Blank space
Blank space
Breaking News/ମୁଖ୍ୟ ଖବର:
କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ଗର୍ବିତ….

ବାରିପଦା(ନିରପେକ୍ଷ ଖବର)ତା-୧୩/ଅଗଷ୍ଟ/୨୦୧୯- ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ତଥା ଓଡ଼ିଶା ମାଟି ଆଜି ଗର୍ବିତ। ଜାତୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ଏକମାତ୍ର ଯୁବକ ସୁବ୍ରତ କୁମାର ଦାସ। ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଯୁବ…

ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଉଥିବା ବ୍ୟକ୍ତିଙ୍କୁ ମିଳିବ ଜେଲ୍ ଦଣ୍ଡ….

*ଧର୍ମାନ୍ତରଣ ବିରୋଧୀ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି ଏବେ ମୋଦି ସରକାର ...... ନିରପେକ୍ଷ ଖବର: ମୋଦି ସରକାରଙ୍କ ଧର୍ମାନ୍ତରଣ ବିରୋଧୀ ବିଲ୍ ଆଣିବାକୁ ଯୋଜନା। ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନ କରିବେ। ବିଜେପି ସହ ଜଡିତ ଲୋକେ ବହୁ ପୂର୍ବରୁ ହିଁ ଏପ୍ରସଙ୍ଗକୁ…

କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ….

ବାରିପଦା(ନିରପେକ୍ଷ ଖବର)ତା-୧୧/ଅଗଷ୍ଟ/୨୦୧୯-ମୟୁରଭଞ୍ଜ ଜିଲ୍ଲା ବିଶୋଇ ଠାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଅଛି।ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଅଛି । ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ…

ପୁଣି ଏକ ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିଲା……

ବାରିପଦା(ନିରପେକ୍ଷ ଖବର)ତା-୧୦/ଅଗଷ୍ଟ/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଲୋମହର୍ଷକାରୀ ଓ ଲଜ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ କଲେଜ ପଢୁଆ ଝିଅର ଲଗ୍ନ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଣିଷରୂପୀ ରାକ୍ଷସଙ୍କ କବଳରେ ଶିକାର ହେଲେ ଏହି କଲେଜ ପଢ଼ୁଆ ନାବାଳିକା…

ବିନା ମୂଲ୍ୟରେ ୫ କିଲୋୱାଟ୍‌ ପର୍ଯ୍ୟନ୍ତ ବିଦୁ୍ୟତ୍ ଶକ୍ତି ପାଇବା ସହ ବାର୍ଷିକ ୫୦ ହଜାର ଟଙ୍କା ସଂଚୟ କରିପାରିବେ…

ଭୁବନେଶ୍ୱର,ନିରପେକ୍ଷ ଖବର:୧୦/୦୮/୧୯ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ପୁରୀ କଚେରୀ ରୋଡ୍‌ଠାରେ ଟାଟା ପାୱାର ସୋଲାର ସିଷ୍ଟମ୍‌ ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମିଶ୍ର…

ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ..

ଭୁବନେଶ୍ୱର,ନିରପେକ୍ଷ ଖବର:୦୭/୦୮/୨୦୧୯ ହସ୍ତତନ୍ତର ଉତ୍କର୍ଷ ଓ ବୁଣାକାରମାନଙ୍କ କଲ୍ୟାଣ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ କହିଛନ୍ତି । ଆଜି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ସମ୍ମିଳନୀ କକ୍ଷରେ ପଞ୍ଚମ ଜାତୀୟ ହସ୍ତତନ୍ତ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନୂତନ ମୋବାଇଲ୍‌ ଆପ୍‌ ଲୋକାର୍ପିତ

ଭୁବନେଶ୍ୱର,ନିରପେକ୍ଷ ଖବର: ୦୭/୦୮/୨୦୧୯ ଚାଷୀମାନଙ୍କୁ କୀଟନାଶକର ସଠିକ୍‌ ବ୍ୟବହାର ସଂପର୍କରେ ସଚେତନ କରିପାରିଲେ ଚାଷ ଓ ଚାଷୀଙ୍କୁ ସୁରକ୍ଷିତ କରାଯାଇପାରିବ । ରୋଗପୋକର ଆକ୍ରମଣରୁ ଫସଲକୁ ରକ୍ଷା କରିବା ଓ କୀଟଦମନ ଦିଗରେ ପ୍ରସ୍ତୁତ ଏହି ନୂତନ ମୋବାଇଲ୍‌ ଆପ୍‌ ବୈପ୍ଳବିକ ପରିବର୍ତ୍ତନ…

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍…

ଦିଲ୍ଲୀ,ନିରପେକ୍ଷ ଖବର:ତା:୦୬/୦୮/୧୯ ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ୬୭ ବର୍ଷ ବୟସରେ ଭାରତର ପୂର୍ବତନ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ ।ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଆଜି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ଦେହାନ୍ତ ହୋଇଥିଲା…

ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବ…

ବାରିପଦା(ନିରପେକ୍ଷ ଖବର)ତା-୭/ଅଗଷ୍ଟ/୨୦୧୯- ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ବୁଧବାର ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବାକୁ ଚେତାବନୀ ଦେଲା ଜିଲ୍ଲା ଓକିଲ ସଂଘ। ସ୍ଥାୟୀ କୋର୍ଟ ରହିଥିବା ଜାଗାରେ ନୂତନ ଗୃହ ନିର୍ମାଣ କରିବାକୁ…

ମୋଦି ସରକାରର ବଡ ସଫଳତା ….

ଦିଲ୍ଲୀ, ନିରପେକ୍ଷ ଖବର:ତା"୦୬/୦୮/୨୦୧୯ ମୋଦି ସରକାରଙ୍କ ବଡ ସଫଳତା । ରାଜ୍ୟସଭା ପରେ ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ । ଲୋକସଭାରେ ଏହି ବିଲ୍ କୁ ଗୃହମନ୍ତ୍ରୀ ଅମିତ୍ ଶାହା ଉପସ୍ଥାପନ କରିଥିଲେ। ଗୃହରେ ବହୁମତ କାରଣରୁ ଏହି ବିଲ୍ ସହଜରେ ପାରିତ ହୋଇଥିଲା। ଏହି…

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଚାନକ ଶ୍ରମିକ ହାଟ ଗସ୍ତ…

ଭୁବନେଶ୍ୱର,ନିରପେକ୍ଷ ଖବର:୦୬/୦୮/୨୦୧୯ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅଚାନକ ଶ୍ରମିକ ହାଟ ଗସ୍ତ କରି ଶ୍ରମିକମାନଙ୍କ ସମସ୍ୟା, ସୁବିଧା ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଭୁବନେଶ୍ୱରସ୍ଥ କଳ୍ପନା ଛକ, ନାବାର୍ଡ ବ୍ୟାଙ୍କ, ନୟାପଲ୍ଲୀ, ଡେଲଟ୍‌ା ଛକ…

ଅସୁରକ୍ଷିତ ହୋଇପଡ଼ିଛି ବାରିପଦା ସହର…..

ବାରିପଦା(ନିରପେକ୍ଷ ଖବର)ତା-୬/ଅଗଷ୍ଟ/୨୦୧୯-ବାରିପଦା ସହରରେ ଦିନକୁ ଦିନ ଲୁଟ,ଡକାୟତି, ଦୁର୍ଘଟଣା ଆଦି ବଢ଼ିବାରେ ଲାଗିଛି। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡ଼ିଲାଣି। ଏପରି କି ରାସ୍ତା ମଝିରେ ଯାହାର ଯେଉଁଠି ମନ ହେଉଛି, ସିଏ ସେଠି ଗାଡି ଛିଡା କରିଦେଉଛି। ସତେ ଯେମିତି ଏ ସହର ପାଇଁ…

ଓଡ଼ିଶା କୃଷି ଉତ୍ପାଦନ କ୍ଲଷ୍ଟର ପକ୍ଷରୁ ‘ଚାଷର ସମୃଦ୍ଧି ନିମନ୍ତେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ’ ଶୀର୍ଷକ…

ଭୁବନେଶ୍ୱର,ନିରପେକ୍ଷ ଖବର: ୦୫ ଅଗଷ୍ଟ, ୨୦୧୯ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ଓ ବଜାରର ଆବଶ୍ୟକତା ଉପଲବ୍ଧ କରି କେଉଁ କୃଷି କାର୍ଯ୍ୟ କଲେ ଅଧିକ ଉପଯୁକ୍ତ ହେବ ସେ ବିଷୟରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଓ ଦୀର୍ଘ ମିଆଦି…

ଫକୀର ମୋହନ ମହାବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଖୋଲିବାକୁ ମାର୍ସା ଆର୍ମିର ଦାବି….

ବାରିପଦା(ନିରପେକ୍ଷ ଖବର)୪/୮/୧୯: ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଶ୍ରୀମୟ ଦାସ ଅଧିକାରୀଙ୍କୁ ଭେଟି ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଛାତ୍ର ସଂଗଠନ ମାର୍ସା ଆର୍ମି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

ସଙ୍ଗିନୀ ତରଫରୁ ଶ୍ରାବଣ ସନ୍ଧ୍ୟା ପାଳିତ…

ଭୁବନେଶ୍ୱର,ନିରପେକ୍ଷ ଖବର:୦୩/୦୮/୨୦୧୯,ସ୍ୱର ଶବ୍ଦ ତାଳ କୁ ନେଇ ହୃଦୟର ଅଭିବ୍ୟକ୍ତି। ଶନିବାରରେ ଭାରତୀୟ ବିଦ୍ୟାଭବନ ଠାରେ ସଙ୍ଗିନୀ ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ପାଳିତ ହୋଇଯାଇଛି। ବର୍ଷା କୁ ନେଇ ମନୋରମ ସଙ୍ଗୀତ,କବିତା ଓ ପାଠ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି ।କବିତା ଓ…

ରାଜ୍ୟ ସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣଭାବେ ଫେଲ୍ ମାରିଛି:ବିଜେପି କୃଷିକ ମୋର୍ଚ୍ଚା

* ପୁରୀ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାରରେ ଗଜା ହେଲା ୪୦୦୦ କ୍ୱିଂଟାଲ ଆଳୁ * ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିପାରିଲା ନାହିଁ ପ୍ରଶାସନ * ଗଜା ହୋଇଥିବା ଆଳୁର କ୍ଷତିପୂରଣ ତୁରନ୍ତ ଦିଆଯାଉ   ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୩/୦୮:ରାଜ୍ୟସରକାରଙ୍କ ଆଳୁମିଶନ ଦିଗହରା…

ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ବିଜେଡି କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି :ବିଜେପି

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୨/୦୮: ଶାସକ ବିଜେଡି ରାଜନୈତିକ ସ୍ୱାର୍ଥ ହାସଲ କରିବା ଏବଂ ଭୋଟ ହାତେଇବା ପାଇଁ କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି । କଂଟିଜେନ୍ସି ଫଣ୍ଡକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ । କିନ୍ତୁ ଶାସକ ବିଜେଡି ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ…

ଡିଏସ୍‌ଟି ତାଲିମ ନେଇ ଓପିଟିସିଏଲ୍‌ ଏବଂ ୭ଟି ସରକାରୀ ଆଇଟିଆଇ ମଧ୍ୟରେ ଚୁକ୍ତିନାମା….

ଭୁବନେଶ୍ୱର ,ନିରପେକ୍ଷ ଖବର: ୦୨/୦୮/୨୦୧୯ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ୨୦୧୯-୨୦ ଏବଂ ଆଗାମୀ ଶିକ୍ଷା ବର୍ଷମାନଙ୍କରେ ଡୁଆଲ୍‌ ସିଷ୍ଟମ୍‌ ଟ୍ରେନିଂ (ଡିଏସ୍‌ଟି) ପ୍ରଣୟନ ନେଇ ରାଜ୍ୟର…

ସତ୍ୟନଗର କାଳୀମନ୍ଦିର ନିର୍ମାଧୀନ ରାସ୍ତାରେ ଫସିଲା ସ୍କୁଲ ବସ…

ଭୁବନେଶ୍ୱର:(ନିରପେକ୍ଷ ଖବର )୦୨/୦୮/୧୯ : ଶୁକ୍ରବାର ସକାଳ ୯ଟା ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ କାଳୀମନ୍ଦିର ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଳୀମନ୍ଦିର ଛକ ନିକଟରେ ନିର୍ମାଣଧନ ରାସ୍ତାରେ ଏକ ସ୍କୁଲ ବସ ଫସି ଯାଇଛି। ବସ ଭିତରେ କୁନିକୁନି ସ୍କୁଲ ପିଲା ରହିଥିଲେ ମଧ୍ୟ…

ଚୋରା ଚାଲାଣ ହେଉଥିବା କାଠ ବୋଝେଇ ପିକଅପକୁ ଜବତ କଲା ପୁଲିସ୍….

ବାରିପଦା(ନିରପେକ୍ଷ ଖବର)ତା-୧/ଅଗଷ୍ଟ/୨୦୧୯-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । ଗୁରୁବାର ସକାଳୁ ପୋଲିସ୍ ପେଟ୍ରୋଲିଂ କରୁଥିବାବେଳେ ମୂଲ୍ୟବାନ କାଠ ସହ ଏକ ପିକଅପ ଭ୍ୟାନ ଓ ଗୋଟିଏ ଇଣ୍ଡିଗୋ କାର ଏବଂ ୫ ଜଣକୁ ସନ୍ଦେହରେ ଅଟକ ରଖିଛି…

Latest Videos