
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
BetPawa is your new favorite place for casino funEssayez votre chance maintenant sur Aviatorଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳା

Author
Debasmita Behera::Reporter//Admin
Bhubaneswar:Nirapakhya Khabar: Shri Narendra Modi, Prime Minister of India, will visit Baripada on 5th January 2019. In his 2nd visit to the State in less than 2 weeks, Shri Narendra Modi will preside over the inaugural function for…
ପୂର୍ତ ବିଭାଗର ଧୂର୍ତ ସଚିବ ଏବେ ବିଜେଡି ଟ୍ରେଜେରର: ବିଜେପି
ଶାସକ ବିଜେଡିର ଦଳୀୟ ପୋଷ୍ଟରରେ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ ନଳିନୀ
ପ୍ରଧାନ.....
ଭୁବନେଶ୍ୱର, ତା ୦୨/୦୧: ଶାସକ ବିଜେଡିର ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ ନଳିନୀ ପ୍ରଧାନଙ୍କ ପୋଷ୍ଟର ଲାଗାଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏବେ ରାଜ୍ୟରେ ଶାସକ ବିଜେଡି ଦଳ ଏବଂ…
ନୂଆବର୍ଷରୁ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ….
ଭୁୁବନେଶ୍ୱର,. ନିରପେକ୍ଷ ଖବର: ଅଣ ସବସିଡ୍ ଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ୱର ଠାରେ ଜାନୁଆରୀ ୧ ତାରିଖରୁ ୧୨୧ ଟଙ୍କା ୫୦ ପଇଷା ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ମୂଲ୍ୟ ହ୍ରାସ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିବା କାରଣରୁ…
ରାଜଧାନୀରୁ ଫେରାର ଥିବା ଗୋଲଡେନ୍ ବାବାକୁ ଧରିବାରେ ସକ୍ଷମ ହୋଇଛି ଚନ୍ଦ୍ରଶେଖର ପୁଲିସ…
ନିରପେକ୍ଷ ଖବର: ରାଜଧାନୀରୁ ଫେରାର ଥିବା ଗୋଲଡେନ୍ ବାବାକୁ ଧରିବାରେ ସକ୍ଷମ ହୋଇଛି ଚନ୍ଦ୍ରଶେଖର ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାମ ଜ୍ୟୋତିରଞ୍ଜନ ବେହେରା ଓରଫ ଗୋଲଡେନ୍ ବାବା ବୋଲି ଜଣାପଡ଼ିଛି।କିଛି ମହଲରେ, ଗୋଲଡେନ୍ ବାବା ନିଜକୁ ରାଜନୈତିକ ନେତା କହି ଏକ ପ୍ରକାର ପରିଚୟ ନିଜର ସୃଷ୍ଟି…
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…
ଭୁବନେଶ୍ୱର, ନିରପେକ୍ଷ ଖବର: ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତାବିକାଶମନ୍ତ୍ରଣାଳୟର ପ୍ରୟାସ ଅନୁସାରେଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନସେବା କେନ୍ଦ୍ର ମାନଙ୍କରେ ଉଜ୍ଜ୍ୱଳା ସାନିଟାରି ନାପ୍କିନ୍ ପ୍ରସ୍ତୁତକାରୀ ସଂସ୍ଥା…
ଏନ୍.ଆଇ.ଏଟି.ର ପ୍ରତିଷ୍ଠା ଦିବସରେ ରାମକଥା ଓ ଜ୍ଞାନଯଜ୍ଞ ।
ଭୁବନେଶ୍ୱର, ନିରପେକ୍ଷ ଖବର: ୨୯/୧୨-ଏନ୍.ଆଇ.ଏ.ଟି ର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏକବିିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର…
ଭୁବନେଶ୍ୱର ସାହିତ୍ୟ ସମାଜର ‘ଶୀତ ଆସର’
ଭୁବନେଶ୍ୱର, ନିରପେକ୍ଷ ଖବର: ତା.୩୦/୧୨/୨୦୧୮ ଭାଷାର ଭିନ୍ନତା ଓ ସାଂସ୍କୃତିକ ବିବିଧତା ରହିଥିବା ଭାରତ ପରି ଦେଶରେ ସାହିତ୍ୟ ଆମର ସାମାଜିକ ସାଂସ୍କୃତିକ ସଂପର୍କକୁ ସଶକ୍ତ କରିପାରିଛି । ସାହିତ୍ୟ ହିଁ ବିଶ୍ୱଦୃଷ୍ଟି ଓ ମାନବିକତାର ପ୍ରତିଷ୍ଠାରେ
ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ବୋଲି…
Union Petroleum and Natural Gas and Skill Development & Entrepreneurship Minister Shri…
• Common Service Centre (CSC) to facilitate the initiative
Union Minister Shri Dharmendra Pradhan Launch Ujjwala Sanitary Napkin On December 30
Bhubaneswar NIRAPAKHYA KHABAR 28/12/2018- In line with the Petroleum and Skill Development Ministry’s endeavour to “Reform, Perform and Transform’, Shri Dharmendra Pradhan now seeks to apply these principles to another novel initiative in…
ଆସନ୍ତା ଡିସେମ୍ବର ୩୦ ତାରିଖରେ “ଉଜ୍ଜ୍ୱଳା ସାନିଟାରି ନାପ୍କିନ୍”ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭୁବନେଶ୍ୱର, ନିରପେକ୍ଷ ଖବର: ୨୮ ଡିସେମ୍ବର, ୨୦୧୮- ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ପ୍ରୟାସ ଅନୁସାରେ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନ ସେବା କେନ୍ଦ୍ରମାନଙ୍କରେ ଉଜ୍ଜ୍ୱଳା ସାନିଟାରି ନାପ୍କିନ୍…
ପିପିଲି ଗଣଦୁର୍ଷ୍କମ ରାୟ ଉପରେ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଇସ୍ତଫା ଦାବି କଲା: କଂଗ୍ରେସ
ଭୁବନେଶ୍ୱର (ନିରପେକ୍ଷ ଖବର) ପିପିଲି ଗଣଦୁର୍ଷ୍କମ ଘଟଣାର ରାୟ ପ୍ରକାଶ ପାଇବା ପରେ ଓଡିଶାବାସୀଙ୍କ କୋପରୁ ନିଜକୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା କ୍ରାଇମ୍ବ୍ରାଂଚ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବା କଥା କହୁଥିବା ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ, ସ୍ଥାନୀୟ…
ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା……
ପୁରୀ (ନିରପେକ୍ଷ ଖବର): ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା। ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ହେବ ଅବଢ଼ା। ଆନନ୍ଦ ବଜାରରେ କେତେ ମୂଲ୍ୟରେ କେଉଁ ବ୍ୟଞ୍ଜନ ବିକ୍ରି ହେବ, ସୁଆର ମହାସୁଆର ମାନଙ୍କ ସହିତ ଆଲୋଚନା ପରେ ତାହା ଚୂଡ଼ାନ୍ତ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି।…
ପ୍ରଧାନମନ୍ତ୍ରୀ ଇ.ଏସ୍.ଆଇ.ସି ହସ୍ପିଟାଲକୁ ନେଇ ମିଥ୍ୟା ତଥ୍ୟ ପ୍ରଦାନ କରିବା ଦୁର୍ଭାଗ୍ୟଜନକ – କଂଗ୍ରେସ
ଭୁବନେଶ୍ୱର :ନିିରପେକ୍ଷ ଖବର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗତକାଲିର ଓଡିଶା ଗସ୍ତ ଅବସରରେ ଏବଂ ଖୋର୍ଦ୍ଧା ଠାରେ ଇ.ଏସ୍.ଆଇ. ହସ୍ପିଟାଲକୁ ନେଇ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ଦୃଢ ବିରୋଧ କରିଛି କଂଗ୍ରେସ । ଏ ସଂପର୍କରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ…
ଜାତୀୟ ସିନିୟର ଟେନିସ ବଲ କ୍ରିକେଟ ରୈାପ୍ୟ ପଦକ ସହ ରନର୍ସଅଫ୍ ଓଡ଼ିଶା ….
ଭୁବନେଶ୍ବର: (ନିରପେକ୍ଷ ଖବର) ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ୨୯ ତମ ସିନିୟର୍ ଚମ୍ପିୟାନସିପରେ ପରାଜୟ ସହ ୫ ଥର ପାଇଁ ରନର୍ସଅଫ୍ ହୋଇଛି ଓଡିଶା l ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚର ଶକ୍ତିଶାଳୀ ଉତ୍ତରପ୍ରଦେଶ ଠାରୁ ୭ ଓ୍ବିକେଟ୍ ରେ ପରାସ୍ତ ହୋଇ ଓଡ଼ିଶା ରନର୍ସଅଫ୍ ହେବା ସହ ରୈାପ୍ୟ ପଦକ…
ଓଡ଼ିଶା ବାସୀ ଏବେ ପରିଵର୍ତନ ଚାହୁଁଛନ୍ତି :ମୋଦି…
ଭୁବନେଶ୍ୱର, ତା.୨୪/୧୨: ଓଡିଶାବାସୀ ବଡ ପରିବର୍ତନ ପାଇଁ ମନ ସ୍ଥିର କରିସାରିଲେଣି । ଚିଟଫଣ୍ଡରୁ ପିସି କଲଚର ଯାଏଁ
ଭ୍ରଷ୍ଟାଚାର ରୂପୀ ଦାନବ ଓଡିଶାରେ ଶକ୍ତିଶାଳୀ ହୋଇଛି । ଏ ଦାନବକୁ ଦାନାପାଣି କିଏ ଦେଉଛି ଏହି ପ୍ରଶ୍ନ ଯେତେ ସ୍ପଷ୍ଟ ହେବ, ଆଗକୁ
ବାଟ ସେତେ ସଫା ହେବ ବୋଲି ଭାରତୀୟ ଜନତା…
