Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ବାରିପଦାରେ ପଲସର ଆତଙ୍କ …

ବାରିପଦା ୦୨/୦୩-(ନିରପେକ୍ଷ ଖବର): ସହରରେ କଳା ପଲସର ଆତଙ୍କ । ସନ୍ଧ୍ୟା ୬ଟା ବେଳେ ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଲୁଟର ଶିକାର ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ର ସୁଲଚନା ନାଏକ ।ସୋମବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଏକ ବନ୍ଧନ ବ୍ୟାଙ୍କରୁ ୮୦ ହଜାର…
Read More...

ଡେଡ଼ ଲାଇନ ଶେଷ ହେଲା ପରେ କଟିଲା ଫାଇନ।

ବାରିପଦା(ନିରପେକ୍ଷ ଖବର)ତା-୦୨/୦୩- ସରକାର ଙ୍କ ପକ୍ଷରୁ କିଛି ମାସ ପାଇଁ କୋହଳ ହୋଇଥିବା ମୋଟର ଯାନ ଆଇନର ଡେଡ଼ ଲାଇନ ଶେଷ ହୋଇଛି।ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ କରିବାକୁ ନିୟମ କାନୁନ କୁ କଡ଼ାକଡ଼ି କରି ପାଳନ କରିବା ଯାଞ୍ଚ ଆରମ୍ଭ ହୋଇଯାଇଛି। ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧,…
Read More...

ଜେଲ୍ ରେ ବିଚାରାଧିନ କଏଦୀର ମୃତ୍ୟୁ…

ବାରିପଦା(ନିରପେକ୍ଷ ଖବର)ତା-୦୧/୦୩/୨୦୨୦-ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାର ର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ…
Read More...

ବିଦ୍ୟୁତ୍ କର୍ମଚାରୀଙ୍କର ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ।

ବାରିପଦା(ନିରପେକ୍ଷ ଖବର)ତା-୨୭/୦୨-ନେସ୍କାବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ବାରିପଦା ରଘୁନାଥପୁର ଠାରେ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିଲା। ସଂଘର ସହସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତିକୃଷ୍ଣ ବେହେରା ସହିତ ସଂଘର ସାଧାରଣ ସମ୍ପାଦକ…
Read More...

ଚୋରକୁ କଙ୍ଗାରୁ କୋର୍ଟରେ ଶାସ୍ତି

ବାରିପଦା(ନିରପେକ୍ଷ ଖବର)ତା-୨୭/୦୨/୨୦୨୦- ଛେଳି ଚୋରି କରିବା ମହଙ୍ଗା ପଡିଲା ଯୁବକକୁ। କଙ୍ଗାରୁ କୋର୍ଟରେ ଶାସ୍ତି ଦେଲେ ଗ୍ରାମବାସୀ। ଏଭଳି ଭୟଙ୍କର ଚିତ୍ର ବା କଙ୍ଗାରୁ କୋର୍ଟ କହୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବିଧାନସଭା ଅଧୀନରେ ଥିବା ଚାନ୍ଦୁଆ…
Read More...

ସରକାର ମୋତେ ରୋଜଗାର ଦିଅ….

ବାରିପଦା(ନିରପେକ୍ଷ ଖବର)ତା-୨୩/୦୨/୨୦୨୦-ଏବେ ରାଜ୍ୟରେ ଦିନକୁଦିନ ବେକାରୀ ସମସ୍ୟା ଉତ୍କୋଟ ରୂପ ଧାରଣ କରିଲାଣି।ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଏଥିପ୍ରତି ଦୃଷ୍ଟି ନଦେବାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି।ଦିନକୁ ଦିନ ରାଜ୍ୟରେ କଳକାରଖାନ ଲୋପ ପାଉଥିବା ବେଳେ…
Read More...

ଠକେଇ ଏମିତି ବି ହୁଏ, ଜାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ…

ବାରିପଦା(ନିରପେକ୍ଷ ଖବର)ତା-୨୨/୦୨/୨୦୨୦- ସାଧାରଣତଃ ବିଭିନ୍ନ ସମୟରେ ଅନେକ କମ୍ପାନୀ ଓ ସେମାନଙ୍କର କର୍ମଚାରୀମାନଙ୍କ ଦ୍ବାରା ଗ୍ରାହକମାନେ ଠକାମିରେ ଶିକାର ହୋଇଥାଆନ୍ତି। ହେଲେ ଗତ ୧୭ ତାରିଖରେ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଦେବ।…
Read More...

ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସର ଉନ୍ମତ କାଣ୍ଡ।

ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦-ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସଙ୍କର ଉନ୍ମତ କାଣ୍ଡ । ଏହି ଭଳି ଘଟଣା ଦେଖିବାକୁ ମିଲିଛି ମୟୁରଭଂଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ଯାତ୍ରାରେ ।ଏହି ଅଞ୍ଚଳରେ ଏହା ଏକ ବଡ଼ ପର୍ବ ହୋଇଥିବାରୁ ହିଙ୍ଗୁଳା ଯାତ୍ରାରେ ମା" ଙ୍କ ଦର୍ଶନ ଓ…
Read More...

ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ।

ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦- ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ଘଟିଛି । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ…
Read More...

ବାରିପଦା ରେଞ୍ଜରୁ ହାତୀ ଦାନ୍ତ ଉଦ୍ଧାର

ବାରିପଦା୧୩/୨(ନିରପେକ୍ଷ ଖବର): ବାରିପଦା ଜଙ୍ଗଲ ରେଞ୍ଜ ଅଧିନରେ ଯାଉଥିବା ଟିଟିଆ ଛକ ଠାରେ ସାଧାରଣ ଗାଡିଚେକିଂ ସମୟରେ ଓଡି ୧୧ ୫୨୮୦ ନମ୍ବର ର ଏକ ଅଟୋ ରୁ ଦୁଇଟି ହାତୀ ଦାନ୍ତ ଉଦ୍ଧାର ହେବା ସହିତ ୫ ଜଣ ଯୁବକ ଗିରଫ ହୋଇଛନ୍ତି। ବାରିପଦା ଜଙ୍ଗଲ ରେଞ୍ଜ ଅଫିସ୍ ହାଜତରେ ତାକୁ ରଖାଯାଇଛି ।…
Read More...

ବାରିପଦାରେ ଧରା ପଡିଲା ନକଲି ତେଲ କାରବାର।

ବାରିପଦା(ନିରପେକ୍ଷ ଖବର)ତା-୧୩/୦୨-ବାରିପଦା ସହର ଭିତରେ ଚାଲିଛି ଚୋରା ତେଲ କାରବାର। ନକଲି ତେଲ ବିକ୍ରି କରୁଥିବା ବେଳେ ଜଣେ ଅଭିଯୁକ୍ତ ବ୍ୟବସାୟୀକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତ ପାଖରୁ ଦୁଇ ଲିଟର ନକଲି ସୋରିଷ ତେଲ ଜବତ କରାଯାଇଛି। ଏଥିସହିତ ବ୍ୟବସାୟୀ…
Read More...

ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା…

ମଦ ବେପାରୀକୁ ସୁରକ୍ଷା ଦେଉଛି ପୁଲିସ୍... ଭଦ୍ରକ,ତିହିଡି, (ନିରପେକ୍ଷଖବର ),୦୧,୦୨,୨୦୨୦: ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା। ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଂଶବାଗ ଗାଁରେ ଏଭଳି ଘଟଣା ଦେଖିବାକୁ…
Read More...

ସ୍କୁଲ୍ ଛାତ୍ରଙ୍କ କାଠ ବୋହାଇବା ଭିଡିଓ ଭାଇରାଲ ।

ବାରିପଦା(ନିରପେକ୍ଷ ଖବର)ତା-୨୯/ଜାନୁଆରୀ/୨୦୨୦-ସରକାରଙ୍କ ନିର୍ଦ୍ଧେଶକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ସର୍ବଶିକ୍ଷା ଅଭିଯାନକୁ ଦଳିମକଚି ଦେଉଛନ୍ତି। ବିଦ୍ୟାଳୟରେ ପାଠ ପଢ଼ା ବ୍ୟତୀତ ଅନ୍ୟ କୋୖଣସି କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ ନ କରାଇବା ପାଇଁ ଗଣ ଶିକ୍ଷା ରୋକଠୋକ ମନା ବି…
Read More...

ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ…

* ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମଓୟୁ ସ୍ୱାକ୍ଷରିତ ... * ଦ୍ୱିପାକ୍ଷିକ ଋଣନୈତିକ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ବୃହତ ବଡ ଯୋଜନା ପ୍ରସ୍ତୁତ ହେଉଛି ...  * ଏମଓୟୁ ଦ୍ୱାରା ଦେଶରେ ଇଥାନଲର ଉତ୍ପାଦନରେ ଅଭିବୃଦ୍ଧି ହେବ ... * ଆଇଓସିଏଲ ଏବଂ ବ୍ରାଜିଲର…
Read More...

ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ

ଶିଶୁକୁ ନିଜେ ମା ଅକ୍ସଞ୍ଜେନ ଦେଉଥିବା ଭିଡ଼ିଓ ଭାଇରାଲ। ବାରିପଦା(ନିରପେକ୍ଷ ଖବର)ତା-୨୫/୦୧/୨୦୨୦-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା। ଜିଲ୍ଲାବାସୀଙ୍କ ସବୁ ଦୁଃଖ ଲାଘବ ହେଲା ଭଳି ଲାଗୁଥିଲା। ହେଲେ ଲୋକଙ୍କର ଦୁଃଖ ଦୂର…
Read More...

ଶିକ୍ଷକଙ୍କୁ ଛାତ୍ର ମାଲିସ କରୁଥିବାର ଭିଡିଓ ଭାଇରାଲ୍ ।

ବାରିପଦା(ନିରପେକ୍ଷ ଖବର)ତା-୨୪/୦୧-ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମାଲିସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।ତେବେ ଉକ୍ତ ଭିଡ଼ିଓଟି ଦୁଇଦିନ ପୂର୍ବରୁ ଭାଇରଲ ହେବା ପରେ ବିଦ୍ୟାଳୟ, ଗ୍ରାମବାସୀ ଓ ଅବିଭାବକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଏହି ସୋସିଆଲ…
Read More...

ତିହିଡି ବ୍ଲକ୍ ରେ ଭୟାନକ ଅଗ୍ନିକାଣ୍ଡ…

ଭଦ୍ରକ,ତିହିଡି (ନିରପେକ୍ଷ ଖବର)୧୭/୧: ତିହିଡି ବ୍ଲକ ଅନ୍ତର୍ଗତ ସୟା ଗ୍ରାମପଞ୍ଚାୟତର ବାଉଁଶବାଗ ଗାଁରେ ଭୟାନକ ଅଗ୍ନିକାଣ୍ଡ ଘଟିଛି. ୪ ବଖରା ଘର ସହ ୨ ଗାଈ ଜଳିପୋଡି ପାଉଁଶ ହୋଇଯାଇଛି.. ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିଆଁରେ ପଞ୍ଚାନନ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।

ବାରିପଦା(ନିରପେକ୍ଷ ଖବର)ତା୧୬/୦୧/୨୦୨୦-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।ଦିବଲୋକ ରେ ବିଚ ରାସ୍ତାରେ ଚୁରା ମାଡ କଲେ ଯୁବକ।ଯାହା ଫଳରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରି ବସି ରହିଛନ୍ତି।ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟ ର ଟ୍ରକ ବସ ସବୁ ଅଟକି ରହିଛି।ସ୍ଥାନୀୟ ଲୋକଙ୍କ…
Read More...

ନାଗରିକ ସଂଶୋଧନ ଆଇନ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା…

ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୧: ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି ଜନସଚେତନା ମାଧ୍ୟମରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସାଧାରଣ ନାଗରିକଙ୍କୁ…
Read More...