Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଚଳିତ ସଂରକ୍ଷଣ କୋଟାକୁ ୪୯.୫ ପ୍ରତିଶତରୁ…

ଭବନେଶ୍ୱର :ନିରପେକ୍ଷ ଖବର:  ୧୦/୦୧: ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱର୍ରେ ଆର୍ଥିକ ଅନଗ୍ରସରତା ଭିତିରେ ସାଧାରଣ ବର୍ଗର ଗରିବ ର୍ ପରିବାରଙ୍କୁ ଶିକ୍ଷା ଏବଂ ସରକାରୀ ନିଯୁ୍କ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣର ଏହି ଐତିହାସିକ ପ୍ରସ୍ତାବକୁ ଉଭୟ ଲୋକସଭା ଏବଂ…

ବିଜେବି ମହାବିଦ୍ୟାଳୟ ପରିସରରେ ପାଇକ ବିଦ୍ରୋହ ସ୍ମୃତିଚିତ୍ର ଓ ଲିଫଟ୍‌ ଲୋକାର୍ପିତ …..

ଭୁବନେଶ୍ୱର, ନିରପେକ୍ଷ ଖବର: ୧୦/୦୧/୨୦୧୯  ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପାଇକ ବିଦ୍ରୋହ ସ୍ମୃତିଚିତ୍ର ଓ ଲିଫଟ୍‌ ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ଓ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି…

ରାଜ୍ୟର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଆଜି ବିଜୁ ଜନତା ଦଳର କବଳରେ:କଂଗ୍ରେସ

ଭୁବନେଶ୍ୱର :୧୦.୦୧.୧୯ .(ନିିରପେକ୍ଷ ଖବର) ରାଜ୍ୟର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଆଜି ବିଜୁ ଜନତା ଦଳର କବଳରେ ତା’ର ସାମ୍ବିଧାନିକ ଗୁରୁତ୍ୱ ଏବଂ ମହତ୍ୱ ହରାଇଛି । ରାଜ୍ୟର କାର୍ଯ୍ୟରତ ଅନେକ ଅର୍ଦ୍ଧ ନ୍ୟାୟିକ ସଂସ୍ଥାଗୁଡିକୁ ବିଜେଡି ସରକାର କେବଳ ଦଳୀୟ ଥଇଥାନର କେନ୍ଦ୍ର କରି ନାହାନ୍ତି,…

ଚଳିତ ମାସ ୨୫ ରେ ଓଡିଶା ଆସିବେ ରାହୁଲ ଗାନ୍ଧି…

ଭୁବନେଶ୍ୱର .(ନିରପେକ୍ଷ ଖବର ) ତା .୮.୧.୨୦୧୯-- ଜାତୀୟ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ରାହୁଲ ଗାନ୍ଧୀ ଚଳିତ ମାସ ୨୫ ତାରିଖ ରେ ଓଡିଶା ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକର୍ମ ରେ ଯୋଗଦେବା ପାଇଁ ନିଷ୍ପତି ଚୂଡାନ୍ତ ହୋଇଛି ।ଏହି ପରିପ୍ରେକ୍ଷୀ ରେ ଏକ ପ୍ରସ୍ତୁତି ବୈଠକ ପି.ସି.ସି.…

ଆସନ୍ତାକାଲି ୧୮ ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ….

ଭୁବନେଶ୍ୱର(ନିରପେକ୍ଷ ଖବର):ଦୁଇ ଦିନିଆ ଭାରତ ବନ୍ଦର ଦ୍ୱିତୀୟ ଦିନ ଅର୍ଥାତ ଆସନ୍ତାକାଲି ୧୮ ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, ଜଗତସିଂହପୁର, ସମ୍ବଲପୁର,…

କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେଲେ…

ଭୁବନେଶ୍ୱର ନିରପେକ୍ଷ ଖବର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷମୁକ୍ତ କରିଥିଲେ। ଏହା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ କୋର୍ଟ ରାୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସତ୍ୟର ଜୟ ହୋଇଛି ଓ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ…

ବାରିପଦା- ନିରପେକ୍ଷ ଖବର:୫ ଜାନୁଆରୀ ୨୦୧୯- ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲାର ବାରିପଦା ଗସ୍ତ କରି  ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗଦେଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଦ୍ୱାରା ନିର୍ମିିତ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜି…

କାଳିଆ ଯୋଜନାରେ ଯୋଡିହେବା ପାଇଁ ହିତାଧିକାରୀ କୃଷକ ସବୁଜ ରଙ୍ଗର ଫର୍ମକୁ ବ୍ୟବହାର ନିମନ୍ତେ ରାଜ୍ୟ ସରକାରଙ୍କ…

ଭୁବନେଶ୍ୱର, ନିରପେକ୍ଷ ଖବର : ‘କାଳିଆ’ ଯୋଜନା ହେଉଛି ଏକ ଅଭିନବ ପଦକ୍ଷେପ ଯାହାକି କୃଷକମାନଙ୍କ ହିତସାଧନ ପାଇଁ ଉଦ୍ଦିଷ୍ଟ । ‘କାଳିଆ’ର ଅର୍ଥ ହେଉଛି-କୃଷକଙ୍କ ଜୀବନ ଜୀବିକା ଏବଂ ଆୟବୃଦ୍ଧି ପାଇଁ ସହାୟତା । ଏହି ଯୋଜନାଟିକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୮ ମସିହା ଡିସେମ୍ବର ୩୧…

ପୂର୍ତ ବିଭାଗର ଧୂର୍ତ ସଚିବ ଏବେ ବିଜେଡି ଟ୍ରେଜେରର: ବିଜେପି

ଶାସକ ବିଜେଡିର ଦଳୀୟ ପୋଷ୍ଟରରେ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ ନଳିନୀ ପ୍ରଧାନ..... ଭୁବନେଶ୍ୱର, ତା ୦୨/୦୧: ଶାସକ ବିଜେଡିର ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ସଚିବ ନଳିନୀ ପ୍ରଧାନଙ୍କ ପୋଷ୍ଟର ଲାଗାଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏବେ ରାଜ୍ୟରେ ଶାସକ ବିଜେଡି ଦଳ ଏବଂ…

ନୂଆବର୍ଷରୁ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ….

ଭୁୁବନେଶ୍ୱର,. ନିରପେକ୍ଷ ଖବର:  ଅଣ ସବସିଡ୍ ଯୁକ୍ତ  ଏଲପିଜି ସିଲିଣ୍ଡରର ମୂଲ୍ୟ ଭୁବନେଶ୍ୱର ଠାରେ ଜାନୁଆରୀ ୧  ତାରିଖରୁ  ୧୨୧ ଟଙ୍କା ୫୦ ପଇଷା ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ମୂଲ୍ୟ ହ୍ରାସ ଓ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ବଢିବା କାରଣରୁ…

ରାଜଧାନୀରୁ ଫେରାର ଥିବା ଗୋଲଡେନ୍ ବାବାକୁ ଧରିବାରେ ସକ୍ଷମ ହୋଇଛି ଚନ୍ଦ୍ରଶେଖର ପୁଲିସ…

ନିରପେକ୍ଷ ଖବର: ରାଜଧାନୀରୁ ଫେରାର ଥିବା ଗୋଲଡେନ୍ ବାବାକୁ ଧରିବାରେ ସକ୍ଷମ ହୋଇଛି ଚନ୍ଦ୍ରଶେଖର ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାମ ଜ୍ୟୋତିରଞ୍ଜନ ବେହେରା ଓରଫ ଗୋଲଡେନ୍ ବାବା ବୋଲି ଜଣାପଡ଼ିଛି।କିଛି ମହଲରେ, ଗୋଲଡେନ୍ ବାବା ନିଜକୁ ରାଜନୈତିକ ନେତା କହି ଏକ ପ୍ରକାର ପରିଚୟ ନିଜର ସୃଷ୍ଟି…

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ୱର, ନିରପେକ୍ଷ ଖବର:  ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ପେଟ୍ରୋଲିୟମ ଏବଂ ଦକ୍ଷତାବିକାଶମନ୍ତ୍ରଣାଳୟର ପ୍ରୟାସ ଅନୁସାରେଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ସାରା ରାଜ୍ୟରେ ଜନସେବା କେନ୍ଦ୍ର ମାନଙ୍କରେ ଉଜ୍ଜ୍ୱଳା ସାନିଟାରି  ନାପ୍କିନ୍ ପ୍ରସ୍ତୁତକାରୀ ସଂସ୍ଥା…

ଏନ୍.ଆଇ.ଏଟି.ର ପ୍ରତିଷ୍ଠା ଦିବସରେ ରାମକଥା ଓ ଜ୍ଞାନଯଜ୍ଞ ।

ଭୁବନେଶ୍ୱର,    ନିରପେକ୍ଷ ଖବର:  ୨୯/୧୨-ଏନ୍.ଆଇ.ଏ.ଟି ର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏକବିିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର…

ଭୁବନେଶ୍ୱର ସାହିତ୍ୟ ସମାଜର ‘ଶୀତ ଆସର’

ଭୁବନେଶ୍ୱର,  ନିରପେକ୍ଷ ଖବର:   ତା.୩୦/୧୨/୨୦୧୮ ଭାଷାର ଭିନ୍ନତା ଓ ସାଂସ୍କୃତିକ ବିବିଧତା ରହିଥିବା ଭାରତ ପରି ଦେଶରେ ସାହିତ୍ୟ ଆମର ସାମାଜିକ ସାଂସ୍କୃତିକ ସଂପର୍କକୁ ସଶକ୍ତ କରିପାରିଛି । ସାହିତ୍ୟ ହିଁ ବିଶ୍ୱଦୃଷ୍ଟି ଓ ମାନବିକତାର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ବୋଲି…

Latest Videos