Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space
Browsing Category

ରାଜନୀତି

ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟୀକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ ଦିଶୁଛି : ମନମୋହନ ସାମଲ

ଝାରସୁଗୁଡା/ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୯/୦୪: ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିନ୍ଦୁ ବିରୋଧୀ ସାମ୍ପ୍ରଦାୟିକ ଦଙ୍ଗାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ଜନତା ପାର୍ଟିର୍ର ସାଂସଦ, ବିଧାୟକ ଓ ଅନ୍ୟ ନେତୃତ୍ୱମାନଙ୍କର ଏକ ପ୍ରତିନିଧୀ ମଣ୍ଡଳୀ ଗତକାଲି ସମ୍ବଲପୁର ଗସ୍ତ…
Read More...

“ରାଜ୍ୟ ସରକାରଙ୍କ ବଜେଟ “ବସ୍ତାନି ବଡ, ପାଠ କମ୍‌”

 ରାଜ୍ୟ ସରକାରଙ୍କ ନିଜସ୍ୱ ରୋଜଗାର ୧,୦୫,୫୦୦କୋଟି, ଯାହା ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହୋଇଯାଉଛି  ଓଡିଶା ବଜେଟ୍ ସଂପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ  ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଆକଳନ ହୋଇଥିବା ବଜେଟରୁ ୯୯,୬୯୬ କୋଟି ଟଙ୍କା ଖର୍ଚ୍ଚ ନହୋଇ ପାରିବା ରାଜ୍ୟ ସରକାରଙ୍କ…
Read More...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ…

 “ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ”?  ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ଓ ଭୟର ବାତାବରଣ ସୃଷ୍ଟି ହୋଇଛି  ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ  ଆସନ୍ତା କାଲି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଓ…
Read More...

ଆସନ୍ତା ୧୬ରେ ଭୁବନେଶ୍ୱର ଠାରେ ସ୍କୁଲ ଶିକ୍ଷାର ବିକାଶ ପାଇଁ ଦୁଇଦିନିଆ ଷ୍ଟାର୍ସର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା

• ବୈଠକରେ ଓଡ଼ିଶା ସମେତ ୬ଟି ରାଜ୍ୟର ଶିକ୍ଷା ସଚିବ ଯୋଗଦେବାର କାର୍ଯ୍ୟକ୍ରମ • କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଓ ଏନସିଇଆରଟିର ଅଧିକାରୀମାନେ ମଧ୍ୟ ଯୋଗ ଦେବେ • ଦୁଇ ଦିନ ଧରି ସମଗ୍ର ଶିକ୍ଷା ଏବଂ ସ୍କୁଲ…
Read More...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦରେ ୧୪, ୧୫, ୧୬ ରେ…

 “ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ”? ରାଜ୍ୟବାସୀଙ୍କ ମନ ଭିତରେ ଏହା ଏବେ ପ୍ରମୁଖ ପ୍ରଶ୍ନ ହୋଇ ରହିଯାଇଛି  ପ୍ରଥମେ ଷ୍ଟୋରୀ ପ୍ରସ୍ତୁତ କରାଯାଇ ପରେ କ୍ରାଇମ କରୁଛନ୍ତି ରାଜ୍ୟ ସରକାର  ଅତୀତରେ ଶୁଣିବାକୁ ମିଳିଥିବା ‘ଜାମୁକୋଳି’, ‘ପୋଖରୀରେ ଲେଗ୍ ଗିନ୍ସ’ ଗପ ଭଳି ଏଥର ‘ପାଇଖାନା…
Read More...

କୋଭିଡ ସମୟର ରିଲିଫ୍ ଚାଉଳକୁ ନେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରୁ ବିଜେଡି: ଗୋଲକ ମହାପାତ୍ର

 “ଚୋର ଘର ସବୁ ଦିନ ଅନ୍ଧାର ନଥାଏ” ଭଳି ବିଜେଡି ସରକାରର ମିଛ ପଦାରେ ପଡିଛି  ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକ ବିଜେଡି  ୨୦୦୯ ରୁ ୧୪ ପର୍ଯ୍ୟନ୍ତ ବିପିଏଲ ଗରୀବଙ୍କ ପାଇଁ ଆସିଥିବା ୨୨ ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ…
Read More...

ଅମୃତକାଳ ପ୍ରଥମ ବର୍ଷର ବଜେଟ୍ ଚାଷୀମାନଙ୍କ ପାଇଁ ଅମୃତ ସଦୃଶ

 ସଫଳ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲା ବିଜେପି କୃଷକମୋର୍ଚ୍ଚା  ସାଧାରଣ ଜନତାଙ୍କ ପାଖରେ ବଜେଟ୍‌ର ପ୍ରଚାର ପ୍ରସାର ପାଇଁ ନିଷ୍ପତି ଭୁବନେଶ୍ୱରନିରପେକ୍ଷ ଖବର:ତା ୧୨/୦୨: କେନ୍ଦ୍ରରେ ଆଗତ ହୋଇଥିବା ୨୦୨୩-୨୪ ବର୍ଷ ପାଇଁ ସାଧାରଣ ବଜେଟ୍‌ରେ କୃଷି, ଜଳସେଚନ,…
Read More...

ବିଦ୍ୟା,ବୁଦ୍ଧି ଓ ଜ୍ଞାନ ବଳରେ ଅନୁଗୋଳର ସମ୍ଭାବନାକୁ ବ୍ୟାପକ କରିବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର…

• ବାଲିପଟ୍ଟା ହାଇସ୍କୁଲ ୫୦ ବର୍ଷ ପୂରଣ କରିବା ଏକ ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ • ଏକବିଂଶ ଶତାବ୍ଦୀରେ ଶିକ୍ଷାକୁ ଯୋର୍ ଦେବା ଆମ ସମସ୍ତଙ୍କର ଦାୟିତ୍ୱ • ଭଲ ମଣିଷ ତିଆରି କରିବା ବାଲିପଟ୍ଟା ଓ ଛେଣ୍ଡିପଦାର ସଂସ୍କାରରେ ରହିଛି • ଅଭିଭାଷଣ ବେଳେ ନିଜ…
Read More...

ଦେବଗଡ଼ରେ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

• ମୁଁ ଯେବେ ବି ଦେବଗଡକୁ ଆସେ, ମନରେ ବହୁତ ଉତ୍ସାହ ରୁହେ • ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ • ସଂସ୍କୃତ ନ ପଢିଲେ ଭାରତୀୟ ଜ୍ଞାନ ପରମ୍ପରାକୁ ବୁଝିବା ଅସମ୍ଭବ • ଶିକ୍ଷାନୁଷ୍ଠାନ ପରିସରରେ ଥିବା ଭଗବାନ ଶିବ…
Read More...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କାରଣରୁ ଓଡିଶାବାସୀ ଆଜି ଆତଙ୍କିତ : ସମୀର ମହାନ୍ତିି

 ମୋଦି ସରକାର ଦେଉଥିବା ବ୍ୟାପକ ଅର୍ଥ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳକୁ ସଠିକ୍ ହିତାଧିକାରୀଙ୍କ ପାଖରେ ପହଂଚାଇବା ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଗାଁ ଗାଁ ରେ ଜନଜାଗରଣ କରାଯିବ  ଭଦ୍ରକ ଓ କେନ୍ଦୁଝର ଲୋକସଭା ପ୍ରବାସ ଓ ମଣ୍ଡଳ…
Read More...

ଗୋଁଣ୍ଡ ସମାଜର ମୁଖ୍ୟ ଦାବିକୁ ପୂରଣ କରିବା ପାଇଁ ମୋଦି ସରକାର ଯଥାସମ୍ଭବ ଦାୟିତ୍ୱ ନେବେ – ଧର୍ମେନ୍ଦ୍ର ପ୍ରଧାନ

ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ରାଷ୍ଟ୍ରୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ... • ଗୋଁଣ୍ଡ ସମାଜର ବୀରଗାଥାକୁ ଏନସିଇଆରଟି ପାଠ୍ୟକ୍ରମରେ ସାମିଲ ପାଇଁ ଉଦ୍ୟମ ହେବ • ବୀର ସୁରେନ୍ଦ୍ର ସାଏ, ଶହୀଦ କରୁଣାକର ସିଂହ ନାଏକ, ମାଧୋ ସିଂହ, ବିର୍ସା ମୁଣ୍ଡା, ଗୋଁଣ୍ଡ ସମାଜର ରାଣୀ…
Read More...

ରାଜ୍ୟବାସୀଙ୍କୁ ଆଉ କେତେଦିନ ଠକିବେ ମୁଖ୍ୟମନ୍ତ୍ରୀ-ସୁରଜ

ଭୁବନେଶ୍ୱର,(ନିରପେକ୍ଷ ଖବର)୦୨/୦୨: ରାଜ୍ୟବାସୀଙ୍କୁ ଆଉ କେତେଦିନ ଠକିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ 23ବର୍ଷ ଧରି ସେ ନିରକୁଂଶ କ୍ଷମତାର ସାଶନ ଗାଦିରେ ବସି ରହିଛନ୍ତି। ତଥାପି ଓଡିଶା ରାଜ୍ୟ ତ ଦୂରର କଥା ନିଜ ଜିଲ୍ଲା ଗଞ୍ଜାମରୁ ଗରିବ ହଟାଇ ପାରିଲେନି। ଏକ ସର୍ଭେ ଅନୁଯାଇ…
Read More...

ତାଲିକାରୁ ତୁ ମୋର କାଟିଲୁ, ମୁଁ ତୋର କାଟିବି

ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୦୧, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟାକୁ ନେଇ ଏବେ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି. ବିଜେପି ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି. କିଏ କାଟିଲା କାହା ଘର? ଏସିସି ତାଲିକାରୁ କେମିତି ବାଦ ପଡିଲେ ଯୋଗ୍ୟ ହିତାଧିକାରୀ? ଏମିତି…
Read More...

ନବୀନ ସରକାର ମହିଳା, ଦଳିତ ଓ ଆଦିବାସୀ ବିରୋଧୀ

 କମ୍ପାନୀ ପ୍ରେମରେ ଉବୁଟୁବୁ ନବୀନ ସରକାର । ଦଳିତ, ଆଦିବାସୀ ଓ ମହିଳାଙ୍କୁ ହତ୍ୟା କରିବାକୁ ପଛାଉ ନାହିଁ  ଉତ୍କଳ ଆଲୁମିନା କମ୍ପାନୀର ମାଲିକ ଆଦିତ୍ୟ ବିର୍ଲ୍ଲା ଗ୍ରୁପ ସହିତ ନବୀନ ବାବୁ ଓ ବିଜୁ ଜନତା ଦଳର ମଧୁର ସମ୍ପର୍କ  କମ୍ପାନୀ ପ୍ରିତୀ ପାଇଁ ଅତୀତରେ ନବୀନ ସରକାର ବହୁ ନିରୀହ…
Read More...

ଶିଳ୍ପପତି ରତନ ଟାଟା ହେଲେ ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି …

ନୂଆଦିଲ୍ଲୀ ,ନିରପେକ୍ଷ ଖବର:ତା ୨୧/୦୯/୨୨ ପିଏମ କେୟାର୍ସ ଫଣ୍ଡର ଅନ୍ୟତମ ଟ୍ରଷ୍ଟି ଭାବେ ନିଯୁକ୍ତ ପାଇଲେ ଶିଳ୍ପପତି ରତନ ଟାଟା। ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନିତ ହୋଇଥିବା ବେଳେ ସେଥିରେ ଏବେ…
Read More...

ଦୁର୍ଗା ମାଧବ ମହଲା ଙ୍କୁ ଆଉ ଏକ ଗୁରୁଦାୟିତ୍ୱ…..

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୮ ଓ଼ଡିଶା ପ୍ରଦେଶ କଂରେସ ତରଫରୁ ଦୁର୍ଗା ମାଧବ ମହଲାଙ୍କୁ ସୋସିଆଲ ମିଡ଼ିଆର ରାଜ୍ୟସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଶ୍ରୀ ଦୁର୍ଗା ମାଧବ ମହଲା ଆଗରୁ ରାଜ୍ୟଛାତ୍ର କଂଗ୍ରେସ ର ସମ୍ପାଦକ, ଏବଂ ଖୋର୍ଦ୍ଧା ଜିଲ୍ଲା ର ରାଜୀବ ଗାନ୍ଧୀ ଛାତ୍ର ସଂଗଠନ…
Read More...

ଓଡିଶାର ଏକ ପ୍ରତିଭାବାନ ଯୁବ ନେତ୍ରୀ ଅର୍ପିତା ଅପରାଜିତାଙ୍କୁ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧକ୍ଷା ଦାୟିତ୍ୱ

* ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ଅର୍ପିତା ଅପରାଜିତା ବଡଜେନାଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ତେଜସ୍ୱୀ ସୂର୍ଯ୍ୟା ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଯୁବ…
Read More...

ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୭ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହିତ ଆଲୋଚନା କରିବା ସହ ନୂଆ ଜାତୀୟ ଶିକ୍ଷା…
Read More...

ପିସିସି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର ତା ୦୯/୦୭ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି Iଏହି ଉପଲକ୍ଷେ ସକାଳେ ଗୋପବନ୍ଧୁ ଛକ ସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ପିସିସି ସଭାପତି…
Read More...

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୭/୦୭ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି। ବିଶେଷ କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥର…
Read More...