
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁରଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର ବି.ଜେ.ଇ.ଏମ୍. ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିସମ୍ପୂର୍ଣ୍ଣ ଅନ୍ଲାଇନ୍ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀ

Yearly Archives
2020
ବାରିପଦା(ନିରପେକ୍ଷ ଖବର)ତା୨୫/୦୩-ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହି ସମୟରେ ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରାଯାଉଛି । ଏହି ଗୁଜବକାରୀଙ୍କ ଉପରେ ପୁଲିସ କଡ଼ା ନଜର ରଖିଛି । ଇତି ମଧ୍ୟରେ…
କରୋନା ପାଇଁ ପରିବା ଦର ଆକାଶ ଛୁଆଁ
ବାରିପଦା(ନିରପେକ୍ଷ ଖବର)ତା-୨୫/୦୩-କରୋନା କୁ ନେଇ ହୁ ହୁ ହୋଇ ଦର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ସାରା ରାଜ୍ୟ ସମେସ୍ତ ମୟୁରଭଂଜ ଜିଲ୍ଲା କୁ ଲକ ଡାଉନ ଘୋଷଣା କରିବା ପରେ କିଛି ମୁନାଫା ଖୋର ବ୍ୟବସାୟୀ ମାନେ ତାଙ୍କର ଅସାଧୁ ବ୍ୟବସାୟୀ ଆରମ୍ଭ କରିଛନ୍ତି।ନିଜର ସ୍ୱାର୍ଥ ପାଇଁ ଅସାଧୁ…
କରୋନା ସନ୍ଦିଗ୍ଧ ସୁସ୍ଥହୋଇ ଫେରିଲେ ଘରକୁ
ବାରିପଦା(ନିରପେକ୍ଷ ଖବର)ତା-୧୯/୦୩-ପିଆରଏମ ମେଡିକାଲରେ ଚିକିତ୍ସାଧିନ କରୋନା ସନ୍ଦିଗ୍ଧ ସୁସ୍ଥ ହୋଇ ଘରକୁ ଫେରିଲେ। କରୋନାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ। ମୟୁରଭଞ୍ଜରେ ଏ ପର୍ଯ୍ୟନ୍ତ କେହି କରୋନା ରୋଗରେ ପଜେଟିଭ ଚିହ୍ନଟ ହୋଇ ନାହାଁନ୍ତି। କରୋନା ଆକ୍ରାନ୍ତ ସନ୍ଦେହରେ ବାରିପଦା…
ବାରିପଦାରେ ଜଣେ କରୋନା ରୋଗୀ ସନ୍ଦେହ
ବାରିପଦା(ନିରପେକ୍ଷ ଖବର)ତା-୧୬/୦୩-ବାରିପଦା ରେ ଜଣେ କରୋନା ରୋଗୀ ସନ୍ଦେହରେ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସନ୍ଦିଗ୍ଧ ଜଣକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କରୋନା ରୋଗୀ ସହ ଦିଲ୍ଲୀରୁ ଆସିଥିଲେ। ତେଣୁ ଭୟରେ ସନ୍ଦିଗ୍ଧ ଜଣକ ପିଆରଏମ…
ସରକାରଙ୍କ ନିଷ୍ପତିକୁ ବାଆଁ ବାଆଁ କରି ଉଡାଇ ଦେଉଛି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ
ବାରିପଦା (ନିରପେକ୍ଷ ଖବର) ୧୫/୩ : କରୋନାର କରାଳ ରୂପରେ ସାରା ବିଶ୍ୱ ଦୋହଲୁଥିବା ବେଳେ ଓଡ଼ିଶାରେ ମଧ୍ୟ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟ ସରକାର କରୋନକୁ ମହାମାରୀ ଘୋଷଣା କରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ ଆଦିକୁ ବନ୍ଦ…
ପ୍ରଶାସନର ଚୋରାପୀରତି ପାଇଁ ବଢୁଛି ଚୋରା ପଥର ଖାଦାନ ଖନନ..
ବଞ୍ଚିବା ପାଇଁ ସଂଘର୍ଷ କରୁଛି ଶ୍ରମିକ.....
ବାରିପଦା,୧୫/୩(ନିରପେକ୍ଷ ଖବର) - ଜଙ୍ଗଲ ବିଭାଗ ଆଇନକୁ ଅବମନନା କରି ବେଆଇନ ଭାବରେ ପଥର ଉତ୍ତୋଳନ କାରବାର ବଢ଼ିବାରେ ଲାଗିଛି। ପ୍ରଶାସନର ଚୋରା ପୀରତି ପାଇଁ ପଥର ମାଫିଆମାନେ ରାଜୁତି ଚଳାଇଛନ୍ତି। ଯାହାର ଫଳସ୍ୱରୂପ ପଥର ଖୋଲୁ ଖୋଲୁ…
ମୟୁରଭଂଜ ବିଜେଡି ଛାତ୍ର ରାଜନୀତିରେ କିଏ ପିନ୍ଧିବ ସୁନା ମୁକୁଟ !
ବଢୁଛି ଆଶାୟୀଙ୍କ ସଂଖ୍ୟା.....
ବାରିପଦା(ନିରପେକ୍ଷ ଖବର)ତା-୧୨/୦୩-ମୟୁରଭଞ୍ଜ ରାଜନୀତିରେ ବିଜୁ ଜନତା ଦଳ ତାର ପୂର୍ବସ୍ଥିତିକୁ ଫେରିବା ପାଇଁ ସଗଠନକୁ ନେଇ ଅଙ୍କକଷା ଜାରି ରଖିଛି। ବହୁ କଳ୍ପନା ଜଳ୍ପନାର ପୂର୍ଣ୍ଣଛେଦ ଟାଣି ଜିଲ୍ଲା ସଭାପତି ଭାବେ ଦୁଇ ଜଣଙ୍କୁ ଦାୟିତ୍ୱ ଦିଆଗଲା।…
ହୋଲି ଖେଳ ହେଲା କାଳ
ବାରିପଦା(ନିରପେକ୍ଷ ଖବର)ତା-୧୦/୦୩/୨୦୨୦-ରଙ୍ଗର ଉତ୍ସବ ହୋଲି ଖେଳରେ ସବୁଠି ମସଗୁଲ ଥିବା ବେଳେ ଘଟି ଯାଇଛି ଅଘଟଣ।ହୋଲି ଖେଳ କାଳ ସାବ୍ୟସ୍ତ ହେଲା।ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଯୁବକ ମୃତ ହୋଇଛି। ମୃତକ ଜଣକ ବାରିପଦା ସହର ଅନ୍ତର୍ଗତ କାଳିମନ୍ଦିର ସାହିର…
ଜନ୍ମଦିନ ପାଇଁ ରାଜରାସ୍ତା ବନ୍ଦ କଲେ ଏସ୍ପି , କାର୍ଯ୍ୟନୁଷ୍ଠାନ ଶୂନ
ବାରିପଦା(ନିରପେକ୍ଷ ଖବର)ତା-୦୯/୦୩-ମୟୁରଭଞ୍ଜ ଇତିହାସରେ ଏମିତି କେବେ ଘଟି ନ ଥିଲା। କିନ୍ତୁ ଏବେ ଘଟିଛି। ଏସପିଙ୍କ ଦବଙ୍ଗ ଗିରି ଓ ରାଜକୀୟ ଠାଣି ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରିବା ପାଇଁ ରାଜରାସ୍ତାକୁ ସେ ବନ୍ଦ ରଖିବାକୁ ବି ପଛାଇଲେ ନାହିଁ। ୫ ମିନିଟ କି ୧୦ ମିନିଟ ନୁହେଁ ଦୁଇ…
ଏସ୍ପି ଙ୍କ ରାଜକୀୟ ଠାଣି…
ବାରିପଦା(ନିରପେକ୍ଷ ଖବର)ତା-୦୭/୦୩/୨୦୨୦-ମୟୁରଭଞ୍ଜ ପୁଲିସର ରାଜକିଅ ଠାଣି। ଏସପିଙ୍କ ଜନ୍ମଦିନ ପାଳନ ପାଇଁ ଦୁଇ ଘଂଟା ରାସ୍ତା ବନ୍ଦ ରଖିଲା ପୁଲିସ ପ୍ରଶାସନ। ନାହିଁ ନ ଥିବା ଅସୁବିଧାରେ ସମ୍ବୁଖୀନ ହେଲେ ଲୋକେ। ଗଣମାଧ୍ୟମ କର୍ମୀ ପହଂଚିବା ପରେ ଗମନାଗମନ ହେଲା ସ୍ୱାଭାବିକ। ଘଟଣା ଟି…
ରାଜ୍ୟସଭା ନିର୍ଵାଚନ: ସରୋଜିନୀ ହେମ୍ବ୍ରମ ନେଇ ଚର୍ଚ୍ଚା ଜୋର।
ବାରିପଦା(ନିରପେକ୍ଷ ଖବର)ତା-୦୪/୦୩-ଋାଜ୍ୟର ସର୍ବବୃହତମ ଜିଲ୍ଲା ମୟୂରଭଞ୍ଜ ହୋଇଥିବା ବେଳେ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଗଣିତ ହେଉଛି । ଆଦିବାସୀ ବହୁଳ ଜିଲ୍ଲାରେ ବିଜୁ ଜନତାଦଳର ଆଗଧାଡିର ମହିଳା ନେତ୍ରୀ ସରୋଜନୀ ହେମ୍ବ୍ରମ୍ ବିଭିନ୍ନ ପଦପଦବୀରେ ରହି ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟ…
ବାରିପଦାରେ ପଲସର ଆତଙ୍କ …
ବାରିପଦା ୦୨/୦୩-(ନିରପେକ୍ଷ ଖବର): ସହରରେ କଳା ପଲସର ଆତଙ୍କ । ସନ୍ଧ୍ୟା ୬ଟା ବେଳେ ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଲୁଟର ଶିକାର ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ର ସୁଲଚନା ନାଏକ ।ସୋମବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଏକ ବନ୍ଧନ ବ୍ୟାଙ୍କରୁ ୮୦ ହଜାର…
ଡେଡ଼ ଲାଇନ ଶେଷ ହେଲା ପରେ କଟିଲା ଫାଇନ।
ବାରିପଦା(ନିରପେକ୍ଷ ଖବର)ତା-୦୨/୦୩- ସରକାର ଙ୍କ ପକ୍ଷରୁ କିଛି ମାସ ପାଇଁ କୋହଳ ହୋଇଥିବା ମୋଟର ଯାନ ଆଇନର ଡେଡ଼ ଲାଇନ ଶେଷ ହୋଇଛି।ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ କରିବାକୁ ନିୟମ କାନୁନ କୁ କଡ଼ାକଡ଼ି କରି ପାଳନ କରିବା ଯାଞ୍ଚ ଆରମ୍ଭ ହୋଇଯାଇଛି। ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧,…
ଜେଲ୍ ରେ ବିଚାରାଧିନ କଏଦୀର ମୃତ୍ୟୁ…
ବାରିପଦା(ନିରପେକ୍ଷ ଖବର)ତା-୦୧/୦୩/୨୦୨୦-ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାର ର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ…
ବିଦ୍ୟୁତ୍ କର୍ମଚାରୀଙ୍କର ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ।
ବାରିପଦା(ନିରପେକ୍ଷ ଖବର)ତା-୨୭/୦୨-ନେସ୍କାବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ବାରିପଦା ରଘୁନାଥପୁର ଠାରେ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିଲା। ସଂଘର ସହସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତିକୃଷ୍ଣ ବେହେରା ସହିତ ସଂଘର ସାଧାରଣ ସମ୍ପାଦକ…
ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୭/୦୨ – ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି
ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ
ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ…
ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ରାଜ୍ୟସରକାର: ଲେଖାଶ୍ରୀ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୭/୦୨: କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିପାରିବେ ନାହିଁ କି, କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାରେ ଆସିବା ପରେ ଖଣିସଂପଦର ନିଲାମି…
ଚୋରକୁ କଙ୍ଗାରୁ କୋର୍ଟରେ ଶାସ୍ତି
ବାରିପଦା(ନିରପେକ୍ଷ ଖବର)ତା-୨୭/୦୨/୨୦୨୦- ଛେଳି ଚୋରି କରିବା ମହଙ୍ଗା ପଡିଲା ଯୁବକକୁ। କଙ୍ଗାରୁ କୋର୍ଟରେ ଶାସ୍ତି ଦେଲେ ଗ୍ରାମବାସୀ। ଏଭଳି ଭୟଙ୍କର ଚିତ୍ର ବା କଙ୍ଗାରୁ କୋର୍ଟ କହୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବିଧାନସଭା ଅଧୀନରେ ଥିବା ଚାନ୍ଦୁଆ…
ଓଡ଼ିଶା ଫାର୍ମାସିଷ୍ଟ୍ ସେବାସଂଘର ନୂତନ କାର୍ଯ୍ୟ କାର୍ତ୍ତାଙ୍କ ଶପଥ ଗ୍ରହଣ…
ଭୁବନେଶ୍ୱର, ନିରପେକ୍ଷ ଖବର:ତା:୨୩/୦୨/୨୦୨୦ ଉତ୍କଳ ସାମ୍ବାଦିକ ଭବନରେ ଓଡ଼ିଶା ଫାର୍ମାସିଷ୍ଟ୍ ସେବାସଙ୍ଘର ନୂତନ କାର୍ଯ୍ୟକାର୍ତ୍ତାଙ୍କ ଶପଥ ଗ୍ରହଣ ରବିବାର ସଂଘ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ଭାବେ ନବୀନ କୁମାର ମହାପାତ୍ର,…
ସରକାର ମୋତେ ରୋଜଗାର ଦିଅ….
ବାରିପଦା(ନିରପେକ୍ଷ ଖବର)ତା-୨୩/୦୨/୨୦୨୦-ଏବେ ରାଜ୍ୟରେ ଦିନକୁଦିନ ବେକାରୀ ସମସ୍ୟା ଉତ୍କୋଟ ରୂପ ଧାରଣ କରିଲାଣି।ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଏଥିପ୍ରତି ଦୃଷ୍ଟି ନଦେବାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଛି।ଦିନକୁ ଦିନ ରାଜ୍ୟରେ କଳକାରଖାନ ଲୋପ ପାଉଥିବା ବେଳେ…
