ରାଜନୀତି ଓଡ଼ିଶାବାସୀଙ୍କ ଭଲପାଇବା ଓ ସ୍ନେହଶ୍ରଦ୍ଧା ଦିଲ୍ଲୀରୁ ଓଡ଼ିଶା ଫେରାଇ ଆଣିଛି:ଅପରାଜିତା Alok Lenka Dec 2, 2018 0 ଓଡ଼ିଶାକୁ ଆଦର୍ଶ ଓ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ‘ୱାନ୍ ଟିମ୍ ୱାନ୍ ଡ୍ରିମ୍’ ମନୋଭାବ ନେଇ କାମ କରିବାକୁ ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଆହ୍ୱାନ ଦେଇଛନ୍ତି। ଆଇଏଏସ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ବିଜେପି…