Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା…

0

କଲମ୍ବୋ: ନିରପେକ୍ଷ ଖବର: ପବିତ୍ର ଇଷ୍ଟର ଉପଲକ୍ଷେ ଶ୍ରୀଲଙ୍କାରେ ଘଟିଛି ବଡ ଧରଣର ଆତଙ୍କୀ ହମଲା । ଦେଶର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଘଟିଛି 8ଟି ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୩ଟି ଚର୍ଚ୍ଚ ଓ 3ଟି ପଞ୍ଚତାରକା ହୋଟେଲକୁ କରାଯାଇଛି ଟାର୍ଗେଟ । ଘଟଣାରେ ୧୫୮ ଜଣଙ୍କ ମୃତ୍ୟୁ ହେବାସହ ୪୦୦ ରୁ ଅଧିକ ଆହତ ହୋଇଛନ୍ତି ।ମୃତକଙ୍କ ମଧ୍ୟରୁ ୩୫ ଜଣ ବିଦେଶୀ ରହିଛନ୍ତି । ଏହି ସମସ୍ତ ଘଟଣା ପରେ ଶ୍ରୀଲଙ୍କା ସରକାର ଦେଶସାରା ସନ୍ଧ୍ୟା 6ଟାରୁ ସକାଳ 6ଟା ଯାଏଁ କର୍ଫ୍ୟୁ ଜାରି କରିଛନ୍ତି । କଲମ୍ବୋର ଏଥନୀ ଚର୍ଚ୍ଚ, ନୌଗୋଂବୋ ସ୍ଥିତ ସେବେଷ୍ଟିୟନ ଚର୍ଚ୍ଚ ଓ ବଟ୍ଟିକଲମ୍ବୋ ସ୍ଥିତ ଏକ ଚର୍ଚ୍ଚରେ ଏହି ବୋମା ବିସ୍ଫୋରଣ ଘଟିଛି । ଏହାଛଡା ହୋଟେଲ ଶାଙ୍ଗ୍ର-ଲା, ସିନାମୋନ ଗ୍ରାଣ୍ଡ ଓ କିଙ୍ଗ୍ସବରୀରେ ବିସ୍ଫୋରଣ ଘଟିଛି । ଏହି ପରିସ୍ଥିତିକୁ ଦେଖି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତତ୍କାଳ ରୋକ ଲଗାଯାଇଛି । ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହା ଆତ୍ମଘାତୀ ବିସ୍ଫୋରଣ ଥିଲା । ଅନ୍ୟପକ୍ଷେ ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହିଁ ।

Mo sapath

Leave A Reply

Your email address will not be published.