Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଓବିସି କମିଶନ ଗଠନ କରିବାରେ ଚାଲାକି ଧରାପଡ଼ିଗଲା

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୩.୨ – ରାଜ୍ୟ ସରକାର ସନ୍ଧ୍ୟାବେଳେ ଅତି ତରବରିଆ ଭାବରେ ଓବିସି ଗଠନ କରି ଯେଉଁ ବା ବା ନେବାକୁ ବସିଛନ୍ତି ତାହା ଆଜି ଧରାପଡ଼ିଯାଇଛି । ୨୦୦୬ ମସିହାରୁ ଏ ରାଜ୍ୟ ସରକାର ଓବିସି କମିଶନକୁ ଅଚଳ କରି ରଖିଥିଲେ ।

Advertising:
Blank space

୨୦୧୧ ମସିହାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ଓବିସି କମିଶନ ଗଠନ କରିବାପାଇଁ ୬ମାସ ସମୟ ଦେଇଥିଲେ କିନ୍ତୁ ଏହା ଭିତରେ ୯ବର୍ଷ ବିତିଗଳାଣି ବିଚରାଳୟର ନିର୍ଦ୍ଦେଶକୁ ଖୁଲମଖୋଲା ଅବମାନନା କରିଚାଲିଛନ୍ତି ବୋଲି ଗତମାସ ୧୩ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଶ୍ରୀ ସତ୍ୟପ୍ରକାଶ ନାୟକ ଏହାର ଖୁଲାସା କରିଥିଲେ । ପ୍ରଶ୍ନ ପଚାରିବାର ପାଖାପାଖି ମାସେ ପରେ ତରବରିଆ ଭାବରେ କିପରି ଓବିସି କମିଶନ ସଂଧ୍ୟାବେଳେ ଗଠନ କଲେ ଏ ପ୍ରଶ୍ନ ପ୍ରଦେଶ କଂଗ୍ରେସ ସିଧାସଳଖ ଶ୍ରୀ ନାୟକ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ଆରଏସ୍‌ର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଏବଂ କେନ୍ଦ୍ରର ବିଜେପି ସରକାର ଦଳିତ, ଅର୍ଥନୈତିକ ପଛୁଆବର୍ଗ ମାନଙ୍କର ଚାକିରି କ୍ଷେତ୍ରରେ ଯେଉଁ ସାମ୍ବିଧାନିକ ଅଧିକାର ଥିଲା ତାକୁ ଚକ୍ରାନ୍ତ କରି ବନ୍ଦକରି ଦେଲେ । ଖୋଦ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଜନଗଣନା ସମୟରେ ଦଳିତ, ପଛୁଆବର୍ଗ, ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗଙ୍କର ଏକ ସ୍ୱତନ୍ତ୍ର ଗଣନା ପାଇଁ ଅନୁରୋଧ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ସିଧାସଳଖ ମନା କରିଦେଲେ । ରାଜ୍ୟ କଂଗ୍ରେସର ଚାପ ଯୋଗୁଁ ଅନ୍ୟ ଉପାୟ ନପାଇ ଗତକାଲି ସନ୍ଧ୍ୟାବେଳେ କମିଶନ ଗଠନ କରିବାକୁ ବାଧ୍ୟ ହେଲେ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଏସରକାର ଏ ପଛୁଆ ବର୍ଗ ଦଳିତ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଦୀର୍ଘ ୧୪ବର୍ଷ ଧରି ଠକି ଚାଲିଥିଲେ । ଏ ସରକାର ଖାଲି ରାଜ୍ୟବାସୀଙ୍କୁ ଖାଲି ଭୂଆଁ ବୁଲାଇନାହାନ୍ତି ନ୍ୟାୟଳୟକୁ ମଧ୍ୟ ଠକିଚାଲିଥିଲେ । ଏ ଠକ ସରକାରଙ୍କୁ ପ୍ରଦେଶ କଂଗ୍ରେସ ଅତି କଡ଼ାଭାଷାରେ ସମାଲୋଚନା କରିବା ହେତୁ ରାଜ୍ୟ ସରକାର ନାଚାର ହୋଇ ଏ କମିଶନ ଗଠନ କରିବାକୁ ବାଧ୍ୟ ହେଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ମଲ୍ଲିକ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଦୀପକ ମହାପାତ୍ର, ଅମିତା ବିଶ୍ୱାଳ, ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.