Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଶ୍ୱ ରୋଟାରୀ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩/୦୨ ବିଶ୍ୱ ରୋଟାରୀ ଦିବସ ଫ୍ରେବୁଆରି ୨୩ ତାରିଖ । ଏହି ଉପଲକ୍ଷେ ଭୁବନେଶ୍ୱରର ସମସ୍ତ ରୋଟାରୀ କ୍ଲବ ତରଫରୁ ବିଶ୍ୱ ରୋଟାରୀ ଦିବସ ସଚେତନତା ପଦଯାତ୍ରା ଓ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସକାଳ ଆଠଟାରୁ ରାମମନ୍ଦିର ଛକରୁ ପ୍ରାୟ ପାଞ୍ଚ ଶହ ରୋଟାରୀ କ୍ଲବ ମେମ୍ବର ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ୟୁନିଟ ୯ ସ୍ଥିତ ରୋଟାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା l ପୂର୍ବତନ ଡିଷ୍ଟ୍ରିକ୍ ଗଭର୍ନର ଅଜୟ ଅଗ୍ରୱାଲ ପତାକା ଦେଖାଇ ପଦଯାତ୍ରା କୁ ଆରମ୍ଭ କରିଥିଲେ l ସେଠାରୁ ପଦଯାତ୍ରା ରେ ଆସି ରୋଟାରୀ ଭବନ ଠାରେ ସମ୍ମିଳିତ ହେବl ପରେ ଏକ ମେଗା ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା l ଡିଷ୍ଟ୍ରିକ୍ତ ଗଭର୍ନରଙ୍କ ପ୍ରତିନିଧି ଯଜ୍ଞଶିଶ ମହାପାତ୍ର ଓ ମନୋଜ ତ୍ରିପାଠୀ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ଡିସଟ୍ରିକ୍ଟ ଗଭାର୍ନାରପ୍ରଭୁଦତ୍ତ ସୁବୁଦ୍ଧି, ଉପସ୍ଥିତ ଥିଲେ l ପୂର୍ବତନ ଡିସଟ୍ରିକ୍ଟ ଗଭର୍ନର ଶିବବ୍ରତ ଦାସ,ଦେବାଶିଷ ମିଶ୍ର ଆଦି କାର୍ଯ୍ୟକ୍ରମ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ତ ଦାସ, ପୁଣ୍ୟାଶ୍ଳୋକ ମହାନ୍ତି, ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ଭୁବନେଶ୍ୱରର ସମସ୍ତ ରୋଟାରୀ କ୍ଲବର ସଭାପତି ଶ୍ରୀଚନ୍ଦନ ମିଶ୍ର, ସଂଜିତ ଜେନା, ବିମ୍ବାଧର ବେହେରା, ସୁଚିତ୍ରା ସାହୁ, ଚିଦାତ୍ମିକl ଖଟୁଆ, ନିହାରିକା ମିଶ୍ର, ଚୁମକି ଘୋସାଲ, ରେଣୁକା ମିଶ୍ର, ସୂର୍ଯ୍ୟ ନାରାୟଣ ସାହୁ, ମାନିନ୍ଦର ପାଣିଗ୍ରାହୀ, ରାଜେନ୍ଦ୍ର ଦାସ, ଧିରେନ ଦାସ, ଶାନ୍ତନୁ ମହାପାତ୍ର, ହରଗୋପାଳ ପାତ୍ର,…. ଆଦି ଉପସ୍ଥିତ ରହି ରକ୍ତଦାନ ଶିବିର କୁ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ରକ୍ତଦାନ ଶିବିରରେ ୭୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିଲା l ଶ୍ରୀଚନ୍ଦନ ମିଶ୍ର, ପୁଣ୍ୟାଶ୍ଳୋକ ମହାନ୍ତି ଓ ସଂଜିତ ଜେନା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l

Mo sapath

Leave A Reply

Your email address will not be published.