Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଜଣାନ୍ତୁ ଆଜି ଅପଣଙ୍କ ଦିନଟି କିପରି କଟିବ

0

ଭୁବନେଶ୍ୱର,ନିରପେକ୍ଷ ଖବର:ରବିବାର ୧୮/୦୫/୨୦
*ଜାଣନ୍ତୁ ଅପଣଙ୍କ ରାଶି ଫଳ*

ମେଷ: କଳହଠାରୁ ଦୂରେଇ ରହିବାକୁ ପଡ଼ିବ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । କାର୍ଯ୍ୟ ବିଳମ୍ବିତ ହୋଇପାରେ । କେବଳ ଭାଗ ବ୍ୟବସାୟରେ ଲାଭବାନ ହେବେ । ସ୍ୱାଭିମାନୀ ହେବେ । ସତର୍କରେ ଚଳିବାକୁ ପଡ଼ିବ ।
ବୃଷ: ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି । ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହେବ । ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ । ଆକସ୍ମିକ ଭାବେ ଧନଲାଭ ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ ।
ମିଥୁନ: ଧନଲାଭର ଅପୂର୍ବ ସୁଯୋଗ ଅଛି । ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଧନଲାଭ ହେବାର ସୂଚନା ମିଳୁଛି । ସମ୍ମାନିତ ହେବେ । ସୁଖମୟ ଜୀବନ ଯାପନ କରିବେ ।
କର୍କଟ: ଲୋଭଗ୍ରସ୍ତ ହୋଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସୁକର୍ମ କରି ଆତ୍ମ ତୃପ୍ତି ଲାଭ କରିବେ । ପାରିବାରିକ ସୁଖ ଅବ୍ୟାହତ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ ।
ସିଂହ: ପାରିବାରିକ ଅଶାନ୍ତି ଦେଖାଦେଇ ପାରେ । ଧୈର୍ଯ୍ୟର ସହ ମୁକାବିଲା କରିବାକୁ ପଡ଼ିବ । କୃଷିକ୍ଷେତ୍ର ଉପରେ ଗୁରୁତ୍ୱ ଦେଇପାରନ୍ତି । ଯାନବାହନଜନିତ ସୁଖ ମିଳିପାରେ । ପରିବେଶକୁ ସ୍ୱଚ୍ଛ ରଖି ସୁଖ ଅନୁଭବ କରିବେ ।
କନ୍ୟା: ବିଭିନ୍ନ ଦିଗରୁ ଲାଭବାନ ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିବେ । କାର୍ଯ୍ୟର ବୈଶିଷ୍ଟ୍ୟ ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବେ । ସମ୍ବର୍ଦ୍ଧିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ତୁଳା: ମନଇଚ୍ଛା କିଛି ନକରି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଲେ ସୁଫଳ ମିଳିବ । କର୍ମ ତତ୍ପରତା ପ୍ରକାଶ ପାଇବ । ଆୟ ବୃଦ୍ଧିର ସୁଯୋଗ ଅଛି । ଭାଗ୍ୟବାନ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଧନଯୁକ୍ତ ହେବେ ।
ବିଛା: ଆଜି ଦିନଟିରେ ଆପଣ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆୟ ବୃଦ୍ଧିର ସୁଯୋଗ ଜୁଟିଛି । ବନ୍ଧୁ ସହାୟତାରୁ ଲାଭବାନ ହେବେ । ଶାରୀରିକ କଷ୍ଟ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ ।
ଧନୁ: ଆୟ ବୃଦ୍ଧିର ସୂଚନା ମିଳୁଛି । ସାମୟିକ ଭାବେ କିଛି ସମୟ ପାଇଁ ଅଟକି ଯାଇପାରନ୍ତି । ପରିଶ୍ରମ ମୂଲ୍ୟ ମିଳିବ । ମଧୁରଭାଷୀ ହେବେ । ପରିବାରଙ୍କ ଉପରେ ବଡ଼ ଦାୟିତ୍ଵ ନ୍ୟସ୍ତ କରିବେ । ଶତ୍ରୁନାଶ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ତେଜୀୟାନ ହେବେ ।
ମକର: ନୂତନ କର୍ମ ପାଇଁ ନିଯକ୍ତି ମିଳିପାରେ । ଆୟ ଆଶାନୁରୂପ ହୋଇପାରେ । ସରକାରୀସ୍ତରରୁ ଲାଭ ଉଠାଇ ପାରନ୍ତି । ସତ୍ କର୍ମ କରିବେ । ଲୋକପ୍ରିୟତା ବୃଦ୍ଧି ହେବ । କୃତଜ୍ଞ ହେବେ । କାର୍ଯ୍ୟର ସଫଳତା ମିଳିବ ।
କୁମ୍ଭ: ଶ୍ରମର ମୂଲ୍ୟାଙ୍କନ ହେବ କିନ୍ତୁ ଆଜି ଶାରୀରିକ ଓ ମାନସିକ କଷ୍ଟ ଅନୁଭବ କରିବେ । ଉନ୍ନତି ହେବାର ସୂଚନା ମିଳୁଛି । ବିଭାଗୀୟ ସ୍ତରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ବାଣିଜ୍ୟରେ ପ୍ରଭୂତ ଧନର ଅଧିକାରୀ ହେବେ । ଯଶସ୍ୱୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି ।
ମୀନ: ଏଣିକି ନିର୍ଭୟରେ କାର୍ଯ୍ୟ କରି ଚାଲିବେ । ଶ୍ରମ ବହୁଳ ହୋଇପାରେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ କିନ୍ତୁ ଦାମ୍ପତ୍ୟ ଜୀବନ ଟି ସୁଖପ୍ରଦ ହେବ ନାହିଁ

Mo sapath

Leave A Reply

Your email address will not be published.