Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ବିଜେଡିର ‘ପଦଯାତ୍ରା’ ଓ କଂଗ୍ରେସର ‘ଜାଗରଣ ଯାତ୍ର’କୁ ଟକ୍କର ଦେବ ବିଜେପିର ‘ଜନଜାଗରଣ ଯାତ୍ରା’ ଓ ‘ପରିବର୍ତ୍ତନ ଯାତ୍ରା’….

0

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ଆଜି ସୂଚନା ଦେଇ ରାଜ୍ୟ ବିଜେପି ଦଳର ସଭାପତି ବସନ୍ତ ପଣ୍ଡା କହିଛନ୍ତି ଏହି ଯାତ୍ରା ପୂର୍ବରୁ ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦଳ କରିବ ସରକାରଙ୍କ ଦୁର୍ନୀତି ବିରୋଧରେ ହଲ୍ଲାବୋଲ ଅଭିଯାନ।

ରକାରଙ୍କ ବିରୋଧରେ ୧୦ଟି ଦୁର୍ନୀତିର ପୋଲ୍‌ ଖୋଲିବା ପାଇଁ ପ୍ରତି ବ୍ଲକରେ ହେବ ଏହି ଆନ୍ଦୋଳନ। ନଭେମ୍ବର ୧ରୁ ୩୦ ତାରିଖ ଯାଏ ରାଜ୍ୟ ସରକାରଙ୍କ ବିରୋଧରେ ଲୋକମତ ସୃଷ୍ଟି ଉଦ୍ଦେଶ୍ୟରେ ଗାଁ ଗାଁରେ ପହଞ୍ଚିବା ପାଇଁ ନେତା କରିବେ ‘ଜନଜାଗରଣ ଯାତ୍ରା’। ସେହିପରି ଡିସେମ୍ବର ୧ରୁ ୩୦ ତାରିଖ ଯାଏ କେନ୍ଦ୍ରୀୟ ନେତାଙ୍କ ସହ ମିଶି ରାଜ୍ୟ ନେତାଏ ବିଧାନସଭା କ୍ଷେତ୍ର ସହ ବ୍ଲକ ଓ ସହରରେ କରିବେ ‘ପରିବର୍ତ୍ତନ ଯାତ୍ରା’। ଏପଟେ ନିଜ ସଫଳତାର ଗାଥା ଲୋକଙ୍କୁ କହିବା ପାଇଁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ‘ଜନସଂପର୍କ ପଦଯାତ୍ରା’ କରୁଛି ବିଜେଡି। ଏହି ଯାତ୍ରା ବେଳେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସହ କେନ୍ଦ୍ର ଅବହେଳାର ପ୍ରସଙ୍ଗ ମଧ୍ୟ ଉଠାଉଛନ୍ତି ବିଜେଡି ନେତା।  ସେପଟେ ଯାତ୍ରା ରାଜନୀତିରେ ମଧ୍ୟ ପଛରେ ନାହିଁ କଂଗ୍ରେସ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା କଥା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବାଲେଶ୍ୱରରୁ ଦଳ ଆରମ୍ଭ କରିଛି ‘ଜାଗରଣ ଯାତ୍ରା’। ନଭେମ୍ବରରୁ ଆରମ୍ଭ ହେଉଥିବା ବିଜେପିର ‘ଜନଜାଗଣ ଯାତ୍ରା’କୁ ବିଜେଡି କପି-ଯାତ୍ରା ବୋଲି କହୁଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ କଟାକ୍ଷ କରିଛି।.  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର କହିଛନ୍ତି- “ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପଢ଼ିବାରେ ଲାଗିଛି। ଏଥିରେ ବିଜେପି ଭୟଭୀତ ହୋଇପଡ଼ିଛି। ଦୀର୍ଘ ୧୦ ବର୍ଷ ଧରି ଆମେ କରୁଥିବା ପଦଯାତ୍ରାକୁ ସେମାନେ କପି କରୁଛନ୍ତି। କିନ୍ତୁ ସେମାନେ ସେଥିରେ ସଫଳ ହେବେ ନାହିଁ।  ”ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି- “ସାଢ଼େ ୪ ବର୍ଷ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ସେମାନେ କ’ଣ ଅନ୍ୟକୁ ଦୋଷ ଦେଉଛନ୍ତି? ବର୍ତ୍ତମାନ ଭାରତ ଶାସନ ହେଉଛି- ମାଙ୍କଡ଼ ହାତରେ ଶାଳଗ୍ରାମ, ନଚେଇ ନଚେଇ ନେଲା ପ୍ରାଣ।.  ଗୋଟିଏ ମାସ ଧରି ବିଜେଡି ପଦଯାତ୍ରା କରୁଥିବା ବେଳେ ବିଜେପି କରିବ ଦୁଇମାସର ଯାତ୍ରା। ନିର୍ବାଚନର ଢେର ପୂର୍ବୁରୁ ଲୋକଙ୍କ ପାଖକୁ ଯିବାକୁ ତିନି ଦଳର ଏ ସଜବାଜ ରାଜ୍ୟ ରାଜନତୀକୁ ଉଷ୍ଣ କରିଛି।

Mo sapath

Leave A Reply

Your email address will not be published.