Blank space
Blank space
Breaking News/ମୁଖ୍ୟ ଖବର:
ନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଶ୍ୱଭୂଷଣ ହରିଚନ୍ଦନ ..

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୧/୦୭: ଓଡିଶା ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ନୂଆ ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରି ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ…

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ…

ଭୁବନେଶ୍ବର,ନିରପେକ୍ଷ ଖବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଜିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଉତ୍ତର ଓ ଉପକୂଳ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଲଘୁଚାପ ଅଧିକ ଘନୀଭୂତ ହେଉଥିବାରୁ ଆସନ୍ତା ୪୮ଘଣ୍ଟା…

ଧାନ କ୍ରୟ ନସରିବା ପର୍ଯ୍ୟନ୍ତ ମଣ୍ଡି ଖୋଲାରଖିବା ପାଇଁ ଦାବି କଲା କୃଷକମୋର୍ଚ୍ଚା..

*ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇନଥିବାରୁ ହଜାର    ହଜାର କ୍ୱିଂଟାଲ ଧାନ ଖତ ଖାଉଛି.. *ଧାନ ଅମଳ ସରିବା ପରେ ବି ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ.. *ମଣ୍ଡିରେ ଧାନ ବିକ୍ରି କରିନପାରି ଅସାଧୁ ମିଲର ମାନଙ୍କୁ କ୍ୱିଂଟାଲ ପିଛା ୯୦୦ ରୁ ୧୦୦୦ ଟଙ୍କାରେ ବିକ୍ରି…

ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ ଭକ୍ତି ସାହିତ୍ୟ କାଳଜୟୀ, ଆଧ୍ୟାତ୍ମିକତା ଏହାର ଆଧାର

ଭୁବନେଶ୍ୱର,ନିରପେକ୍ଷ ଖବର: ୩୦/୦୬/୨୦୧୯ ଓଡ଼ିଆ ଭକ୍ତି ସାହିତ୍ୟର ପଟାନ୍ତର ନାହିଁ । ଆଧ୍ୟାତ୍ମିକତାକୁ ଆଧାର କରି ଓଡ଼ିଆଙ୍କ ଜୀବନଧାରାକୁ ପ୍ରଭାବିତ କରିଆସିଛି । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ଉପଜୀବ୍ୟ କରି ଭକ୍ତିସାହିତ୍ୟ ସମୁନ୍ନତ ହୋଇଛି ବୋଲି ଏଠାରେ ମତପ୍ରକାଶ…

ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଖୋଲିବ କଲେଜ୍‌ …. 

ଭୁବନେଶ୍ଵର,ନିରପେକ୍ଷ ଖବର:୩୦/୦୬/୨୦୧୯: ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଖୋଲିବ କଲେଜ୍‌ । ସଠିକ୍ ସମୟରେ ପାଠ୍ୟକ୍ରମ ଶେଷ,ପରୀକ୍ଷା ପରିଚାଳନା ଓ ଫଳାଫଳ ପ୍ରକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବାକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ…

ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ଆଧୁନିକୀକରଣ ଏବଂ ଗୁଣାତ୍ମକ ମାନ ବୃଦ୍ଧି ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ..

ଭୁବନେଶ୍ୱର,ନିରପେକ୍ଷ ଖବର: ୨୯/୦୫/୨୦୧୯ ଉଚ୍ଚଶିକ୍ଷା ବିଭାଗର ୫୨ଟି ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଡ. ସାହୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ଆଧୁନିକୀକରଣ…

ସମାଜ’ ପକ୍ଷରୁ ଓଜସ୍ବିନୀ ଓଡିଶା ପ୍ରତିଯୋଗିତା ‘ଗୋପବନ୍ଧୁ ଭାରତର ଗର୍ବ’

ଭୁବନେଶ୍ବର,ନିରପେକ୍ଷ ଖବର:୨୯ା୬(ନି.ପ୍ର):ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ରାଜ୍ୟ ନୁହେଁ ସାରା ଭାରତର ଗର୍ବ ଓ ଉଜ୍ଜଳମୟ ତାରାକା। ଛାତ୍ରଛାତ୍ରୀ ପିଲା ଗୋପବନ୍ଧୁଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଶନିବାର ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଆୟୋଜିତ ଓଜସ୍ବିନୀ ଓଡିଶା…

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତର ଙ୍କୁ ମାଡ ଅଭିଯୋଗରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

ବାରିପଦା, ନିରପେକ୍ଷ ଖବର: ୨୯/୦୬/୨୦୧୯  ଆଜି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ମାଡ ମରା ଯାଇଥିବାର ଅଭିଯୋଗ ହୋଇଛି। ମେଡିକାଲ ରେ ମେଡ଼ିସିନ ବିଭାଗ ରେ ଥିବା ଜଣେ ରୋଗୀଙ୍କ…

ବାରିପଦାର,ବେତାନଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା 4 ମୃତ୍ୟ 10 ଗୁରୁତର।

ବାରିପଦା ନିରପେକ୍ଷ ଖବର:ତା:୨୭ ବୁଧବାର ରାତି 12ଟା ସମୟ ରେ ଭୁବନେଶ୍ୱର ରୁ ବାରିପଦା ଆସୁଥିବା କଳ୍ପନା(ମା ମଙ୍ଗଳା)      ନାମକ ଏକ ଘରୋଇ ବସ ବେତାନଟି ନିକଟସ୍ଥ ଆଗରିଆ ପାଖରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ 10 ଜଣ ଗୁରୁତର ଅବସ୍ଥା ରେ ଚିକିତ୍ସିତ…

ଘରୋଇ ସ୍କୁଲର ଏଜେଂଟ ସାଜିଛନ୍ତି ରାଜ୍ୟ ସରକାର – କଂଗ୍ରେସ

ଭୁବନେଶ୍ୱର , ନିରପେକ୍ଷ ଖବର ତା ୨୭.୬.୨୦୧୯  ଓଡିଶାରେ ସରକାରୀ ସ୍କୁଲରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଘରୋଇ ସ୍କୁଲ ପ୍ରତି ଅହେତୁକ ଅନୁକମ୍ପା ହେତୁ ଆଜି ଓଡିଶାରେ ସରକାରୀ ସ୍କୁଲରେ ଶିକ୍ଷା…

ଅଶୋକ ପରିଜା ଓଡ଼ିଶାର ନୂଆ ଆଡ଼ଭୋକେଟ ଜେନେରାଲ୍ …

ଭୁବନେଶ୍ୱର, ନିରପେକ୍ଷ ଖବର : ବରିଷ୍ଠ ଆଡ଼ଭୋକେଟ ତଥା "ବରକାଉଁସିଲ୍ ଅଫ ଇଣ୍ଡିଆ"ର ପୂର୍ବତନ ଚେୟାରମ୍ୟାନ ଅଶୋକ ପରିଜାଙ୍କୁ ଓଡ଼ିଶା ସରକାର ଆଡ଼ଭୋକେଟ ଜେନରଲ୍ ଭାବେ ନିଯୁକ୍ତି କରିଛନ୍ତି।ପୂର୍ବରୁ ସୂର୍ଯ୍ୟ ପ୍ରସାଦ ମିଶ୍ର ଏହି ପଦରେ ଥିଲେ।ମାତ୍ର ୨୩ ବର୍ଷ ବୟସରୁ ଶ୍ରୀ ଅଶୋକ ପରିଜା…

ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଲୋକାର୍ପିତ…

ଭୁବନେଶ୍ୱର ,ନିରପେକ୍ଷ ଖବର: ୨୩/୦୬: ରାଜଧାନୀ ଭୁବନେଶ୍ୱର ର ମାର୍କେଟ୍ ବିଲିଡିଙ୍ଗ ନିକଟରେ ବହୁ ପ୍ରତିକ୍ଷିତ ବିଜୁ ପଟ୍ଟନାୟକ ସ୍ମୁତି ଫଟୋ ଗ୍ୟାଲେରୀ ଆଜି ତା ୨୩ ଜୁନ୍ ୨୦୧୯ ପ୍ୟର୍ବାହ୍ନ ୧୧.୧୫ ମିନିଟ୍ ରେ ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହସ୍ତରେ ଉଦ୍ଘାଟିତ ହୋଇ…

ଅଷ୍ଟ୍ରେଲିଆରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ତରଫରୁ ‘ଫନୀ’ ପ୍ରଭାବିତଙ୍କୁ (୮,୩୬,୫୫୦.୫୦ ଟଙ୍କା)…

ନିରପେକ୍ଷ ଖବର, ଭୁବନେଶ୍ୱର: ଗତ ମେ’ ମାସରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ସାମୁଦ୍ରିକ ବାତ୍ୟା ‘ଫନୀ’ ସୌନ୍ଦର୍ଯ୍ୟଭରା ଓଡ଼ିଶାର ଉପକୂଳକୁ ଦେଇଯାଇଛି ଅସରନ୍ତି ଦୁଃଖ ଏବଂ କରିଦେଇଛି ସୌନ୍ଦର୍ଯ୍ୟବିହୀନ । ଓଡ଼ିଶାର ଏହି କ୍ଷୟକ୍ଷତିକୁ ପୁନର୍ରୁଦ୍ଧାର କରିବା ଏକପ୍ରକାର ଜରୁରୀ ହୋଇପଡ଼ିଛି…

ଓର୍‌ମାସ୍‌ ଆମ୍ବ ମେଳା ଉଦ୍‌ଯାପିତ…

* ୫ ଦିନରେ ୩୬ ମେଟି୍ରକ୍‌ ଟନ୍‌ ଆମ୍ବ କାରବାର * ପ୍ରତି ଜିଲ୍ଲାରେ ବିକ୍ରୟ କେନ୍ଦ୍ର ଖୋଲିବ ଓର୍‌ମାସ୍‌ ଭୁବନେଶ୍ୱର:ନିରପେକ୍ଷ ଖବର, ତା.୦୬/୦୬/୨୦୧୯ରିଖ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓର୍‌ମାସ୍‌ ତରଫରୁ ଭୁବନେଶ୍ୱରରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର…

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ।

*ନୂଆ ଓ ପୁରୁଣା ୨୦ ଜଣିଆ ମନ୍ତ୍ରୀ ତାଲିକା: ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ.. ନିରପେକ୍ଷ ଖବର:ଭବନେଶ୍ୱର, ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ। ସକାଳ ସାଢେ ଦଶଟା ବେଳେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟପାଳ ପ୍ରଫେସର…

ଓଡ଼ିଶାର ‘ଫନୀ’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ଏଚ୍ପିସିଏଲ୍ ତରଫରୁ ୫ କୋଟି ଟଙ୍କା ସହାୟତା

ଭୁବନେଶ୍ୱର :ନିରପେକ୍ଷ ଖବର: ୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ ‘ଏଚ୍ପିସିଏଲ୍’ ତରଫରୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।            ଶ୍ରୀ…

ଓଡ଼ିଶାର ‘ଫନୀ’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ବିପିସିଏଲ୍ ପକ୍ଷରୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ନିରପେକ୍ଷ ଖବର:୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ତଥା ଓଡ଼ିଶାର ପୁନଃନିର୍ମାଣ ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ ବିପିସିଏଲ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା…

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ Banking on wheel କାର୍ଯ୍ୟକ୍ରମ

ଭୁବନେଶ୍ୱର: ନିରପେକ୍ଷ ଖବର:୨୦ ମେ ୨୦୧୯- ୨୦୧୯ ମଇ ମାସ ୩ ତାରିଖ ଦିନ ସାମୁଦ୍ରିକ ଝଡ ଫନୀ / ଫଣି ରୂପରେ ପ୍ରକୃତିର କରାଳ ରୂପକୁ ପ୍ରତ୍ୟକ୍ଷ କରିଥିଲା ଆମ ରାଜ୍ୟ ଓଡ଼ିଶା । ସମୁଦାୟ ୧୪ ଗୋଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ସବୁଠାରୁ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲା ରାଜ୍ୟର ରାଜଧାନୀ…

‘ଫନି’ ବିପନ୍ନଙ୍କୁ ଗେଲ୍ ପକ୍ଷରୁ ୫ କୋଟି ଟଙ୍କା ସହାୟତା ପ୍ରଦାନ..

ଭୁବନେଶ୍ୱର ନିରପେକ୍ଷ ଖବର: ୨୦/୦୫/୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଗେଲ୍ (ଇଣ୍ଡିଆ) ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)କୁ ରିଲିଫ ଏବଂ ଥଇଥାନ ବାବଦକୁ ୫ କୋଟି ଟଙ୍କା ସହାୟତା…

Latest Videos