Blank space
Blank space
Breaking News/ମୁଖ୍ୟ ଖବର:
ବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ
Blank space

ଆସନ୍ତା ୨୬ ତାରିଖ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ

ବ୍ୟବସାୟ ବନ୍ଦ ରଖି ସରକାରଙ୍କୁ ବିରୋଧ ପ୍ରତିବାଦ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୨ ସର୍ବ ଭାରତୀୟ ବ୍ୟବସାୟୀ ସଂଘ (CAIT) ର ଆହ୍ଯାନ ରେ ଆସନ୍ତା ତା ୨୬.୦୨.୨୦୨୧ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ। କାରଣ ସରକାରଙ୍କ କଠୋର ନିୟମ କୁ ବ୍ୟବସାୟୀ ସଂଘ ବିରୋଧ କରୁଛି। ଯାହା ବ୍ୟବସାୟିକ ଓ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ଦଣ୍ଡ ସଦୃଶ୍ୟ। ତେଣୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି।ସରକାରଙ୍କ କଠୋର ନିୟମ ସବୁ :
୧—- ଜୁଲାଇ ୧ ତାରିଖ ୨୦୧୭ ମସିହା ଦିନ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବାକର ଆଇନ ( G.S.T. ) କୁ ପ୍ରବର୍ତ୍ତନ କଲେ। କିନ୍ତୁ ଆଜିର ଦିନରେ ଦ୍ରବ୍ୟ ଏବଂ ସେବାକର ଆଇନ ( G.S.T. ) କୁ ସରକାର ନିଜର ତଥା ନିଜ କର୍ମଚାରୀ ଙ୍କ ସୁବିଧା ସକାଶେ ପ୍ରାୟ ୯୫୦ ଥରରୁ ଅଧିକା ଥର ପରିବର୍ତ୍ତନ କରି ଏହାର ମୂଳ ସ୍ୱରୂପ କୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଏହା ଏକ ବ୍ୟବସାୟୀ ତଥା ଜନସାଧାରଣ ବିରୋଧି ଆଇନ ରେ ପରିଣତ କରିଛନ୍ତି, ଦ୍ରବ୍ୟ ଏବଂ ସେବାକର ଆଇନ ( G.S.T. ) ଅଧୀନରେ ଯଦି ଜଣେ ପଞ୍ଜୀକୃତ ବ୍ୟବସାୟୀ ଅନ୍ୟ ଜଣେ ପଞ୍ଜୀକୃତ ବ୍ୟବସାୟୀ ଙ୍କୁ ବସ୍ତୁ କିମ୍ବା ସେବା ଯୋଗାଇବା ବେଳେ ସେହି ବସ୍ତୁ କିମ୍ବା ସେବା ର ମୂଲ୍ୟ ଉପରେ ଧାର୍ଯ୍ୟ ହୋଇଥିବା ଟିକସ ନେଇଥାନ୍ତି କିନ୍ତୁ ଯଦି ଉକ୍ତ ଟିକସକୁ ଠିକ୍ ସମୟରେ ସରକାରଙ୍କ ପାଖରେ ପୈଠ ନ କରନ୍ତି ତେବେ ଦ୍ରବ୍ୟ କିମ୍ବା ସେବା ଗ୍ରହଣ କରିଥିବା ବ୍ୟବସାୟୀଙ୍କୁ ସେ ଦେଇଥିବା ଟିକସର ଇନ୍ ପୁଟ ମିଳେନାହିଁ ଏବଂ ସେହି ବ୍ୟବସାୟୀ ଙ୍କୁ ଦୁଇଥର ଟିକସ ଦେବାକୁ ପଡିଥାଏ ଯାହାକି ବ୍ୟବସାୟୀ ଙ୍କ ପ୍ରତି ଏକ ଆର୍ଥିକ ଦଣ୍ଡ ଏବଂ ଅନ୍ୟାୟ।
୨— ସେହିପରି ଅନଲାଇନ ବ୍ୟବସାୟ ଉପରେ ଆଜି ପର୍ଯ୍ୟନ୍ତ ସରକାର କୌଣସି ନିର୍ଦ୍ଧିଷ୍ଟ ଆଇନ ପ୍ରବର୍ତ୍ତନ କରିନାହାନ୍ତି। ଯାହାଦ୍ବାରା ଅନଲାଇନ କମ୍ପାନୀ ମାନେ ଅଫ ଲାଇନ ବ୍ୟବସାୟୀ ଙ୍କ ବ୍ୟବସାୟ ବନ୍ଦ କରିବା ପାଈଁ ନାନା ପ୍ରକାର ଚକ୍ରାନ୍ତ କରି ଗ୍ରାହକ ମାନଙ୍କୁ ଭ୍ରମିତ କରୁଛନ୍ତି।
୩— ଖାଦ୍ୟ ନିରାପତ୍ତା ମାନ ଆଇନ ( F S S A I ) ଆଇନରେ ପ୍ରତ୍ୟେକ ବର୍ଷ ନୂତନ ଭାବେ ଅନୁମତି ନେବା ଏବଂ ନିର୍ଦ୍ଧିଷ୍ଟ ତାରିଖରୁ ବିଳମ୍ବ ହେଲେ ପ୍ରତ୍ୟେକ ଦିନ ଟ୧୦୦.୦୦ ଜୋରିମାନା।

Mo sapath

Leave A Reply

Your email address will not be published.