Blank space
Blank space
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି
Blank space

ବିଶ୍ୱ ଉଷ୍ଣତା ଯୋଗୁଁ ଆତଙ୍କବାଦ ସୃଷ୍ଟି

0

ପ୍ୟାରିସ୍ : ବିଶ୍ୱ ଉଷ୍ଣତା ବର୍ତ୍ତମାନ ସମଗ୍ର ବିଶ୍ୱ ଲାଗି ଏକ ବନ ଚାଲେଞ୍ଜରେ ପରିଣତ ହୋଇଯାଇଛି । ଏହାଯୋଗୁଁ ଦିନକୁ ଦିନ ନୂଆନୂଆ ସମସ୍ୟାମାନ ଉପୁଜିବା ଆରମ୍ଭ କରିଛି । ବିଶ୍ୱ ଉଷ୍ଣତା ଯୋଗୁଁ ସୃଷ୍ଟ ଖାଦ୍ୟ ଓ ଜଳାଭାବ ଜନସାଧାରଣଙ୍କ ସମୂହ ସ୍ଥାନାନ୍ତର, ସମ୍ବଳ ଲାଗି ପ୍ରତିଯୋଗିତା ବିଶ୍ୱରେ ବିବାଦ, ଚରମବାଦ ଏବଂ ଆତଙ୍କବାଦ ସୃଷ୍ଟି ହେବାର ପ୍ରମୁଖ କାରଣ ବୋଲି ଏକ ଅଧ୍ୟୟନ ପରେ ସତର୍କ କରାଯାଇଛି । ବିଶ୍ୱସ୍ତରର ବୈଜ୍ଞାନିକ, ନୀତି ଅଧ୍ୟୟନକାରୀ, ଅର୍ଥନୈତିକ ଏବଂ ସାମରିକ ସଙ୍କଟ ବିଶେଷଜ୍ଞମାନଙ୍କୁ ନେଇ ଏକ ପ୍ରତିନିଧି ଦଳ “କ୍ଲାଇମେଟ୍ ଚେଞ୍ଜ, ଏ ରିସ୍କ ଆସେସ୍ମେଣ୍ଟ” ଶୀର୍ଷକରେ ଉତ୍ତପ୍ତ ବିଶ୍ୱରେ ମାନବ ଜାତିର ଭବିଷ୍ୟତର ଏକ ଗମ୍ଭୀର ଚିତ୍ର ପ୍ରକାଶ କରିଛନ୍ତି । ୧୧ଟି ଦେଶ ୪୦ ବିଶେଷଜ୍ଞଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ର ଜଳସୀମା ହ୍ରାସ ପାଇବା ଯୋଗୁଁ ଉର୍ବର ଜମି କମିବାରେ ଲାଗିଛି । ପରିଣାମ ସ୍ୱରୂପ ମଣିଷ ମଣିଷ ମଧ୍ୟରେ ସଂଘର୍ଷ ଲାଗି ରହୁଛି । ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାରେ ବିଭିନ୍ନ ସମୟରେ ଲାଗି ରହୁଥିବା ହିଂସାକାଣ୍ଡକୁ ନେଇ ବିଶେଷଜ୍ଞମାନେ ଏହି ମତାମତ ଦେଇଛନ୍ତି । ଜଳାଭାବ ଏବଂ ଉର୍ବର ଜମିର ଅଭାବ ଚରମବାଦ ଏବଂ ଆତଙ୍କବାଦ ଭଳି ତତ୍ତ୍ୱକୁ ଜନ୍ମ ଦେଇଛି । ଯାହା ଜାତୀୟ ତଥା ଆନ୍ତର୍ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ । ସେହିପରି ଜୀବନ ଜୀବିକା ଲାଗି ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବା ଏବେ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଜଳାଭାବ, ଖାଦ୍ୟାଭାବ, ବିବାଦ ଯୋଗୁଁ ଲୋକେ ଦେଶାନ୍ତର ଗମନ କରିବା ସହିତ ଶରଣାର୍ଥୀ ଭାବେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି ।

Mo sapath

Leave A Reply

Your email address will not be published.

404 Not Found

404

Not Found

The resource requested could not be found on this server!


Proudly powered by LiteSpeed Web Server

Please be advised that LiteSpeed Technologies Inc. is not a web hosting company and, as such, has no control over content found on this site.