ସାମାଜିକ ସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱର Debabrat Mohanty May 14, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪/୦୫ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସାମାଜିକ ସୁବିଧାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ୍ ସହ ପେନସନ ବ୍ୟବସ୍ଥା କାର୍ଯ୍ୟକରୀ କରିବାକୁ ବିଭିନ୍ନ ମହଳରୁ ଦାବି ଉଠିଛି। …