Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଏ.ଏସ.ଆଇ ଶିଶିର ସେଠୀଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

0

କଟକ,ରାଜେଶ କୁମାର ଲେଙ୍କା, ନିରପେକ୍ଷ ଖବର:ତା ୨୪/୦୯ କଟକ ସଦର ଉପକଣ୍ଠ ଯଶପଡା ପଂଚାୟତର ବରପୁତ୍ର କରୋନା ଯୋଦ୍ଧା ଓଡ଼ିଶା ପ୍ରଶାସନ ବିଭାଗରେ ଖଣ୍ଡଗିରି ଥାନାରେ ଏଏସଆଇ ଭାବେ କର୍ତବ୍ୟରତଥିବା ସ୍ବର୍ଗତ ଶିଶିର କୁମାର ସେଠୀଙ୍କ କରୋନା ମହାମାରୀରେ ପୀଡିତହୋଇ ମୃତ୍ୟୁ ଘଟିଛି ! ସେହି କରୋନା ଯୋଦ୍ଧା ସ୍ବର୍ଗତ ଶିଶିର କୁମାର ସେଠୀଙ୍କ ଏକାଦଶାହ ତିଥିରେ କରୋନା କଟକଣା ପାଳନ ପୁର୍ବକ ଏକ ଶୋକସଭା କୋଟୁଆଁ ଖେଳପଡିଆ ଠାରେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ! ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ପକ୍ଷରୁ କୃଷକନେତା ଦେବୀ ପ୍ରସାଦ ପତି,ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ଚନ୍ଦ୍ରଶେଖର ମଲ୍ଲିକ,ସୁଦର୍ଶନ ଜେନା, ବିଶ୍ୱରଂଜନ ସେଠୀ, ଲଷ୍ମୀଧର ଜେନା, ରବୀନ୍ଦ୍ର ପାତ୍ର, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ରବୀନ୍ଦ୍ର ବେହେରା, ମାନଶ ମହାନ୍ତି, ସୁଧାଂଶୁ ପଣ୍ଡା, ହେରେକୃଷ୍ଣ ବେହେରା, ସନ୍ତୋଷ ଭୋଇ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମର ସ୍ମୃତଚରଣ କରିବାସହ ସଦଗତି ପାର୍ଥନା କରିଛନ୍ତି ! ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କରୋନା ଯୋଦ୍ଧା ଅମରଆତ୍ମ ଶିଶିର ସେଠୀ ଆମ ଆଦର୍ଶ ତାଙ୍କ ବଳିଦାନ ଆମସମୟର ଗର୍ଵ ଆଉ ଗୌରବବୋଲି ଶୋକବାର୍ତାରେ ଜଣାଇବାସହ ସ୍ବର୍ଗତ ସେଠୀଙ୍କ ପରିବାର ଏବଂ ତାଙ୍କ ବଡଭାଇ ଶଙ୍କର ସେଠୀଙ୍କୁ ସମବେଦନା ଜ୍ଞାମ୍ପନ କରିଛନ୍ତି !

Mo sapath

Leave A Reply

Your email address will not be published.