Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଫୋନି ବାତ୍ୟା ସଚେତନ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ବିଜେପି କର୍ଯ୍ୟକର୍ତା…

ଭୁବନେଶ୍ୱର:ନିରପେକ୍ଷ ଖବର,୦୨/୦୫: ଓଡିଶାରେ ସମ୍ଭାବ୍ୟ ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତାମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ନିଜ ନିଜ ଅଂଚଳର କାର୍ଯ୍ୟକର୍ତାମାନେ ସଜାଗ ରହି ଲୋକଙ୍କୁ ସର୍ତକ କରାଇବେ । ସହ…

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଛି :ଫୋନି 

ନିରପେକ୍ଷ ଖବର: ଭୁବନେଶ୍ୱର,୦୨-୦୫-୨୦୧୯ ସାମୁଦ୍ରିକ ବାତ୍ୟା ‘‘ଫୋନୀର ବେଗ ବଢ଼ିଥିବାରୁ ଏହା କାଲି ଉପରବେଳା ପରିବର୍ତ୍ତେ କାଲି ସକାଳ ପ୍ରାୟ ୧୦ ଟା ବେଳେ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ତେଣୁ ସକାଳୁ କେହି ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ଦୋକାନ, ବଜାର,…

ଆସନ୍ତାକାଲି ଗୁରୁଦାସପୁର ପାଇଁ ନାମାଙ୍କନ ଭରିବେ ସନ୍ନି ଦେଓଲ :ବିଜେପି

ନିରପେକ୍ଷ ଖବର:୨୮/୦୪/୨୦୧୯:ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗଦେଇଛନ୍ତି ଓ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏ ସାକ୍ଷାତ ବିଷୟରେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସନି ଦେଓଲ ଜଣେ ଦେଶପ୍ରେମୀ ମଣିଷ କହିଛନ୍ତି ମୋଦି ।…

ମହାରଥୀଙ୍କ ଜାମିନ ମଞ୍ଜୁର୍….

ଭୁବନେଶ୍ୱର, ନିରପେକ୍ଷ ଖବର:୨୭/୦୪/୨୦୧୯ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସର୍ତ୍ତ ମୁଳକ ଜାମିନ ମଞ୍ଜୁର କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ।ସାକ୍ଷୀ ମାନଙ୍କୁ ଧମକେଇବେନି ଓ ପୋଲିସକୁ ସହଯୋଗ କରିବେ।୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ…

ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ :ଏପ୍ରିଲ୍ ୩୦ ରେ ଦଣ୍ଡାଦେଷ ଦେବେ…

ସୁରତ୍, ନିରପେକ୍ଷ ଖବର:୨୬/୦୪/୨୦୧୯ ଆଜୀବନ କାରାଦଣ୍ଡ କାଟୁଥିବା ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇକୁ ସାଧ୍ୱୀଙ୍କ ବଳାତ୍କାର ମାମଲାରେ ସୁରତ୍ ସେସନ୍ କୋର୍ଟ ତରଫରୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଏବେ ଅପ୍ରେଲ୍ ୩୦ ତାରିଖରେ ନାରାୟଣ ସାଇକୁ ସଜା ଶୁଣାଇବେ ।ନାରାୟଣ ସାଇଙ୍କ…

ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ଖାରଜ କରିବା ପାଇଁ ଦାବିକଲା ବିଜେଡି…

ନିରପେକ୍ଷ ଖବର ,ଭବନେଶ୍ୱର:୨୫/୦୪/୨୦୧୯ : ଇମ୍ଫା କମ୍ପାନୀକୁ ନେଇ ବିଜେଡ଼ି ଟାର୍ଗେଟରେ ଏବେ କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡ଼ି କହିଛି, ବୈଜୟନ୍ତ ପଣ୍ଡା ବାରମ୍ବାର କହି ଆସୁଛନ୍ତି ଇମ୍ଫା ସହିତ ମୋର କୌଣସି ସମ୍ପର୍କ ନାହିଁ । ବ୍ୟବସାୟିକ କାର୍ଯ୍ୟକଳାପରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମେଗା ରୋଡସୋ..

ବାଲେଶ୍ଵର,ନିରପେକ୍ଷ ଖବର:ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳିର ବାଲେଶ୍ୱର ସଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମେଗା ରୋଡସୋ । ରୋଡସୋ କରିବା ସହ ପ୍ରଚାରକୁ ଜୋରଦାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁଣି ଥରେ ଏସୀୟ ଆଥଲେଟିକରେ ଚମକିଛନ୍ତି ଓଡିଆ ଦୂତୀ ଚାନ୍ଦ…

ନିରପେକ୍ଷ ଖବର:୨୫/୦୪/୨୦୧୯:ପୁଣି ଥରେ ଏସୀୟ ଆଥଲେଟିକରେ ଚମକିଛନ୍ତି ଓଡିଆ ଦୂତୀ ଚାନ୍ଦ । ଦୋହାରେ ଚାଲିଥିବା ଏସୀୟ ଆଥଲେଟିକ ଚାମ୍ପିଅନସିପରେ ୨୦୦ ମିଟରରେ ଦୂତୀଙ୍କୁ ମିଳିଛି କାଂସ୍ୟ ପଦକ । ୨୦୦ ମିଟର ଅତିକ୍ରମ କରିବାକୁ ସେ ନେଇଥିଲେ ୨୩.୨୪ ସେକେଣ୍ଡ ସମୟ । ପୂର୍ବରୁ ୧୦୦ ମିଟର ଦୌଡରେ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ କଲେ ବାଲେଶ୍ୱରରୁ ବାରିପଦା ରୋଡ ସୋ’

ବାଲେଶ୍ବର ନିରପେକ୍ଷ ଖବର:୨୪/୦୪/୨୦୧୯ ,ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଆଉ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା ପାଇଁ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ଏକ ବିଶାଳ ରୋଡ୍ ସୋ ଜରିଆରେ ବାଲେଶ୍ୱରରୁ…

ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ …

ପିପିଲି:ନିରପେକ୍ଷ ଖବର:୨୨/୦୪/୨୦୧୯ ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ ।ପୁଲିସ୍‌ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।ଗିରଫ ନେଇ ପୁରୀ ଏସପି…

ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା…

କଲମ୍ବୋ: ନିରପେକ୍ଷ ଖବର: ପବିତ୍ର ଇଷ୍ଟର ଉପଲକ୍ଷେ ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା । ଦେଶର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘଟିଛି 8ଟି ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ କରାଯାଇଛି ଟାର୍ଗେଟ । ଘଟଣାରେ ୧୫୮ ଜଣଙ୍କ ମୃତ୍ୟୁ…

୨୩ରେ ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ …..

ଭୁବନେଶ୍ୱର ନିରପେକ୍ଷ ଖବର, ତା.୧୮/୦୪: ଆସନ୍ତା ଏପ୍ରିଲ ୨୩ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୨୩ ତାରିଖ ଦିନ ୧୦ଟାରେ କେନ୍ଦ୍ରାପଡା ଠାରେ ପହଂଚି ବିଜୟ ସଂକଳ୍ପ  ସମାବେଶରେ ଉଦବୋଧନ ଦେବେ  ଓ ପରେ ସେହିପରି  ଶ୍ରୀ ମୋଦି ମଧ୍ୟାହ୍ନ…

ଭୁବନେଶ୍ୱରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୧୧/୦୪: ପୁଣିଥରେ ଚଳିତ ମାସ ଏପ୍ରିଲ ୧୬ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ବିଜୟ ସଂକଳ୍ପ…

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି…

ଭୁବନେଶ୍ୱର ନିରପେକ୍ଷ ଖବର , ୨୮ ମାର୍ଚ୍ଚ, ୨୦୧୯ ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୪୨ ଗୋଟି ବିଧାନସଭା ଓ ୬ଗୋଟି ଲୋକସଭା ଆସନ ପାଇଁ ଆଜି ବିଜ୍ଞାପ୍ତି ପ୍ରକାଶ ପାଇଛି । ଆଜି ପ୍ରଥମ ଦିନରେ ଲୋକସଭା ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାବେଳେ ୬୩-ଆଠମଲ୍ଲିକ,…

ରିଲିଜ ହେଲା ନିର୍ବାଚନୀ ଭିଡିଓ,ପୋଷ୍ଟର ଏବଂ ପ୍ରଚାର ଗାଡ଼ି…

ଭୁବନେଶ୍ୱର ନିରପେକ୍ଷ ଖବର, ତା.୨୮/୦୩: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାର ଗାଡି, ନିର୍ବାଚନୀ ପ୍ରଚାର ସଂଗୀତ ଏବଂ ନିର୍ବାଚନୀ ପୋଷ୍ଟର ଶୁଭାରମ୍ଭ ହୋଇଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ସଂଗୀତର ଅଡିଓ ଓ ଭିଡିଓ ସିଡି, ପୋଷ୍ଟର ରିଲିଜ ସହ ପ୍ରଚାର ଗାଡିର…

ବିଜେପିରେ ସାମିଲ ହେଲେ ସିନେ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ ଓ ଅଭିନେତା ଅଖିଳ ପଟ୍ଟନାୟକ…

ଭୂବନେଶ୍ୱର ନିରପେକ୍ଷ ଖବର, ତା.୨୮/୦୩: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମହାକାଳପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପଦ୍ମନାଭ ଚୌଧୁରୀ , ସିନେ ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସିନେ…

ବିଜେଡି ଛାତ୍ର ନେତା କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ନିରପେକ୍ଷ ଖବର:ତା ୨୭.୩ – ଆଜି ବିଜେଡି ଦଳର ଛାତ୍ର ନେତା ଭୁବନେଶ୍ୱର ଜୋନ୍ ଉପସଭାପତି ଶ୍ରୀ ଅଭିଷେକ ଖୁଂଟିଆ ତାଙ୍କର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଏହି ଉପଲକ୍ଷେ ଛାତ୍ରନେତା ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ…

ଓଡିଶାରେ ବିକାଶ ଆଣିବାକୁ ହେଲେ କେନ୍ଦ୍ର ଓ ରାଜ୍ୟରେ ଦରକାର ବିଜେପି ସରକାର :ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର ନିରପେକ୍ଷ ଖବର, ତା ୨୬/୦୩: ଦୀର୍ଘ ୧୯ ବର୍ଷ ବିଜେଡି ସରକାର ଓଡିଶାକୁ ପୂରା ବରବାଦ କରିଛି । ରାଜ୍ୟରେ କୁପୋଷଣ, ଶିଶୁ  ମୃତ୍ୟୁହାର, କୃଷକ ଆତ୍ମହତ୍ୟା, ମହିଳାଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି । ସୁଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଲୋକଙ୍କ ପାଖରେ ମୌଳିକ ସୁବିଧା…

ବିଜେପିରେ ଯୋଗ ଦେଲେ ଶ୍ରୀ ପରେଶ ଦେଓ…

ଭୁବନେଶ୍ୱର ନିରପେକ୍ଷ ଖବର, ତା.୨୬/୦୩: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଆଠ ମଲ୍ଲିକ ରାଜ ପରିବାରର ସଦସ୍ୟ ଶ୍ରୀ ପରେଶ ଦେଓ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ନେତୃତ୍ୱରେ…

Latest Videos