ସମୁଦି ହେବାକୁ ସଜବାଜ ହେଉଥିବା ବିଜେଡିର ବରିଷ୍ଠ ନେତା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଆଜି ଦଳରୁ ବିଦା କରିଛି । ଶ୍ରୀ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁର…
ଚାକିରୀ ହରାଇ କରିବୁ କଣ !
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୮/୧୧ କୋଭିଡ଼ ସମୟରେ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ଚିକିତ୍ସା କଲୁ। ଘରଦ୍ୱାର ପରିବାର ଲୋକଙ୍କୁ ଛାଡି ଦିନ ରାତି ନିଷ୍ଠାର ସହ କାମ କରିଛୁ। ହେଲେ ଏବେ ସରକାର ଆମକୁ ଛଟେଇ କରୁଛନ୍ତି। ଏବେ ଚାକିରୀ ହରାଇ କଣ କରିବୁ। ପରିବାର ପ୍ରତିପୋଷଣ କେମିତି ହେବ।…
ମିଳିତ ମଂଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୦.୧୧ କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସଂସଦରେ ଆଣିଥିବା ଶ୍ରମକୋର୍ଡକୁ ବାତିଲ, କୃଷକ ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସଂପତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ତା ୨୬.୧୧.୨୦୨୦ ରିଖ ଦିନ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ…
ପରିଚୟ ଫାଉଣ୍ଡେସନର ‘ନାଇନ୍ ଦେବୀସ୍’
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୧/୧୧ ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ…
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୧୧ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଡଃ. ହରେକୃଷ୍ଣ ମହତାବଙ୍କର ୧୨୧ତମ ପୂଣ୍ୟଜନ୍ମତିଥି ରାଜ୍ୟସ୍ତରୀୟ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କମିଟି ପକ୍ଷରୁ ଲୋୟର ପିଏମଜି ଏବଂ ଏକାମ୍ର ନିବାସରେ ପାଳିତ ହୋଇଯାଇଛି । ଏହି କମିଟିର…
ସ୍କୁଲ ଖୋଲିବା ନେଇ ଫିଟୁନି ବାଟ
ଭୁବନେଶ୍ୱର, ନିରପେକ୍ଷ ଖବର :ତା ୨୧/୧୧ ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ରାଜ୍ୟରେ ୭ ହଜାର ୭…
ଡାକ୍ତର ଅଭୟ ପଟ୍ଟନାୟକ ଙ୍କୁ ‘ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ସମ୍ମାନିତ
ନିରପେକ୍ଷ ଖବର (କଟକ): ଅକ୍ଟୋବର ୨୦୨୦ ମାନବାଧିକାର ରକ୍ଷାକାରୀ ଡାକ୍ତର ଅଭୟ ରଞ୍ଜନ ପଟ୍ଟନାୟକ ଚଳିତ ବର୍ଷ ର ଏକ ମର୍ଯ୍ୟାଦା ଜନକ ସମ୍ମାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ସମାଜରେ ସଚେତନତା ସୃଷ୍ଟି କରି ଅନେକ ଅମୂଲ୍ୟ ଜୀବନ ବଞ୍ଚେଇ ଛନ୍ତି। କରୋନା ମହାମାରୀ ସମୟରେ ଦୃଷ୍ଟାନ୍ତମୂଳକ…
ହାଥରସ୍ ଘଟଣାରେ ଉତର ପ୍ରଦେଶ ସରକାରଙ୍କ ବରଖାସ୍ତ ଦାବି କଲା ପିସିିସି ଅନୁସୂଚିତ ଜାତି ବିଭାଗ
ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫.୧୦ - ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା…
‘ଲାସାସା’ ସଂଗଠନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
କଟକ, ନିରପେକ୍ଷ ଖବର:ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଲାସାସା ସାମାଜିକ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି।ସାମାଜିକ ଦୁରତ୍ଵ ଓ ଗୋଷ୍ଠୀ କୈନ୍ଦ୍ରିକ କୁ ରକ୍ଷା କରି ବୃକ୍ଷ ରୋପଣ ଓ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିଲା। ସଙ୍କରପର ସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ…
ସରସ୍ଵତୀ କଳା ପରିଷଦ ତରଫରୁ କରୋନା ଯୋଦ୍ଧା ସମ୍ମାନ
କଟକ,ନିରପେକ୍ଷ ଖବର:କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର,କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନ ଅଧିକାରୀ,ଅଶାକର୍ମୀ,ଅଙ୍ଗନବାଡି…
କଟକ:ପରିବା ବଜାରରେ ନିଆଁ
ନିରପେକ୍ଷ ଖବର:(କଟକ):ତା ୩୦/୦୯ କୃଷି ଭିତ୍ତିକ ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରଭାବ ସିଧା ସଳଖ ଖାଉଟି ଙ୍କ ଉପରେ ପଡିଛି । ଲୋକମାନେ ପରିବା କିଣିବାକୁ ଗଲା ବେଳେ ଏହାର ଦର ଶୁଣି ଏକ ପ୍ରକାର ଛାନିଆଁ ହୋଇଥିବା ଦେଖିବାକୁ ମିଳିଛି ।କୋରନା କଟକଣା କଠୋର ସମୟରେ…
ପାନୀୟ ଜଳ ପ୍ରକଳ୍ପ ଅଚଳ
ନିରପେକ୍ଷ ଖବର(ନିଆଳି):ତା ୨୯/୦୯ ଗ୍ରାମାଞ୍ଚଳ ଗୁଡିକରେ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନା ଗୁଡିକର ସଠିକ ଭାବରେ କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳିଛି ଫଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟୟ…
ସରକାରି ଯୋଜନା କାହା ପାଇଁ ?
*ବିକାଶ ରାସ୍ତାରେ ଓଡିଶା ଆଗକୁ ଆଗକୁ ଚାଲିଛି ତଥାପି ବିକାଶ ପାଖରେ ପହଞ୍ଚିବାକୁ ଆହୁରି ଯେମିତି ଅନେକ ବାଟ ବାକି ରହିଛି....
(ନିଆଳି):ନିରପେକ୍ଷ ଖବର : ବିଭିନ୍ନ ସ୍ଥାନରେ ଫେଲ୍ ମାରିଛି ଆବାସ ଯୋଜନା।ଆବାସ ଯୋଜନାରେ ସରକାର ଘରଟିଏ ଯୋଗାଇ ଦେଉ ନାହାନ୍ତି । ଏଭଳି ଏକ ଅଭାବନିୟ ଘଟଣା…
ବହୁଚର୍ଚ୍ଚିତ ଶିଶୁ ଅଦଳ ବଦଳ ଘଟଣା
* ମାଆ ରଇବାରୀଙ୍କ କୋଳକୁ ଫେରିବା ପାଇଁ ମାନ୍ୟବର କୋର୍ଟଙ୍କ ରାୟ
ବାରିପଦା(ନିରପେକ୍ଷ ଖବର) ତା-୦୩/୦୯- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଘଟଣା ସାମ୍ନାକୁ ଆସିଥିଲା। ମାଆ ନିଜର ଜନ୍ମିତ ଶିଶୁକୁ ପାଇବାକୁ ୪ ମାସ ଧରି ନ୍ୟାୟିକ ସଂଘର୍ଷ ପରେ…
