Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବାରିପଦାରେ ଧରା ପଡିଲା ନକଲି ତେଲ କାରବାର।

0

ବାରିପଦା(ନିରପେକ୍ଷ ଖବର)ତା-୧୩/୦୨-ବାରିପଦା ସହର ଭିତରେ ଚାଲିଛି ଚୋରା ତେଲ କାରବାର। ନକଲି ତେଲ ବିକ୍ରି କରୁଥିବା ବେଳେ ଜଣେ ଅଭିଯୁକ୍ତ ବ୍ୟବସାୟୀକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତ ପାଖରୁ ଦୁଇ ଲିଟର ନକଲି ସୋରିଷ ତେଲ ଜବତ କରାଯାଇଛି।

Advertising:
Blank space

ଏଥିସହିତ ବ୍ୟବସାୟୀ ଅଶୋକ କୁମାର ସାହୁ ଙ୍କୁ ବାରିପଦା ଟାଉନ ପୁଲିସ ପକ୍ଷରୁ ଅଟକ ରଖାଯାଇଛି। ସୂଚନା ମୁତାବକ ବୁଧୁବାର ରାତି ୧୦:୩୦ ସମୟରେ ବାରିପଦା ସହର ମଧ୍ୟ ଭାଗରେ ଥିବା ଗାନ୍ଧୀ ମାର୍କେଟରେ ନକଲି ସୋରିଷ ତେଲ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ଦୋକାନ ଉପରେ ଅତର୍କିତ ଚଢ଼ାଉ କରି ୨ ଲିଟର ତେଲ ଜବତ କରିବା ସହ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ।ବାରିପଦା ଟାଉନ ଥାନାରେ ଏନେଇ କେସ ନମ୍ବର ୮୧/୨୦୨୦ ରେ ଅଭିଯୋଗ ରୁଜୁ ହୋଇଛି।ଏଥି ସହିତ ଜବତ ତେଲ କୁ ପରୀକ୍ଷା ପାଇଁ ଲେବିରୋଟାରୀ କୁ ପଠାଯାଇଛି ବୋଲି ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି।

Mo sapath

Leave A Reply

Your email address will not be published.