Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବାରିପଦା ରେଞ୍ଜରୁ ହାତୀ ଦାନ୍ତ ଉଦ୍ଧାର

0

ବାରିପଦା୧୩/୨(ନିରପେକ୍ଷ ଖବର): ବାରିପଦା ଜଙ୍ଗଲ ରେଞ୍ଜ ଅଧିନରେ ଯାଉଥିବା ଟିଟିଆ ଛକ ଠାରେ ସାଧାରଣ ଗାଡିଚେକିଂ ସମୟରେ ଓଡି ୧୧ ୫୨୮୦ ନମ୍ବର ର ଏକ ଅଟୋ ରୁ ଦୁଇଟି ହାତୀ ଦାନ୍ତ ଉଦ୍ଧାର ହେବା ସହିତ ୫ ଜଣ ଯୁବକ ଗିରଫ ହୋଇଛନ୍ତି। ବାରିପଦା ଜଙ୍ଗଲ ରେଞ୍ଜ ଅଫିସ୍ ହାଜତରେ ତାକୁ ରଖାଯାଇଛି । ଅଭିଯୁକ୍ତମାନେ ହେଲେ ଦେବେନ୍ଦ୍ର ନାଥ ମହାଳିକ, ଜଗନ୍ନାଥ ସିଂ, ପଙ୍କଜ କୁମର ମଝାଳିକ, ସୁସାନ୍ତ ସିଂ ଓ ବିନୁ ସିଂଙ୍କ ଘର ଉଦଳା ଥାନା ଅନ୍ତର୍ଗତ ଉପରତାଳଡ଼ିହା ଠାରେ ସମସ୍ତଙ୍କ ଘର। ହାତୀ ଦାନ୍ତର ଲମ୍ବ ୩୮ ସେଣ୍ଟିମିଟିରେ ଓ ୪୫ ସେଣ୍ଟିମିଟର ,ଓଜନ ଗୋଟିଏ ୬୦୦ ଗ୍ରାମ ଓ ଅନ୍ୟଟିର ୭୦୦ ଗ୍ରାମ ବୋଲି ଜଣାପଡ଼ିଛି । ହାତୀମାନଙ୍କୁ ବୟସ ଆନୁମାନିକ ୧୦ରୁ ୧୫ ବର୍ଷ ହେବ ବୋଲି ଫରେଷ୍ଟ ରେଞ୍ଜ ଅଫିସର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି ।

Advertising:
Mo sapath

Leave A Reply

Your email address will not be published.