Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଲୋକାର୍ପିତ…

0

ଭୁବନେଶ୍ୱର ,ନିରପେକ୍ଷ ଖବର: ୨୩/୦୬: ରାଜଧାନୀ ଭୁବନେଶ୍ୱର ର ମାର୍କେଟ୍ ବିଲିଡିଙ୍ଗ ନିକଟରେ ବହୁ ପ୍ରତିକ୍ଷିତ ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଆଜି ତା ୨୩ ଜୁନ୍ ୨୦୧୯ ପ୍ୟର୍ବାହ୍ନ ୧୧.୧୫ ମିନିଟ୍ ରେ ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହସ୍ତରେ ଉଦ୍ଘାଟିତ ହୋଇ ଲୋକାର୍ପିତ ହୋଇଛି । ଏହି ଉଦ୍ଘାଟିତ ଓ ଲୋକାର୍ପିତ ଉତ୍ସବରେ ଶ୍ରୀ ପ୍ରତାପ ଜେନା ମାନ୍ୟବର ମନ୍ତ୍ରୀ ପଞ୍ଚାୟତରାଜ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ । ଶ୍ରୀ ସମୀର ରଞ୍ଜନ ଦାସ ମାନ୍ୟବର ମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା, ଶ୍ରୀ ରଘୁ ନନ୍ଦନ ଦାସ ମାନ୍ୟବର ମନ୍ତ୍ରୀ ଜଳସମ୍ପଦ ଓ ସୂଚନା ଲୋକସମ୍ପର୍କ ବିଭାଗ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି , ଶ୍ରୀ ଅରବିନ୍ଦ ଢାଲି ବିଧାୟକ ଜୟଦେବ, ଶ୍ରୀ ଅମର ପ୍ରସାଦ ଶଥପତି ବିଧାୟକ ବଡଚଣା, ଶ୍ରୀ ଦେବୀ ପ୍ରସାଦ ମିଶ୍ର ବିଧାୟକ ବଢମ୍ବା, ଇଷ୍ଣର୍ଣ୍ଣ ପ୍ରେସ୍ ଏଜେନ୍ସି ପରିସରରେ “ ବିଜୁ ପଟ୍ଟନାୟକ ସ୍ମୃତି ଫଟୋ ଗ୍ୟାଲେରୀ” ଫିତା କାଟିି ଫଳକ ଉନ୍ମୋଚନ କରାଯିବା ପରେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟ ରେ ଲୋକାର୍ପିତ କରାଯାଇଥିଲା ।
ଏହି ଗ୍ୟାଲେରୀ ରେ ପ୍ରାୟ ୪୦୦ ପାଖା ପାଖି ଫଟୋଚିତ୍ର ରହି ଥିବା ବେଳେ, ବିଜୁ ବାବୁ ଙ୍କ ଦ୍ୱାରା ଦୈନନ୍ଦିନ ଜିବନ ରେ ବ୍ୟବହୃତ ସାମଗ୍ରୀ ସ୍ଥାନ ପାଇଛି । ତା ମଧ୍ୟରୁ ସିଏ ପିନ୍ଧୁ ଥିବା ପଞ୍ଜାବୀ, ଚଷମା, କଲମ ସହିତ ଆହୁରି ଅନେକ ଜିନିଷ । ଏହି ଗ୍ୟାଲେରୀ ରେ ୧୯୨୯ ରୁ ନେଇ ୧୯୯୭ ଅପ୍ରେଲ ଯାଏ ଫଟୋଚିତ୍ର ସ୍ଥାନ ପାଇଛି । ଆଗାମୀ ପିଢୀ ବିଜୁ ବାବୁଙ୍କ ଜୀବନି କୁ ଦେଖି ପ୍ରେରଣା ପାଇବା ସହିତ ତାଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହେବା ଲକ୍ଷରେ ଗ୍ୟାଲେରୀ ପ୍ରସ୍ତୁତ କରା ଯାଇଛି । ଏହା ପ୍ରତ୍ୟେକ ଦିନ ସକାଳ ୧୧ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବୁଲି ଦେଖିବାକୁ ଖୋଲା ରହିବ, ସେହିପରି ଅପରାହ୍ନ ୨ଟା ୩୦ ରୁ ୪ଟା ଯାଏ ଖୋଲା ରହିବ । ପ୍ରତ୍ୟେକ ସୋମବାର ଗ୍ୟାଲେରୀ ବନ୍ଦ ରହିବ ଏବଂ ସରକାରଙ୍କ ମୁଖ୍ୟ ଛୁଟୀ ଦିନ ବନ୍ଦ ରହିବ ।

Mo sapath

Leave A Reply

Your email address will not be published.