Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଖୋଲିଲା ଆଭୂଷଣ ଜ୍ବେଲର୍ସ

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୭/୦୧ ସ୍ଥିତ ସତ୍ୟ ନଗର ଫୋରମ୍ ମାର୍ଟ ଠାରେ ଆଭୂଷଣ ଫ୍ୟାସନ୍ ଜ୍ୱେଲର୍ସ କୁ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶିବାନୀ ସଙ୍ଗୀତା ଓ ଅଭିନେତା ସୁଜିତ୍ ପାଇକରାୟ ରିବନ୍ କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅବସରରେ ଓଲିଉଡ ଇଣ୍ଡଷ୍ଟ୍ରିର କଳାକାର   ଅଭିନେତ୍ରୀ ପୁନମ ମିଶ୍ର, ଅନନ୍ୟା ମିଶ୍ର ଅଭିନେତା ପାର୍ଥସାରଥୀ, ପ୍ରଯୋଜକ ପ୍ରିତମ ସାହୁ ଓ ଶ୍ରୀଧର ମାର୍ଥା ପ୍ରମୁଖ ଯୋଗଦେଇ ଆଭୂଷଣ ଫ୍ୟାସନ୍ ଜ୍ୱେଲର୍ସ ଭୁବନେଶ୍ୱର ବାସୀଙ୍କର ସୁନାଗହଣା ଚାହିଦାକୁ ପୂରଣ କରିପାରିବ ବୋଲି ଆଶା ପ୍ରକଟ କରିଥିଲେ ।

ଏହି ଫ୍ୟାସନ୍ ଜ୍ୱେଲର୍ସ ରେ ଗୋଡ଼ ଠୁ ମୁଣ୍ଡ ଯାଏଁ ସମସ୍ତ ଅଳଙ୍କାର ସୁଲଭ ମୂଲ୍ୟରେ ମିଳିବ ବୋଲି
ମ୍ୟାନେଜିଙ୍ଗ ପାର୍ଟନର ରାଜେଶ୍ ପଟ୍ଟନାୟକ ଓ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି ।
ୱାନ୍ ଗ୍ରାମ ଗୋଲ୍ଡ ଉପରେ ଛଅ ମାସର ଗ୍ୟାରେଣ୍ଟି ଥିଲାବେଳେ କୌଣସି ପ୍ରକାରର ଅଭିଯୋଗ ଆସିଲେ ତୁରନ୍ତ ସେହି ଗୋଲ୍ଡ କୁ ବଦଳାଇ ନୂଆ ସେହି ମୂଲ୍ୟର ନୂଆ  ସାମଗ୍ରୀ ନେଇପାରିବେ ବୋଲି ଆଭୁଷଣ ତରଫରୁ ସୂଚନା ଦିଆଯାଇଛି।

Mo sapath

Leave A Reply

Your email address will not be published.