Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିର

ଭୁବନେଶ୍ୱର, ନିରପେକ୍ଷ ଖବର :ତା ୧୩/୦୮ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀର ଆଞ୍ଚଳିକ କେନ୍ଦ୍ର,ଭୁବନେଶ୍ୱର ଦ୍ଵାରା ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି "ହର ଘର ତ୍ରିରଙ୍ଗା"କାର୍ଯକ୍ରମ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟର ୫୦ଜଣ…

ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୩/୦୮ ଗତ ୩୧-ଜୁଲାଇ ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ରେ ହୋଇଥିବା ହିନ୍ଦୁ ବିରୋଧୀ ଆକ୍ରମଣ ଘଟଣା କୁ ନିନ୍ଦା କରିଛି ବିଶ୍ୱ ଗୋ ସୁରକ୍ଷା ବାହିନୀ -ଯେଉଁମାନେ ଓଡ଼ିଶା ହାଇକୋର୍ଟ ର ଆଇନଜୀବୀ ସୁରେଶ ପଣ୍ଡା ଏବଂ ତାଙ୍କର ସହ କର୍ମୀ ମାନଙ୍କୁ ରାଜ ରାସ୍ତାରେ…

ବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ

ସୋର, ନିରପେକ୍ଷ ଖବର: ତା ୧୦/୦୮ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ।ମିଳିଥିବା ସୂଚନାଅନୁସାରେ ଆଜି ଅପରାହ୍ନରେ ବିଲକୁ କାମ…

ଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ

ନିରପେକ୍ଷ ଖବର: ତା ୧୦/୦୮ ପୁଣିଥରେ ପୁରୁଣା କୁପ୍ରଥାକୁ ଫେରିବାକୁ ଯାଉଛି। ଏହି ଦେଶରେ ଝିଅଙ୍କ ଆଇନଗତ ବିବାହ ବୟସ ୯ ବର୍ଷ ହେବାକୁ ଯାଉଛି। ଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ଥିବାବେଳେ ତାହାକୁ ୯ ବର୍ଷକୁ ହ୍ରାସ କରାଯିବ। ଏ ସମ୍ବନ୍ଧିତ ବିଲ୍‌କୁ ଇରାକର ନ୍ୟାୟ ମନ୍ତ୍ରାଳୟ ପ୍ରସ୍ତୁତ…

ଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳା

 ଯୋଗଦେବେ ବଲିଉଡ଼୍ ତାରକା ଓ କ୍ରିକେଟର୍‌  ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ  ମେଳାରେ ୧୨୦ରୁ ଅଧିକ ରହିବ ମହିଳା ଷ୍ଟଲ୍‌ ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୦/୧୨ ଆଇଏନ୍‌ଡ଼ବ୍ଲ୍ୟୁଇସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ, ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ (ଆଇସିସି) ଓ ମହିଳା ଉଦ୍ୟୋଗୀ…

ପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୬/୧୨ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଆର ଏନ ସୁନକରଙ୍କ ଅଧ୍ୟକ୍ଷତାରେ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ , ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର…

ବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ

ଭୁବନେଶ୍ୱର,ନିରପେକ୍ଷ ଖବର: ତା: ୧୫/୧୨/ : ରାଜଧାନୀର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୩ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ାଉତ୍ସବ ଜେଷ୍ଟ-୨୦୨୨ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବନମାଳୀ କଲେଜ, କଲିକତାର ଶାରୀରିକ ଶିକ୍ଷା ତଥା କ୍ରୀଡ଼ା…

ଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୫/୧୨ ଭୁବନେଶ୍ବର ସ୍ଥିତ ଦି ଓଡ଼ିଶା ଆସୋସିଏସନ ଫର ଦି ବ୍ଲାଇଣ୍ଡ୍ ପରିସରରେ ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକୁ ଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଅନୁଷ୍ଠିତ ହୋଇଯାଇଛି…

ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର ତା:୧୩/୧୨: ରାଜଧାନୀର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଜେଷ୍ଟ-୨୦୨୨ ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ କ୍ରୀଡ଼ା…

ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର…

ଭୁବନେଶ୍ବର,ନିରପେକ୍ଷଖବର:ତା.୧୪/୧୨ ଭୁବନେଶ୍ୱର ସ୍ଥିତ ଦି ଓଡ଼ିଶା ଆସୋସିଏସନ୍ ଫର୍ ଦି ବ୍ଲାଇଣ୍ଡ୍ ପରିସରରେ ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ ମହିଳା ଥାନାର…

ପଠାଣି ସାମନ୍ତ ଜୟନ୍ତୀ ଉପଲକ୍ଷେ କଳାଭୁମି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୩/୧୨ ରକ୍ତଦାନ ଜୀବନ ଦାନ ର ବାର୍ତ୍ତାକୁ ଆଧାର କରି କଳାଭୁମି ଓଡିଶା ପଠାଣି ସାମନ୍ତ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସେବା କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସାମାଜିକ ସଂଗଠନ, ସମାଜସେବୀ ଓ ରକ୍ତଦାତା ମାନେ ଏହି…

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୧୨ ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି | ଏହା ଏକ ସାର୍ବଜନୀନ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର…

ଭିନ୍ନକ୍ଷମ ସପ୍ତାହ ଅବସରରେ ରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ଆମ୍ବୁଲାନ୍ସ ସେବା ଲୋକାର୍ପିତ

* ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ୧୫ ଜଣ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଶ୍ରବଣ ଯନ୍ତ୍ର ପ୍ରଦାନ । * ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାଲ୍‌କର୍ସ କ୍ଲବ । ଭୁବନେଶ୍ୱର,ନିରପେକ୍ଷ ଖବର:୧୨/୧୨ ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍…

ତୋର ମୋର କଟି” ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୧୨ ଝିଲିକ ମୋସନ୍ ପିକ୍ଚର୍ସ ର ତୃତୀୟ ଅବଦାନ "ତୋର ମୋର କଟି" ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ ଉତ୍ସବ ଆଜି ଭୁବନେଶ୍ୱର ର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ଅଭିନେତ୍ରୀ ରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ…

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ ର ଅଡିଓ ରିଲିଜ୍*

ଭୁବନେଶ୍ୱର, ନିରପେକ୍ଷ ଖବର ତା.୧୧/୧୨ ଗତ ଆଠ ତାରିଖ ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର "ପୋଲିସ ବାବୁ" ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି l ଏହି ଚଳଚ୍ଚିତ୍ର ରେ ଥିବା ତିନିଟି ଯାକ ଗୀତ ଶ୍ରୋତା ଙ୍କ ମନକୁ ଛୁଇଁଲା ଭଳି ହୋଇଛି l ଆଜି…

ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ବିଭାଗ ଦ୍ୱାରା ବିଶ୍ୱ ମାନାବାଧିକାର ଦିବସ ପାଳିତ

ଭୁବନେଶ୍ୱର,ନିରପେକ୍ଷ ଖବର :୧୦/୧୨ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍‌ର ଜାତୀୟ ସେବା ଯୋଜନା ବିଭାଗ ଆନୁକୁଲ୍ୟରେ ଆଜି ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍‌ସ ପାର୍କ ବିଜୁ ଆଦର୍ଶ କଲୋନୀଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ର ଜାତୀୟ ସେବା…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍ସ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୨ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ଫୋରମ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍‌ ଦିବସ ସହିଦ ନଗର (ୱାର୍ଡ ନମ୍ବର ୪୧) ରେ ପାଳିତ ହୋଇଥିଲା। ଚଳିତ ବର୍ଷ ବିଶ୍ବ ଏଡସ ଦିବସ ପାଳନ କରିବାର ବିଷୟ ବସ୍ତୁ ଥିଲା…

ମିଡ଼ିଆ ମହାକୁମ୍ଭ ଉଦ୍ଘାଟିତ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୨/୧୧ ଆମର ଦୈନଦିନ ଜୀବନର ସାଂସ୍କୃତିକ ଅଭ୍ୟାସ ବିସ୍ତାର କରିବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଆମ ସଂସ୍କୃତିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ସହ ଆମର ପସନ୍ଦକୁ ବ୍ୟାପକ କରିଛି | ଗଣମାଧ୍ୟମ ସୂଚନା ପ୍ରବାହ ସହିତ…

ବଲିଉଡ୍ ତାରକା ସଲ୍‌ମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ତଥା ଚର୍ଚ୍ଚିତ ଫେସନ୍ ଡିଜାଇନର ଆସ୍‌ଲେ ରେବେଲୋଙ୍କ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୨/୧୧ ଚର୍ଚ୍ଚିତ ଫେସନ୍ ଡିଜାଇନ୍ ଏବଂ ବଲିଉଡ୍ ତାରକା ସଲମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ଆସ୍‌ଲେ ରେବେଲୋ ଆଇ.ଏନ୍‌.ଆଇ.ଏଫ୍‌.ଡି ଭୁବନେଶ୍ୱର ପରିଦର୍ଶନ କରି ଏକ ସ୍ୱତନ୍ତ୍ର ଡିଜାଇନ୍ କର୍ମଶାଳାରେ ଅଂଶଗ୍ରହଣ କରିବା ସହ ଆଇଏନ୍‌ଆଇଏଫ୍‌ଡିର ଡିଜାଇନ…

ଡ୍ରିମର୍ସ ପ୍ଲାନେଟ୍ ଅର୍ଗାନାଇଜେସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ମିଷ୍ଟର, ମିସ୍ ଏବଂ ମିସେସ୍ ଇଣ୍ଡିଆ କସ୍ମୋ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୧୧/୨୨ ଆଜି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ହୋଟେଲ ଏକ୍ସିଲେନସିରେ ଆୟୋଜିତ ହୋଇଯାଇଛି । ଯୁବପିଢୀଙ୍କୁ ନୂତନ ସୁଯୋଗ ଦେବା ସହ ସେମାନଙ୍କ…

Latest Videos