Blank space
Blank space
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି
Blank space
Browsing Category

ବ୍ୟବସାୟ

ଭୁବନେଶ୍ୱର ସ୍ୱସ୍ତି ପ୍ରିମୀୟମ ଠାରେ ଖୋଲିଲା ମେକ୍ ମାଇଁ ବିଉଟି

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୪ ଭୁବନେଶ୍ୱରର ସ୍ୱସ୍ତି ପ୍ରିମୀୟମ ଠାରେ ମେକ୍ ମାଇଁ ବିଉଟି ର ଉଦ୍ଘାଟନ ହୋଇଯାଇଛ।ଯେଉଁଥିରେ ମହିଳା ଓ ପୁରୁଷଙ୍କ ସୌନ୍ଦର୍ଯ୍ୟ କରଣ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ସେବା ଏବେ ଗୋଟିଏ ସ୍ଥାନରେ ମିଳିପାରିବ। ଏହି ସେଳୁନ୍ ସମ୍ପୂର୍ଣ୍ଣ ହାଇଜେନିକ୍ ସେବା…
Read More...

ଆନନ୍ଦ ଉତ୍ସାହର ସହ ଶେଷ ହେଲା ପ୍ରଥମ ଭର୍ଚୁଆଲ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧

ନୂଆଦିଲ୍ଲୀ,ଭୁବନେଶ୍ୱର, ନିରପେକ୍ଷ ଖବର ୨୮/୦୩: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ପ୍ରଥମର ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ଆଜି ସଫଳତାର ସହ ସମାପ୍ତ…
Read More...

ଜେଇଇ ମେନ୍ ରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ

ଭୁବନେଶ୍ୱର,ନିରପେକ୍ଷ ଖବର ତା:୦୯/୦୩ ଚଳିତବର୍ଷ ଜେଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନ୍‌ଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ବର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ ରଖି ଓଡ଼ିଶା ଟପର ହୋଇପାରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଙ୍ଗ୍…
Read More...

ଭୁବନେଶ୍ୱରରେ ଖୋଲିଲା ମମ ଆଣ୍ଡ ବେବି କେୟାର

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୧/୦୩ ଭୁବନେଶ୍ୱରର ଜନପଥ ଠାରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଶ୍ରେଣୀର ପ୍ରମୁଖ ଷ୍ଟୋର "ମମ ଆଣ୍ଡ ବେବି କେୟାର" ର ଉଦ୍ଘାଟନ ହୋଇଯାଇଛ। ଯେଉଁଥିରେ କି ଏହି ବର୍ଗ ର ସମସ୍ତ ଦରକାରୀ ସାମଗ୍ରୀ ଯଥା ଶିଶୁ ପୋଷକ, ଖେଳନା, ଟ୍ରଲର,ବିଛଣା, ଦୋଳି,ଜୋତା ଓ ଆହୁରି…
Read More...

ରାଜଧାନୀରେ ଖୋଲିଲା କୁଚିନା ଷ୍ଟୋର

ଭୁବନେଶ୍ୱର, ନିରପେକ୍ଷ ଖବର:ତା  ୨୭/୦୨ ଭୁବନେଶ୍ୱର,ବାପୁଜୀ ନଗର ଠାରେ ଭାରତର ଅଗ୍ରଣୀ ସଂସ୍ଥା କୁଚିନା କଂପାନୀ ପକ୍ଷରୁ ଗୋଟିଏ ବଡ଼ ଧରଣର ଷ୍ଟୋର ଖୋଲା ଯାଇଛି।ଏହି ଷ୍ଟୋରରେ ରୋଷେଇ ଘରର ସମସ୍ତ ଆବଶ୍ୟକତା ଥିବା ଜିନିଷ ପତ୍ର ଯଥା ଚିମ୍ନୀ, ଚୁଲା ଓ ରୋଷେଇ ଘରେ ବ୍ୟବହାର କରାଯାଉଥିବା ସମସ୍ତ…
Read More...

ଆସନ୍ତା ୨୬ ତାରିଖ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୨ ସର୍ବ ଭାରତୀୟ ବ୍ୟବସାୟୀ ସଂଘ (CAIT) ର ଆହ୍ଯାନ ରେ ଆସନ୍ତା ତା ୨୬.୦୨.୨୦୨୧ ଦିନ ଭାରତର ସମସ୍ତ ବ୍ୟବସାୟିକ ସଂସ୍ଥା ବନ୍ଦ ରହିବ। କାରଣ ସରକାରଙ୍କ କଠୋର ନିୟମ କୁ ବ୍ୟବସାୟୀ ସଂଘ ବିରୋଧ କରୁଛି। ଯାହା ବ୍ୟବସାୟିକ ଓ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର…
Read More...

ପରିବହନ କ୍ଷେତ୍ରରେ ନୂତନତା ଆଣିବାକୁ ଓଡ଼ିଶାରେ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଶୁଭାରମ୍ଭ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୨: ପରିବହନ କ୍ଷେତ୍ରରେ କିଛି ନୂତନତା ଆଣିବାକୁ ଓଡ଼ିଶାରେ ପ୍ରଥମ କରି କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଉତ୍ପାଦକୁ ଷ୍ଟୋରେଜ୍ ରଖିବାକୁ ଯୋଜନା ହୋଇଥିବା ଏହି ଲଜିଷ୍ଟିକ୍ ପାର୍କରେ ଗ୍ରେଡ଼୍ ଏ ୱେୟାର୍ ହାଉସ୍‌, ଶୀତଳ…
Read More...

ଭୁବନେଶ୍ୱରରେ ଏବେ ହରିଓମ୍ ଆଗ୍ରୋଟେକ୍….

ଭୁବନେଶ୍ୱର,ନିରପେକ୍ଷ ଖବର: (୨୨/୦୨) ଟେକ୍ସମୋ ପମ୍ପ ପକ୍ଷରୁ ନୂଆ ଏକ ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ହରିଓମ୍ ଆଗ୍ରୋଟେକ୍ କୁ ପ୍ରଦାନ କରାଯାଇଛି। ଏହି ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଖୋଲା ଯାଇଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଟେକ୍ସମୋ ପମ୍ପର ସମସ୍ତ ଜିନିଷ ଗୋଟିଏ…
Read More...

ଓଡ଼ିଶାକୁ ଆସିଲା ନୂଆ ଟାଟା ସଫାରୀ

ଭୁବନେଶ୍ୱର, ନିରପେକ୍ଷଖବର:(୨୨/୦୨): ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରବେଶ କଲା ନୂଆ ଟାଟା ସଫାରୀ। ଟାଟା ମୋଟର୍ସ ପକ୍ଷରୁ ସାମନ୍ତରାପୁରସ୍ଥିତ ଡିଅନ ଅଟୋମୋଟିଭ ସୋରୁରେ ନୂଆ ଟାଟା ସଫାରୀ ଉନ୍ମୋଚନ ହୋଇଯାଇଛି। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ…
Read More...

ଆସିଲା ନୂଆ ପାଥୋଲାବ “କ୍ୟୁରୋସିଓ”

ଭୁବନେଶ୍ୱର, ନିରପେକ୍ଷ ଖବର:(୨୧/୨): ଆଚାର୍ଯ୍ୟବିହାର ନିକଟରେ #Dr LaLଙ୍କ ପାଥୋଲାବର ଏକ ଶାଖା ଆଜି ଉଦଘାଟନ ହୋଇଛି।  ଯାହାର ନାମ ' କ୍ୟୁରୋସିଓ' ରହିଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ନେହାଂଶୁ ପାଲ କହିଲେ, ରାଜଧାନୀରେ ରହୁଥିବା ବୟସ୍କ ରୋଗୀମାନଙ୍କୁ ଏହି ପାଥୋଲାବରେ…
Read More...

ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

* ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ * ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ତୈଳ ଦର ଯୁକ୍ତିଯୁକ୍ତ ହେବା ଉଚିତ୍‌ * ପୂର୍ବରୁ ହେଉଥିବା ତୈଳ ଉତ୍ପାଦନର ପରିମାଣରେ ବର୍ତମାନ ହ୍ରାସ ପାଇଛି…
Read More...

ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୪/୦୨ ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କ୍ରମେ ଲକ୍ଷ୍ୟ ରଖାଯାଇଥିବା ଦେଶରେ ପ୍ରଦୂଷଣର…
Read More...

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ଟସର ବସ୍ତ୍ର

ଭୁବନେଶ୍ୱର ,ନିରପେକ୍ଷ ଖବର: ୨୮/୦୧/୨୦୨୦ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ଜାନୁଆରୀ ୨୬ ତାରିଖଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୦ ଆରମ୍ଭ ହୋଇଛି । ଏହି ମେଳାରେ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତଥା ଓଡ଼ିଶାର ପ୍ରତ୍ୟେକ ଉତ୍ପାଦକୁ…
Read More...

ଶୀତ ଦିନିଆ ନେପାଳି ମାର୍କେଟରେ ଜମୁଛି ବେପାର ।

ବାରିପଦା(ନିରପେକ୍ଷ ଖବର)ତା-୨୩/ଡ଼ିସେମ୍ବର/୨୦୧୯:ଆଜିର ଦିନରେ ଶୀତର ଚାଦୋର ରେ ସାରା ରାଜ୍ୟ ଘୋଡ଼ାଇ ହୋଇରହିଛି । ସେଥିପାଈ୍ ସବୁଠାରେ ଶୀତବସ୍ତ୍ର ବ୍ୟବସାୟୀମାନେ ନିଜ ପସରା ମେଲେଇ ବସିଲେଣି ।ସେହିପରି ଆମ ରାଜ୍ୟରେ ଆଦିବାସି ବହୁଳ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଠାରେ ଶୀତର ତ୍ପକୋପ ଅନ୍ୟ…
Read More...

ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ…

ଭୁବନେଶ୍ୱର ନିରପେକ୍ଷ ଖବର:୨୨/୧୨/୨୦୧୯ ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା…
Read More...

ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ…

ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ…
Read More...

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ Banking on wheel କାର୍ଯ୍ୟକ୍ରମ

ଭୁବନେଶ୍ୱର: ନିରପେକ୍ଷ ଖବର:୨୦ ମେ ୨୦୧୯- ୨୦୧୯ ମଇ ମାସ ୩ ତାରିଖ ଦିନ ସାମୁଦ୍ରିକ ଝଡ ଫନୀ / ଫଣି ରୂପରେ ପ୍ରକୃତିର କରାଳ ରୂପକୁ ପ୍ରତ୍ୟକ୍ଷ କରିଥିଲା ଆମ ରାଜ୍ୟ ଓଡ଼ିଶା । ସମୁଦାୟ ୧୪ ଗୋଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ସବୁଠାରୁ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲା ରାଜ୍ୟର ରାଜଧାନୀ…
Read More...

ବିଶ୍ୱ ଉଷ୍ଣତା ଯୋଗୁଁ ଆତଙ୍କବାଦ ସୃଷ୍ଟି

ପ୍ୟାରିସ୍ : ବିଶ୍ୱ ଉଷ୍ଣତା ବର୍ତ୍ତମାନ ସମଗ୍ର ବିଶ୍ୱ ଲାଗି ଏକ ବନ ଚାଲେଞ୍ଜରେ ପରିଣତ ହୋଇଯାଇଛି । ଏହାଯୋଗୁଁ ଦିନକୁ ଦିନ ନୂଆନୂଆ ସମସ୍ୟାମାନ ଉପୁଜିବା ଆରମ୍ଭ କରିଛି । ବିଶ୍ୱ ଉଷ୍ଣତା ଯୋଗୁଁ ସୃଷ୍ଟ ଖାଦ୍ୟ ଓ ଜଳାଭାବ ଜନସାଧାରଣଙ୍କ ସମୂହ ସ୍ଥାନାନ୍ତର, ସମ୍ବଳ ଲାଗି ପ୍ରତିଯୋଗିତା…
Read More...

ଇଚ୍ଛାଧୀନ କୋଟାରେ ୧୫୦୦ ଫ୍ଲାଟ୍ ଓ ପ୍ଲଟ୍

ଭୁବନେଶ୍ୱର : କଟକ-ଭୁବନେଶ୍ୱର ସହରାଞ୍ଚଳରେ ଇଚ୍ଛାଧୀନ କୋଟାରେ ପ୍ର୍ରାୟ ଦେଢ ହଜାର ଫ୍ଲାଟ, ପ୍ଲଟ୍ ଓ ଘର ବଣ୍ଟାଯାଇଛି । ଏ ସମ୍ପର୍କରେ ଗଭୀର ଅନୁସନ୍ଧାନ ପାଇଁ ÷ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସରୁ ଏହି ତଥ୍ୟ ମିଳିଛି । ଇଚ୍ଛାଧୀନ କୋଟାର ବ୍ୟାପକ ଅପବ୍ୟବହାରକୁ ନେଇ ତୀବ୍ର…
Read More...

କାର୍ଯ୍ୟକ୍ଷମ ହୋଇନାହିଁ ଅନେକ ଇସ୍ପାତ କାରଖାନା

ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ ପାଇଁ ୫୦ଟି କମ୍ପାନୀ ବୁଜାମଣା ସ୍ୱାକ୍ଷର କରିଛନ୍ତି । ସେଥିମଧ୍ୟରୁ ୩୧ଟି କାରଖାନାରୁ ପୂର୍ଣ୍ଣ ବା ଆଂଶିକ ଉତ୍ପାଦନ ଆରମ୍ଭ ହୋଇଛି । ଆର୍ସେଲର ମିତ୍ତଲ କମ୍ପାନୀ ପ୍ରକଳ୍ପ ସ୍ଥାପନ କ୍ଷେତ୍ରରୁ ଓହରି ଯାଇଛି ଏବଂ ୧୮ ଶିଳ୍ପ କାର୍ଯ୍ୟକ୍ଷମ…
Read More...
404 Not Found

404

Not Found

The resource requested could not be found on this server!


Proudly powered by LiteSpeed Web Server

Please be advised that LiteSpeed Technologies Inc. is not a web hosting company and, as such, has no control over content found on this site.