Blank space
Blank space
Breaking News/ମୁଖ୍ୟ ଖବର:
କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ଗୁରୁ ଶବ୍ଦର କଳଙ୍କ……

ବାରିପଦା(ନିରପେକ୍ଷ ଖବର)ତା-୩/ଡ଼ିସେମ୍ବର/୨୦୧୯-ଗୁରୁ ନାମକ ଶବ୍ଦରେ ପୁଣି ଲାଗିଲା କଳଙ୍କ।ସାରଙ୍କ ପାଖକୁ ଟିଉସନ ପଢିବାକୁ ଆସି ଅସଦାଚରଣ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଏଭଳି ଏକ ସଙ୍ଗୀନ ଘଟଣା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ସାମ୍ନାକୁ ଆସିଛି। ନାବାଳିକା…

ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ

ଭୁବନେଶ୍ୱର,ନିରପେକ୍ଷ ଖବର: ୦୩.୧୨ – ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ…

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷଙ୍କ ମୟୁରଭଞ୍ଜ ଗସ୍ତ।

ବାରିପଦା(ନିରପେକ୍ଷ ଖବର)ତା-୦୩/ଡ଼ିସେମ୍ବର/୨୦୧୯-ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀନିବାସ ଘଟିଥିବା ଅଧ୍ୟାପିକା ଆତ୍ମହତ୍ୟା ଘଟଣା।ଏହା ପ୍ରକୃତରେ ଆତ୍ମହତ୍ୟା କିମ୍ବା ଷଡଯନ୍ତ୍ର ଜନିତ ହତ୍ୟା ତାହାର ଗୁମର ଏବେ ଯାଏ ଖୋଲି ନଥିବା ବେଳେ ଆଜି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ଡ. ମିନତୀ…

ଦାବି ପୂରଣ ହେବା ଆଗରୁ ଧାରଣା ସ୍ଥଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଭୁବନେଶ୍ୱର(ନିରପେକ୍ଷ ଖବର)ତା-୩/ଡ଼ିସେମ୍ବର/୨୦୧୯- ନିଜରହକ୍‌ ପାଇଁ ଲଢ଼େଇ କରୁ କରୁ ଚାଲିଗଲା ଜୀବନ। ଧାରଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା।ମୃତାହତ ହେଇଥିବା ଶିକ୍ଷକ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲାର ନିରଞ୍ଜନ ବାରିକ୍‌। ରାଜ୍ୟରେ ଦୀର୍ଘ ଦିନ ହେବ ଶିକ୍ଷକମାନେ ବିଭିନ୍ନ ଆନ୍ଦୋଳନ…

ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର,ନିରପେକ୍ଷଖବର:ତା ୦୩/୧୨/୨୦୧୯ରିଖ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ସୁବର୍ଣ୍ଣପୁର ଜିଲ୍ଲା ଅଚାନକ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେ ଜିଲ୍ଲାର ମାନପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇ ସେଠାରେ ଛାତ୍ରଛାତ୍ରୀମାନଙ୍କ ସହ…

ଡ଼ିଏମୟୁ ଟ୍ରେନ ରେ ଲାଗିଲା ନିଆଁ…..

ବାରିପଦା(ନିରପେକ୍ଷ ଖବର)-ତା-୩/ଡ଼ିସେମ୍ବର/୨୦୧୯-ବାଙ୍ଗିରିପୋଷିରୁ ବାଲେଶ୍ୱର ଅଭିମୁଖେ ଯିବାକୁ ଥିବା ଡ଼ିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅପରାହ୍ନ ୧:୧୦ ରେ ଛାଡିବା ପରିବର୍ତ୍ତେ ବାଙ୍ଗିରିପୋଷିରେ ଅଟକି ରହିଛି। ଡ଼ିଏମୟୁ ଟ୍ରେନ ରେ ଯିବାକୁ ଥିବା ଯାତ୍ରୀମାନେ ଘଣ୍ଟା…

ରାଜ୍ୟସ୍ତରୀୟ ଶିଶୁଯତ୍ନ ଅନୁଷ୍ଠାନ ସମୁହ ଖେଳକୁଦ “ହୈାସଲା -୨୦୧୯” ଉଦ୍ଯାପିତ

ଭୁବନେଶ୍ୱର,ନିରପେକ୍ଷ ଖବର:୦୨.୧୨.୨୦୧୯; ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନେ ମଧ୍ୟ କିଛି କମ୍ ନୁହନ୍ତି, ସରକାରଙ୍କ ଦ୍ୱାରା ନିଆଯାଇଥିବା ବିବିଧ ପଦକ୍ଷେପର ଫଳ ସ୍ୱରୂପ ସେମାନେ ଆଜି କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିଦ କରିଛନ୍ତି ବୋଲି ଆଜି ହୈାସଲା – ୨୦୧୯ର…

ବାଚସ୍ପତିଙ୍କ ସହ କେନ୍ଦ୍ର ଲଳିତକଳା ଏକାଡେମୀ ବିଦ୍ୟାର୍ଥୀଙ୍କ ସୌଜନ୍ୟସାକ୍ଷାତ …

ଭୁବନେଶ୍ୱର,ନିରପେକ୍ଷ ଖବର: ତା. ୦୨/୧୨/୨୦୧୯ ଲଳିତ କଳା ଏକାଡେମୀ, ନୂଆଦିଲ୍ଲୀର ଭୁବନେଶ୍ୱରଠାରେ ଥିବା ଆଞ୍ଚଳିକ କେନ୍ଦ୍ରରେ ରିସର୍ଚ୍ଚ ସ୍କୋଲାର ଭାବରେ ଯୋଗଦେଇଥିବା ୫ ଜଣ ଛାତ୍ରଛାତ୍ରୀ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟ…

ବିଶ୍ୱ ଏଡ୍ସ ଦିବସରେ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୦୨,୧୨,୨୦୧୯ ଆଜି ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ବ୍ଲାଇଣ୍ଡ ଆସୋସେସନ ହଲରେ ବିଜୁ ଛାତ୍ର ଜନତା ଦଳ, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ପ୍ରତାପସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି “ଜୀବନ ବିନ୍ଦୁ”…

ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି…

ବାରିପଦା(ନିରପେକ୍ଷ ଖବର)ତା-୦୨/୧୧-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ଗତକାଲି ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ଝାରପୋଖରିଆ ଆଇ ଆଇ ସିଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଗତ ଅକ୍ଟୋବର ୩୦ ତାରିଖରେ ଅଧ୍ୟାପିକା ଜଣଙ୍କ…

ଦ୍ୱିତୀୟ ଦିନରେ ଝାଡଖଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ….

ଝାଡଖଣ୍ଡ,ନିରପେକ୍ଷ ଖବର,ତା:୦୧/୧୨ ହାରିବା ଭୟରେ ବିଜେପିର ପ୍ରତିପକ୍ଷ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି । ବନ୍ଧୁକ ଧରି ଜନଜାତିଙ୍କ ଅଧିକାରକୁ ଛଡାଇବା ପାଇଁ ଚାହୁଁଛନ୍ତି । ଏମାନେ ଜନଜାତିଙ୍କ ସେବା କରିବା ପାଇଁ କ୍ଷମତାକୁ…

‘ ବିଉଟି କେଫ୍ ଏବଂ ଭ୍ରାମ୍ୟମାଣ ବିଉଟି’ ଉଦ୍ଘାଟିତ

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୦୧/୧୨  ଭାରତର ପ୍ରଥମ ସାଲୁନ ଏବଂ କେଫ୍ , ଓଡିଶାର ପ୍ରଥମ ଭ୍ରାମ୍ୟମାଣ ମୋବାଇଲ ବିଉଟି ଭୁବନେଶ୍ୱର ଇମ୍ଫୋସିଟ ଛକ ନିକଟରେ ପ୍ଲାଜା ଇମ୍ଫସିଟି ଠାରେ ବିଶେଷ ଆଡମ୍ବର ସହକାରେ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଏବଂ ଭୁବନେଶ୍ୱର…

ଅଭିଯୋଗ କାର୍ଯ୍ୟକ୍ଷମ ନହବାରୁ ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ।

ବାରିପଦା(ନିରପେକ୍ଷ ଖବର)ତା-୧/ଡ଼ିସେମ୍ବର/୨୦୧୯-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହେବାପରେ କାର୍ଯ୍ୟାନୁଷ୍ଠାନ। ଝାରପୋଖରିଆ IIC ଶରତ ମହାଳିକଙ୍କୁ SP ଅଫିସକୁ ବଦଳି ସହିତ କେସର ତଦନ୍ତକାରି ଅଫିସର ପ୍ରଶାନ୍ତ ସ୍ବାଇଁକୁ ସସପେଣ୍ଡ କଲେ ଜିଲ୍ଲା…

ବୟନିକାର ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’ଉନ୍ମୋଚିତ

ଭୁବନେଶ୍ୱର,ନିରପେକ୍ଷ ଖବର: ତା୩୦/୧୧ ଆଜି ଅପରାହ୍ନରେ ବୟନ ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ବୟନିକାର ଏକ ସ୍ୱୟଂଚାଳିତ ପ୍ରଣାଳୀ “ବୟନସ୍ପର୍ଶ’’କୁ ଉନ୍ମୋଚିତ କରିଥିଲେ । ଏହି ବୈଷୟିକ ପ୍ରଣାଳୀ ‘ଗଅପି-ଓଅକ୍ତଅ‘ ଉପନରେ ଆଧାରିତ ଏବଂ ହସ୍ତତନ୍ତ,…

୩୮,୪୨୭ କୋଟି ଟଙ୍କାର ହିସାବ ଗାଏବ, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଦେଲେନାହିଁ, ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା. ୩୦/୧୧: ସଦ୍ୟ ଉପସ୍ଥାପିତ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟସରକାରଙ୍କ ଅର୍ଥନୀତିର କୌଣସି ଦିଗନାହିଁ ଓ କେନ୍ଦ୍ର ସରକାରଙ୍କର ଅନୁଦାନକୁ ବାଟମାରଣା କରାଯାଇଛି ।…

ଜଳ ସଂପଦ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା- ୨୯.୧୧.୨୦୧୯ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ସକାଳେ ଅଚାନକ ଖୋର୍ଦ୍ଧା ଗସ୍ତ କରି ଜିଲ୍ଲା କ୍ଷୁଦ୍ର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ସେଠାରେ ପହଁଚି…

ମୟୂରଭଞ୍ଜ ପ୍ରେସକ୍ଲବର ପୁର୍ନଗଠନ ଓ ନୂତନ କର୍ମକର୍ତ୍ତା ଚୟନ।

ବାରିପଦା (ନିରପେକ୍ଷ ଖବର) ତା ୨୯/୧୧/୨୦୧୯- ଆଜି ମୟୂରଭଞ୍ଜ ପ୍ରେସକ୍ଲବର ଏକ ବୈଠକ ବାରିପଦା ଷ୍ଟାଡିୟମ ସଭାଗୃହରେ କ୍ଲବର ସମ୍ପାଦକ ସତ୍ୟଜିତ ସୋମଙ୍କ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି ମାନେ ଯୋଗଦେଇ ପୂର୍ବରୁ ଗଠିତ ହୋଇ…

ରାଜ୍ୟ ସରକାର ଜନସମସ୍ୟାର ସାମ୍ନା ନକରି ବଦନାମ ହେବା ଭୟରେ ବିଧାନସଭାକୁ ବନ୍ଦ କରିଦେଲେ :ବିଜେପି

ଭୁବନେଶ୍ୱର,ନିରପେକ୍ଷ କବର:,ତା.୨୯/୧୧: ବିଧାନସଭାର ଶୀତ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆଗଲା । ରାଜ୍ୟରେ ଅନେକ ସମସ୍ୟା ଥିବା ସତ୍ୱେ ହଠାତ୍ ବିଧାନସଭାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟବାସୀଙ୍କୁ ଧୋକ୍କା । ଶାସକ ଦଳ ରାଜ୍ୟବାସୀଙ୍କ…

ମନ୍ତ୍ରୀ ଓ ତାଙ୍କ ମହିଳା ଅତିଥିଙ୍କର ହେଟୋଲ୍ ତାଜ କ୍ରିୀଷ୍ଣାରେ ରହଣି ବ୍ୟବସ୍ଥା କେଉଁ ସଂସ୍ଥା କରିଥିଲା ଖୋଲିଲା ନୂଆ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯.୧୧ – ଗତକାଲି ବିଧାନସଭାରେ କଂଗ୍ରେସ ଦଳର ବିଧାୟକମାନେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଘଟଣାବଳୀର ସତ୍ୟତା ଜାଣିବା ପାଇଁ ଉଦ୍ବେଗ ପ୍ରକାଶ କରିବା ସହିତ ମାନ୍ୟବର ବାଚସ୍ପତି ମହୋଦୟଙ୍କ ପାଖରୁ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ…

ପିଆରଏମ୍ ହସ୍ପିଟାଲରେ ପୁଣି ଚିକିତ୍ସା ଅଭାବରୁ ରୋଗୀ ମୃତ

ବାରିପଦା(ନିରପେକ୍ଷ ଖବର): ତା-୨୯/୧୧/୨୦୧୯: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ପୁଣି ରୋଗୀ ମୃତ୍ୟୁ। ଡାକ୍ତରଙ୍କ ବିରୁଦ୍ଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ। ମୃତ ଶବକୁ ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣାରେ…

Latest Videos