
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବାLPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଡ଼ ସଫଳତାବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣାVTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ୧୨ ରାଶିର ବଡ଼ ଭବିଷ୍ୟବାଣୀଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ?ତୈଳ ବଜାର ହଳଚଳରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତିଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫପୁରୀ ବେଳାଭୂମିରେ “Fit India Carnival” ମାର୍ଚ୍ଚ 21ରୁ 3 ଦିନିଆ ବଡ଼ କାର୍ଯ୍ୟକ୍ରମଟୋକିଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ !ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁରରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍!ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳବିଜେଡିକୁ ବଡ଼ ଝଟକାରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ :ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

Monthly Archives
February 2021
ଭୁବନେଶ୍ୱର,ନିରପେକ୍ଷ ଖବର:୨୭/୦୨ ଭୁବନେଶ୍ୱର ଓକିଲ ସଂଘ ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ଦୁଇ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନ ଦିବସରେ ଉଦ୍ଘାଟକଭାବେ ଉଚ୍ଚନ୍ୟାୟାଳୟର ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲା ଦୌରାଜଜ୍…
କର୍କଟ ପୀଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୭/୦୨ ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ୍ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରେଡ୍ ସ୍ୱସ୍ତିକ ଓଡ଼ିଶା ଶାଖା…
ଓଡିଶା ମୋ ପରିବାରର ୫୦ ସ୍ୱେଚ୍ଛାସେବୀ ଦେଲେ ରକ୍ତ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୨:ଓଡିଶା ମୋ ପରିବାରର ୫୦ ଜଣ ସ୍ୱେଚ୍ଛାସେବୀ ଦେଲେ ରକ୍ତଦାନ। ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସହଯୋଗରେ ଏହି ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା। ୱାର୍ଡ଼ ନମ୍ବର-୧୭, ପଥରବନ୍ଧ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଭୁବନେଶ୍ୱର…
ରାଜଧାନୀରେ ଖୋଲିଲା କୁଚିନା ଷ୍ଟୋର
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୨ ଭୁବନେଶ୍ୱର,ବାପୁଜୀ ନଗର ଠାରେ ଭାରତର ଅଗ୍ରଣୀ ସଂସ୍ଥା କୁଚିନା କଂପାନୀ ପକ୍ଷରୁ ଗୋଟିଏ ବଡ଼ ଧରଣର ଷ୍ଟୋର ଖୋଲା ଯାଇଛି।ଏହି ଷ୍ଟୋରରେ ରୋଷେଇ ଘରର ସମସ୍ତ ଆବଶ୍ୟକତା ଥିବା ଜିନିଷ ପତ୍ର ଯଥା ଚିମ୍ନୀ, ଚୁଲା ଓ ରୋଷେଇ ଘରେ ବ୍ୟବହାର କରାଯାଉଥିବା ସମସ୍ତ…
ମହିଳାଙ୍କୁ ସଶକ୍ତିକରଣ କରିବ ସେବା ପ୍ରୟାସ ଫାଉଣ୍ଡେସନ
ଭୁବନେଶ୍ୱର, ନିରପେକ୍ଷ ଖବର:୨୬/୦୨: ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସେବା ପ୍ରୟାସ ଫାଉଣ୍ଡେସନ ଉଦ୍ୟମ ଆରମ୍ଭ କରିଛି। ଏନେଇ ରାଜଧାନୀରେ ଆୟୋଜନ ହେବ 'କାର ରାଲି' ଚତୁର୍ଥ ସଂସ୍କରଣ ମହିଳାମାନେ କାର ଚଲାଇ ସଡ଼କ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ଦେବେ। ସେବା ପ୍ରୟାସ ଫାଉଣ୍ଡେସନ୍…
ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ଓ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର,ନିରପେକ୍ଷ ଖବର ତା ୨୫.୦୨ - କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମହିଳା କଂଗ୍ରେସ ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ଅଭିନବ ଉପାୟରେ ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ…
ଆସନ୍ତା ୨୬ ତାରିଖ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ
ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୨ ସର୍ବ ଭାରତୀୟ ବ୍ୟବସାୟୀ ସଂଘ (CAIT) ର ଆହ୍ଯାନ ରେ ଆସନ୍ତା ତା ୨୬.୦୨.୨୦୨୧ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ। କାରଣ ସରକାରଙ୍କ କଠୋର ନିୟମ କୁ ବ୍ୟବସାୟୀ ସଂଘ ବିରୋଧ କରୁଛି। ଯାହା ବ୍ୟବସାୟିକ ଓ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର…
ରାଜ୍ୟ ରାଜନୀତିରେ ଆଉ ଏକ ଆଞ୍ଚଳିକ ଦଳ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨/୦୨/୨୦୨୧: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଆଉ ଏକ ଆଞ୍ଚଳିକ ଦଳର ଆବିର୍ଭାବ ହୋଇଛି। ରାଜ୍ୟରେ ପାଦ ଥାପିଛି ନବଭାରତ ନିର୍ମାଣ ସେବା ପାର୍ଟି (ଏନ୍ ବି ଏନ୍ ଏସ୍ ପି )। ଏନେଇ ଭୁବନେଶ୍ୱରସ୍ଥିତ ସାମନ୍ତ୍ରାପୁର ଠାରେ…
ପରିବହନ କ୍ଷେତ୍ରରେ ନୂତନତା ଆଣିବାକୁ ଓଡ଼ିଶାରେ କିଙ୍ଗ୍ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଶୁଭାରମ୍ଭ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୨: ପରିବହନ କ୍ଷେତ୍ରରେ କିଛି ନୂତନତା ଆଣିବାକୁ ଓଡ଼ିଶାରେ ପ୍ରଥମ କରି କିଙ୍ଗ୍ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଉତ୍ପାଦକୁ ଷ୍ଟୋରେଜ୍ ରଖିବାକୁ ଯୋଜନା ହୋଇଥିବା ଏହି ଲଜିଷ୍ଟିକ୍ ପାର୍କରେ ଗ୍ରେଡ଼୍ ଏ ୱେୟାର୍ ହାଉସ୍, ଶୀତଳ…
ଭୁବନେଶ୍ୱରରେ ଏବେ ହରିଓମ୍ ଆଗ୍ରୋଟେକ୍….
ଭୁବନେଶ୍ୱର,ନିରପେକ୍ଷ ଖବର: (୨୨/୦୨) ଟେକ୍ସମୋ ପମ୍ପ ପକ୍ଷରୁ ନୂଆ ଏକ ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ହରିଓମ୍ ଆଗ୍ରୋଟେକ୍ କୁ ପ୍ରଦାନ କରାଯାଇଛି। ଏହି ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଖୋଲା ଯାଇଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଟେକ୍ସମୋ ପମ୍ପର ସମସ୍ତ ଜିନିଷ ଗୋଟିଏ…
ଓଡ଼ିଶାକୁ ଆସିଲା ନୂଆ ଟାଟା ସଫାରୀ
ଭୁବନେଶ୍ୱର, ନିରପେକ୍ଷଖବର:(୨୨/୦୨): ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରବେଶ କଲା ନୂଆ ଟାଟା ସଫାରୀ। ଟାଟା ମୋଟର୍ସ ପକ୍ଷରୁ ସାମନ୍ତରାପୁରସ୍ଥିତ ଡିଅନ ଅଟୋମୋଟିଭ ସୋରୁରେ ନୂଆ ଟାଟା ସଫାରୀ ଉନ୍ମୋଚନ ହୋଇଯାଇଛି। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ…
ଭୂବନେଶ୍ୱରରେ ପହଂଚିଲା ଶହୀଦ ଶଶାଙ୍କ ଶେଖର ସାମଲଙ୍କ ପାର୍ଥୀବ ଶରୀର
ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୧/୦୨: ଓଡିଆ ଯବାନ ଶଶାଙ୍କ ଶେଖର ସାମଲ ଲଦ୍ଦାଖଠାରେ ସ୍ଥଳସେନାରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମନିବାସୀ ଶହୀଦ ସାମଲଙ୍କ ପାର୍ଥୀବ ଶରୀର ଆଜି ବିମାନ ଯୋଗେ ଭୂବନେଶ୍ୱରଠାରେ ପହଂଚିବା ପରେ…
ଆସିଲା ନୂଆ ପାଥୋଲାବ “କ୍ୟୁରୋସିଓ”
ଭୁବନେଶ୍ୱର, ନିରପେକ୍ଷ ଖବର:(୨୧/୨): ଆଚାର୍ଯ୍ୟବିହାର ନିକଟରେ #Dr LaLଙ୍କ ପାଥୋଲାବର ଏକ ଶାଖା ଆଜି ଉଦଘାଟନ ହୋଇଛି। ଯାହାର ନାମ ' କ୍ୟୁରୋସିଓ' ରହିଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ନେହାଂଶୁ ପାଲ କହିଲେ, ରାଜଧାନୀରେ ରହୁଥିବା ବୟସ୍କ ରୋଗୀମାନଙ୍କୁ ଏହି ପାଥୋଲାବରେ…
ଉନ୍ମୋଚନ ହେଲା ଗୀତ ”ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର”
ଭୁବନେଶ୍ୱର, ନିରପେକ୍ଷ ଖବର: (୨୧/୦୨): ସଙ୍ଗୀତଜ୍ଞ ଜ୍ୟୋତିର୍ମୟୀଙ୍କ ଜନ୍ମଦିନ ଅବସରରେ ଉନ୍ମୋଚିତ ହୋଇଯାଇଛି ଗୀତ 'ଫଗୁଣରେ ଫଗୁଣ'। ଏହି ଗୀତରେ ଜ୍ୟୋତିର୍ମୟୀ ନାୟକ ନିଜେ କଣ୍ଠ ଦାନ କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ କଳିଙ୍ଗ ଯୁବ ସେନା ପରିବାରର ସାମାଜିକ କାର୍ଯ୍ୟକର୍ତାଙ୍କୁ…
AAO NXTର ଓଟିଟି ଲୋକାର୍ପିତ
AAO TV ର ନୂଆ ଅବତାର AAO NXT, Next to Best
ଭୁବନେଶ୍ୱର, ନିରପେକ୍ଷଖବର:୧୯/୨: କାଲି,ଆଜି ଓ ଆସନ୍ତାକାଲି ସମୟ ସହିତ ତାଳଦେଇ ଆଗେଇ ଚାଲିଛି AAO TV। ଏବେ ଏହି ଟିଭିର ନାମ ପରିପର୍ତ୍ତନ ହୋଇ AAO NXT ନାଁରେ ଆବିର୍ଭାବ ହୋଇଛି। ଦର୍ଶକଙ୍କ ଅକୁଂଣ୍ଠ ଭଲ ପାଇବା AAO NEXTକୁ ଏକ…
ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
* ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ
* ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ତୈଳ ଦର ଯୁକ୍ତିଯୁକ୍ତ ହେବା ଉଚିତ୍
* ପୂର୍ବରୁ ହେଉଥିବା ତୈଳ ଉତ୍ପାଦନର ପରିମାଣରେ ବର୍ତମାନ ହ୍ରାସ ପାଇଛି…
ଆସନ୍ତାକାଲି ବିଧାନସଭା ଅଧିବେଶନରେ ରାଜ୍ୟର ବିଭିନ୍ନ ସମସ୍ୟା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ…
ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୭/୦୨: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନରେ ମଣ୍ଡିରୁ ଧାନ ନଉଠିବା, ମାହାଙ୍ଗା କ୍ୱାଡ୍ରପଲ ମର୍ଡର ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ପିଏମ ଆବାସ ଘୋଟାଲା ମୁଖ୍ୟ ପ୍ରସଙ୍ଗ ହେବ । ଏହା ସହ ରାଜ୍ୟରେ ମହିଳା ସୁରକ୍ଷା, ବେରୋଜଗାର,…
ତାମିଲନାଡୁରେ ୩୨,୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଲୋକାର୍ପିତ ମହତ୍ୱକାଂକ୍ଷୀ ପ୍ରକଳ୍ପ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳି କରିବ ଧର୍ମେନ୍ଦ୍ର ପ୍ରଧାନ
ମୁକ୍ତାକାଶ ପାଠାଗାରରେ ସରସ୍ୱତୀ ପୂଜା
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୬/୦୨ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୂଲ୍ୟରେ ମହାତ୍ମା ଗାନ୍ଧି ମାର୍ଗ ରାଜାଛକ ସ୍ଥିତ ମୁକ୍ତାକାଶ ପାଠାଗାରରେ ବାଗ୍ଦେବୀ ମା''ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଅନୁଷ୍ଠିତ…
ବୁଣାକାର ପରିବାରର ମହିଳାଙ୍କୁ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ସହାୟତା ପ୍ରଦାନ
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଟେକ୍ ମହେନ୍ଦ୍ରା ଫାଉଣ୍ଡେସନ୍ ସହଯୋଗରେ କୋଭିଡ୍ - ୧୯ ମହାମାରୀ ସମୟରେ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦିଆଯାଇଛି । ଆଠଗଡ଼ ନିକଟସ୍ଥ ମାଣିଆବନ୍ଧ ଗ୍ରାମରେ ଥିବା ବୁଣାକାର ପରିବାରର ୫୦୦ ମହିଳାଙ୍କୁ ସହାୟତା…
