Uncategorized ନାବଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ। Biswajit bhuyan/Baripada Aug 22, 2020 0 ବାରିପଦା(ନିରପେକ୍ଷ ଖବର) ତା-୨୨/୦୮-ଘରେ କେହି ନଥିବାର ଫାଇଦା ନେଇ ନାବାଳିକାଙ୍କୁ ଅପହରଣ କରିବା ସହ ଦୀର୍ଘ ୩୫ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଭିମଦା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି। ଅଭିଯୁକ୍ତ ଜଣକ…