Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡି

ବୁନୁଙ୍କୁ ପୁଣି ଝଟକା, ବିଜେପିରେ ପୂର୍ବତନ କର୍ପୋରେଟର ପ୍ରଣବ

0

ଭୁବନେଶ୍ବର, ନିରପେକ୍ଷ ଖବର: ତା  ୧୨,୦୫…ନିର୍ବାନଚନ ଯେତ୍କି ପାଖେଇ ଆସୁଚି ମଧ୍ୟ ନିର୍ବାଚନ ମଣ୍ଡଳୀର ରାଜନୀତିସେତିକି ରୋଚକ ହେବାରେ ଲାଗିଚି ା ଦିନକୁ ଦିନ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥଙ୍କ ଶକ୍ତି ବଢ଼ିବାରେ ଲାଗିଥିବା ବେବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଲାଗୁଚି ଝଟକା ପରେ ଝଟକା ା କିଛିଦିନ ତଳେ ୨ ଜଣ ପୂର୍ବତନ କର୍ପୋରୋଟର ଉମାନାଥ ମିଶ୍ର ଓ ପ୍ରଣବ କିଶୋର ସ୍ବାଇଁ ବିଜେଡିରୁ ଇସ୍ଥଫା ଦେଇଥିଲେ ା ରବିବାର ସେ ଦୁଇଜଣଙ୍କ ଭିତରୁ ୪୬ ନଂ ଓ୍ବାର୍ଡର ପୂର୍ବତନ କର୍ପୋରେଟର

ପ୍ରଣବ କିଶୋର ସ୍ୱାଇଁ ଓରଫ ବାଦଲ ଶତାଧିକ ସମର୍ଥକଙ୍କ ସହ ଭୁବନେଶ୍ୱର ସାଂସଦ ପାର୍ଥିନି ଅପରାଜିତା ଷଡ଼ଙ୍ଗୀ ଓ ଜନନ୍ନାଥଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ା ୟୟୁନିଟ୍ ୬ ତନକ ଦୁର୍ଗା ମନ୍ଦିରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଅପରାଜିତା ଓ ଜଗନ୍ନାଥ ବାଦଲଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପନ୍ଧାଇ ଦଳରେ ସ୍ବାଗତ କରିଥିଲେ ା ଏହି ଅବସରରେ ଜଗନ୍ନାଥ କହିଛନ୍ତି ବାଦଲବାବୁ ଜଣେ ଦୃଢ଼ ସଙ୍ଗଠକ ଭାବେ ରାଜଧାନୀରେ ପରିଚିତ ସେ ଦଳରେ ମିଶିବା ଦ୍ବାରା ମଧ୍ୟରେ ବିଜେପି ତୃଣମୁଳ ସ୍ତରରେ ମଜବୁତ ହେବ ା ତାଙ୍କର ରାଜନୈତୀକ ଜୀବନର ଲମ୍ବା ଅନୁଭବ ଆମକୁ ମାର୍ଗଦର୍ଶନ ଦେବ ବେଲି ଜଗନ୍ନାଥ କହିଛନ୍ତି ା

Mo sapath

Leave A Reply

Your email address will not be published.