Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ତାରିଖ ୦୫/୦୨/୨୦, ବୁଧବାର ଆଜିର ମୁଖ୍ୟ ଖବର:-*୧.ଭୁବନେଶ୍ୱର:ଶିଶୁପାଳଗଡ଼ ଠାରେ ସର୍ଭେ ଆରମ୍ଭ କଲା ASI: * ୨, ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟସ ଫାଉଣ୍ଡେସନ ପରୀକ୍ଷାରେ କଳାହାଣ୍ଡିର ସାଇନା ଅଗ୍ରୱାଲ ହେଲେ ଟପ୍ପର।* ୩. ବେଆଇନ ନିର୍ମାଣ ବିରୋଧରେ ସର୍ବକ୍ଷମା ଆବେଦନ ଅବଧି ୧୫ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। *୪-ଭୁବନେଶ୍ୱର:ଏଣିକି ଗୋଟିଏ ଅଫିସରେ କିରାଣୀଙ୍କ ୬ ବର୍ଷ ଚାକିରୀ ପରେ ହେବ ବଦଳି: *୫-କଟକ:ମରଣ ଯୋଡିଲା ଦୁଇଟି ସଂପର୍କ,ଗଞ୍ଜାମ ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ପାଇଁ ନୂଆ ଜୀବନ ପାଇଲେ ବରଗଡ଼ ଅତାବିରାର ଫିରୋଜ ସାହୁ ଏବଂ ଆଉ ଜଣେ ରୋଗୀ। ଓଡ଼ିଶାରେ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି ସଫଳ। *୬-କରୋନା ଆତଙ୍କ ! ପିଲାମାନଙ୍କୁ ଥଣ୍ଡା ଜର ଲକ୍ଷଣ ଦେଖାଗଲେ ଶିକ୍ଷକ କରାଇବେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା: *୭-ବାର୍ଡ଼ ଫ୍ଲୁ ଆତଙ୍କ! ୩ ମାସ ପାଇଁ ସିଲ୍ ହେଲା ଓୟୁଏଟି କୁକୁଡ଼ା ଫାର୍ମ। *୮-ସମ୍ବଲପୁର:ବିଭିନ୍ନ ଦାବୀ ନେଇ ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା। *୯-ମୋଦୀ ସରକାରଙ୍କ ଅଭିନବ ଯୋଜନା, ସପିଂ କର, ଜିଏସଟି ବିଲ୍ ଆଣ ଏବଂ ୧୦ ଲକ୍ଷରୁ ୧ କୋଟି ଲଟେରୀ ଜିତ। *୧୦-ନୂଆଦିଲ୍ଲୀ:ନିର୍ଭୟା ମାମଲା- ଦୋଷୀଙ୍କୁ ଅଲଗା ଅଲଗା ଦିଆଯାଇପାରେ ଫାଶି, ଆଜି ରାୟ ଦେଇ ପାରନ୍ତି ହାଇକୋର୍ଟ : *୧୧-ପାକିସ୍ଥାନକୁ ୧୦ ଓ୍ବିକେଟରେ ହରାଇ ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଭାରତ। *୧୨-ବେଜିଂ: ମୃତ୍ୟୁ ସଂଖ୍ୟା ୪୨୭ଜଣ,୨୦୪୩୮ଜଣ ଆକ୍ରାନ୍ତ, କରୋନା ଆତଙ୍କରେ ଥରୁଛି ଚୀନ୍‌, ସାରା ବିଶ୍ବରେ ସତର୍କତା: ଭୟଙ୍କର ଭୂତାଣୁକୁ ଚେକ୍‌ ଦେବାକୁ ପ୍ରତିଷେଧକ ପଦକ୍ଷେପ ଜୋରଦାର।

0
Mo sapath

Leave A Reply

Your email address will not be published.