Blank space
Blank space
Breaking News/ମୁଖ୍ୟ ଖବର:
ଟିଏସ୍‌ଜି ଗୁରୁକୂଳ ପରିସରରେ ସାହିତ୍ୟ ପତ୍ରିକା“ଅନ୍ନପୂର୍ଣ୍ଣା”ଉନ୍ମୋଚିତଆଇସିଏମ୍‌ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜିଏସ୍‌ଟି ଦିବସ ପାଳିତଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ “ସମବାୟ ପଦଯାତ୍ରାବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓକାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ
Blank space

ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଲୋକାର୍ପିତ…

0

ଭୁବନେଶ୍ୱର ,ନିରପେକ୍ଷ ଖବର: ୨୩/୦୬: ରାଜଧାନୀ ଭୁବନେଶ୍ୱର ର ମାର୍କେଟ୍ ବିଲିଡିଙ୍ଗ ନିକଟରେ ବହୁ ପ୍ରତିକ୍ଷିତ ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଆଜି ତା ୨୩ ଜୁନ୍ ୨୦୧୯ ପ୍ୟର୍ବାହ୍ନ ୧୧.୧୫ ମିନିଟ୍ ରେ ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହସ୍ତରେ ଉଦ୍ଘାଟିତ ହୋଇ ଲୋକାର୍ପିତ ହୋଇଛି । ଏହି ଉଦ୍ଘାଟିତ ଓ ଲୋକାର୍ପିତ ଉତ୍ସବରେ ଶ୍ରୀ ପ୍ରତାପ ଜେନା ମାନ୍ୟବର ମନ୍ତ୍ରୀ ପଞ୍ଚାୟତରାଜ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ । ଶ୍ରୀ ସମୀର ରଞ୍ଜନ ଦାସ ମାନ୍ୟବର ମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା, ଶ୍ରୀ ରଘୁ ନନ୍ଦନ ଦାସ ମାନ୍ୟବର ମନ୍ତ୍ରୀ ଜଳସମ୍ପଦ ଓ ସୂଚନା ଲୋକସମ୍ପର୍କ ବିଭାଗ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି , ଶ୍ରୀ ଅରବିନ୍ଦ ଢାଲି ବିଧାୟକ ଜୟଦେବ, ଶ୍ରୀ ଅମର ପ୍ରସାଦ ଶଥପତି ବିଧାୟକ ବଡଚଣା, ଶ୍ରୀ ଦେବୀ ପ୍ରସାଦ ମିଶ୍ର ବିଧାୟକ ବଢମ୍ବା, ଇଷ୍ଣର୍ଣ୍ଣ ପ୍ରେସ୍ ଏଜେନ୍ସି ପରିସରରେ “ ବିଜୁ ପଟ୍ଟନାୟକ ସ୍ମୃତି ଫଟୋ ଗ୍ୟାଲେରୀ” ଫିତା କାଟିି ଫଳକ ଉନ୍ମୋଚନ କରାଯିବା ପରେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟ ରେ ଲୋକାର୍ପିତ କରାଯାଇଥିଲା ।
ଏହି ଗ୍ୟାଲେରୀ ରେ ପ୍ରାୟ ୪୦୦ ପାଖା ପାଖି ଫଟୋଚିତ୍ର ରହି ଥିବା ବେଳେ, ବିଜୁ ବାବୁ ଙ୍କ ଦ୍ୱାରା ଦୈନନ୍ଦିନ ଜିବନ ରେ ବ୍ୟବହୃତ ସାମଗ୍ରୀ ସ୍ଥାନ ପାଇଛି । ତା ମଧ୍ୟରୁ ସିଏ ପିନ୍ଧୁ ଥିବା ପଞ୍ଜାବୀ, ଚଷମା, କଲମ ସହିତ ଆହୁରି ଅନେକ ଜିନିଷ । ଏହି ଗ୍ୟାଲେରୀ ରେ ୧୯୨୯ ରୁ ନେଇ ୧୯୯୭ ଅପ୍ରେଲ ଯାଏ ଫଟୋଚିତ୍ର ସ୍ଥାନ ପାଇଛି । ଆଗାମୀ ପିଢୀ ବିଜୁ ବାବୁଙ୍କ ଜୀବନି କୁ ଦେଖି ପ୍ରେରଣା ପାଇବା ସହିତ ତାଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହେବା ଲକ୍ଷରେ ଗ୍ୟାଲେରୀ ପ୍ରସ୍ତୁତ କରା ଯାଇଛି । ଏହା ପ୍ରତ୍ୟେକ ଦିନ ସକାଳ ୧୧ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବୁଲି ଦେଖିବାକୁ ଖୋଲା ରହିବ, ସେହିପରି ଅପରାହ୍ନ ୨ଟା ୩୦ ରୁ ୪ଟା ଯାଏ ଖୋଲା ରହିବ । ପ୍ରତ୍ୟେକ ସୋମବାର ଗ୍ୟାଲେରୀ ବନ୍ଦ ରହିବ ଏବଂ ସରକାରଙ୍କ ମୁଖ୍ୟ ଛୁଟୀ ଦିନ ବନ୍ଦ ରହିବ ।

Mo sapath

Leave A Reply

Your email address will not be published.