Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ :ଏପ୍ରିଲ୍ ୩୦ ରେ ଦଣ୍ଡାଦେଷ ଦେବେ ନ୍ୟାୟାଳୟ ।

0

ସୁରତ୍, ନିରପେକ୍ଷ ଖବର:୨୬/୦୪/୨୦୧୯ ଆଜୀବନ କାରାଦଣ୍ଡ କାଟୁଥିବା ଆସାରାମ୍ ବାପୁଙ୍କ ପୁଅ ନାରାୟଣ ସାଇକୁ ସାଧ୍ୱୀଙ୍କ ବଳାତ୍କାର ମାମଲାରେ ସୁରତ୍ ସେସନ୍ କୋର୍ଟ ତରଫରୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଏବେ ଅପ୍ରେଲ୍ ୩୦ ତାରିଖରେ ନାରାୟଣ ସାଇକୁ ସଜା ଶୁଣାଇବେ ।ନାରାୟଣ ସାଇଙ୍କ ବିପକ୍ଷରେ ସାଧ୍ୱୀ ବଳାତ୍କାର ମାମଲା ଦାଖଲ କରିଥିଲେ । ଆଜି ଅଦାଲତ ତରଫରୁ ଏହି ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ନାରାୟଣ ସାଇଙ୍କ ସମେତ ଆଉ ଦଶଜଣ ଅଭିଯୁକ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରେ ନାରାୟଣଙ୍କୁ ଛାଡିଦେଲେ ଆଉ ସବୁ ଜାମିନରେ ବାହାରେ ଅଛନ୍ତି । ସୁରତ୍ ର ଜଣେ ମହିଳା ନାରାୟଣ ସାଇଙ୍କ ଉପରେ ଦୁଷ୍କର୍ମ କରିବାର ଅଭିଯୋଗ ଲଗାଇଥି ଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ମହିଳା ଆଶାରାମଙ୍କ ଆଶ୍ରମରେ ଥିବା ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ । ଡିସେମ୍ବର ୨୦୧୩ ରେ ତାଙ୍କୁ ଲାଜପୋର ସେଣ୍ଟ୍ରାଲ୍ ଜେଲକୁ ପଠାଯାଇଥିଲା । ଆଶାରାମ୍ ମଧ୍ୟ ଏହି ଅଭିଯୋଗରେ ରାଜସ୍ଥାନ ଯୋଧପୁର ଜେଲରେ ବନ୍ଦି ଜୀବନ ଅତିବାହିତ କରୁଛନ୍ତିି । ଏହି ଘଟଣା ୫ ବର୍ଷ ତଳେ ଆଶାରାମଙ୍କ ଆଶ୍ରମରେ ଘଟିଥିଲା ।

Mo sapath

Leave A Reply

Your email address will not be published.