Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ବଲାଙ୍ଗୀରଠାରେ ବିପିସିଏଲ୍ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ….

* ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁଙ୍କ କରକମଳରେ ଡିସେମ୍ବର ୨୭ ତାରିଖରେ ବଲାଙ୍ଗୀର ଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ହେବ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ..... * ୨୦୧୮ ମସିହା ମେ ୨୧ ତାରିଖରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକ….

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨/୧୨/୨୦୧୯,ରାଜ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଏସ୍‌ଏଲ୍‌ବିସି, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନାବାର୍ଡ, ଅର୍ଥ ବିଭାଗ ଏବଂ ସମସ୍ତ ବ୍ୟାଙ୍କିଂ କ୍ଷେତ୍ରର ସହଭାଗିତା ଜାରି ରହି ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ସକି୍ରୟ ଭାବେ ସଂପାଦନା କରାଯାଉଥିବା …

ମୟୁରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।

ବାରିପଦା(ନିରପେକ୍ଷ ଖବର)ତା-୨୦/ଡ଼ିସେମ୍ବର/୨୦୧୯-ଆଜି ମୟୁରଭଞ୍ଜ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ମୂଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାମର ତଦାରଖ କରିବା ସହିତ ଅଧିକାରୀ ମାନଙ୍କ ସହ ସେ ଆଲୋଚନା କରିଛନ୍ତି।ଏଥି ସହିତ ପଣ୍ଡିତ ରଘୁନାଥ…

ନାଗରିକତା ସଂଶୋଧନ ବିଧେୟକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତା

ଦିଲ୍ଲୀ, ନିରପେକ୍ଷ ଖବର:୧୯/୧୨/୧୯ ସମସ୍ତ ଦେଶ ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ ଜରିଆରେ ଆଶ୍ୱାସନା ଦେଇଛନ୍ତି । ଟ୍ୱିଟ ଜରିଆରେ କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ” । ଆଲୋଚନା, ବିତର୍କ…

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ମାଲକାନଗିରିଠାରେ ଶିକ୍ଷକ ଆବାସିକ ଭବନ ଓ ଅତିରିକ୍ତ ଶ୍ରେଣୀ ଗୃହ…

ଭୁବନେଶ୍ୱର,ନିରପେକ୍ଷ ଖବର:୧୮/୧୨/୨୦୧୯ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଚିତ୍ରକୋଣ୍ଡା ବ୍ଳକ୍‌ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ରହଣି ସୁବିଧା ଏବଂ ଛାତ୍ରଛାତ୍ରୀମାନଙ୍କର…

ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର,ନିରପେକ୍ଷ ଖବର: ୧୮/୧୨/୨୦୧୯ ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍‌ଠାରେ ଆୟୋଜିତ ୭୯ତମ ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଯୋଗଦେଇଛନ୍ତି । ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ବାଲେଶ୍ଵରରେ ହାଣି ବାରିପଦାରେ ଆତ୍ମସମର୍ପଣ କଲା ମହିଳା….

ବାରିପଦା:(ନିରପେକ୍ଷଖବର),୧୮/୧୨/୧୯:ସ୍ୱାମୀକୁ କଟୁରିରେ ରେ ହାନି ଥାନା ରେ ଆତ୍ମସମର୍ପଣ କଲା ରଖିତା ସ୍ତ୍ରୀ। ସ୍ତ୍ରୀର ମାନ୍ୟତା ନ ଦେବାରୁ ବୁଧବାର ଭୋର ୪ଟା ସମୟରେ ବାଲେଶ୍ଵର ଗୁଡିପଦାରେ ରହୁଥିବା ସ୍ୱାମୀକୁ ମାରି ଘର କବାଟ ଦେଇ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ରକ୍ଷିତା…

ଭୟାନକ ଅଗ୍ନିକାଣ୍ଡରେ ଜଳିଗଲା କାଚ ଫେକ୍ଟ୍ରି …

ବାରିପଦା:(ନିରପେକ୍ଷଖବର),୧୭/୧୨/୨୦୧୯: କାଚ ଫେକ୍ଟ୍ରି ରେ ଭୟାବହ ଅଗ୍ନିକାଣ୍ଡ। ଦୀର୍ଘ ୮ ଘଣ୍ଟା ଧରି ନିଆଁ କୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୩ଟି ଟିମ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଗତକାଲି ରାତି ଗୋଟେ ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ଏ ପର୍ଯ୍ୟନ୍ତ…

ଡାକ୍ତରଖାନାରେ ନବଜାତ ଶିଶୁକୁ ଛାଡି ବାପା ବୋହିନେଲା ସ୍ତ୍ରୀର ଶବ ….

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-କଥାରେ ଅଛି ସ୍ୱାମୀ ଓ ସ୍ତ୍ରୀର ବନ୍ଧନ ଯୋଗେ ଯୋଗେ ରହିଛି, ଆଗକୁ ବି ରହିବ। ସ୍ତ୍ରୀର ପ୍ରେମ ଆଉ ଭଲ ପାଇବା ଯେ ଖାଲି ଜୀବିତ ଅବସ୍ଥାରେ ତାହା ନୁହେଁ ମୂର୍ତ୍ୟୁପରେ ମଧ୍ୟ ସେହି ଭଲ ପାଇବାକୁ ଜୀବିତ ରଖି ହୁଏ। ତାକୁ ପ୍ରମାଣ କରି…

ନିଷ୍ଠୁର ସାଜିଲା ମାଆ….

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-ପୁଣି ନିଷ୍ଠୁର ସାଜିଲା ମାଆ। ୧୦ ଦିନର ଶିଶୁ କନ୍ୟାକୁ ଡାକ୍ତରଖାନା ବାରଣ୍ଡାରେ ଛାଡି ଦେଲା ମା। ଏମିତି ଏକ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ବେତନଟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି କିଛି ଦିନ ତଳେ ଜଣେ…

ସ୍ୱାସ୍ଥ୍ୟସେବାର ନଗ୍ନ ଚରିତ୍ର, ଉପହାସ ପାଲଟିଛି 5T

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯- ପୁଣି ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସରକାରଙ୍କର 5T ଯୋଜନା ଏଠି ଉପହାସ ପାଲଟିଛି। ଏକ୍ସପାରି ସାଲାଇନରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଜଣେ ରୋଗୀକୁ ଏକ୍ସପାରି ସାଲାଇନ ଦେଇ ଡାକ୍ତର ହଟହଟା ହେବା ଭଳି ଘଟଣା…

ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ କରାଯାଇଥିବା ଘଟଣାକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ

ଭୁବନେଶ୍ୱର:(ନିରପେକ୍ଷଖବର),୧୫/୧୨/୧୯: ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାର ଆଜି ପୂର୍ଣ୍ଣଛେଦ ପଡିଛି। ବିଜିପିର ଅଭିଯୋଗକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ ସଭ୍ୟା। ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ଆସିଛି ନୂଆମୋଡ। ଆମକୁ…

କଷ୍ଟ ସହି ନ ପାରି ସବୁ ଦିନ ପାଇଁ ଆଖି ବୁଜି ଦେଲେ ଜଣେ ଏଚଆଇଭି ରୋଗୀ

ବାରିପଦା:(ନିରପେକ୍ଷଖବର),୧୩/୧୨/୧୯: ସହି ପାରିଲାନି କଷ୍ଟ ଆଉ ଯନ୍ତ୍ରଣା। ଦୀର୍ଘ ବର୍ଷ ଧରି HIV ରୋଗୀରେ ପୀଡିତ ହୋଇ ବଞ୍ଚିବାକୁ ଚାହିଁଲା ନାହିଁ ଜଣେ HIV ରୋଗୀ। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ। ଏଭଳି ଏକ ଅଭାବନୀୟ ଘଟଣା ତିରିଙ୍ଗ ଥାନା ସୁନାପୋଷି ଗ୍ରାମରେ…

ନୂତନ ଜଙ୍ଗଲ ବାହାନାରେ ଜଙ୍ଗଲ କାଟି ଧ୍ୱଂସ କରୁଛି ବନ ବିଭାଗ

ବାରିପଦା(ନିରପେକ୍ଷ ଖବର)ତା-୧୩/ଡିସେମ୍ବର/୨୦୧୯: ବନ ବିଭାଗର ବିଚିତ୍ର ନୀତି। ଗଛର ଚାରକୁ ଜୀବନ ଦେବାକୁ ଯାଇ ପରିବେଶ ପ୍ରଦୂଷଣ ରୋକୁଥିବା ବଢ଼ିଲା ଗଛଗୁଡ଼ାକୁ କାଟି ପକାଉଛି। ନୂତନ ଚାରା ଉତ୍ପାଦନ ବାହାନାରେ ବଳି ପଡ଼ିଛନ୍ତି ଶତାଧିକ ଔଷଧୀୟ ବୃକ୍ଷ। ବାରିପଦା-ଚିତ୍ରଡ଼ା ରାଜ୍ୟ ରାଜପଥ…

ପାଠ ହେଲା କାଳ…..

ବାରିପଦା(ନିରପେକ୍ଷ ଖବର)ତା-୧୦/ଡ଼ିସେମ୍ବର/୨୦୧୯-ପାଠ ହେଲା କାଳ ।ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଛାତ୍ର କଲେ ଆତ୍ମହତ୍ୟା।ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣା ଘଟିଛି। ଗୁରୁତର…

ଦେବକୁଣ୍ଡ ଜଳପ୍ରପାତ ପାଖରେ ଏକ ମଲା ହାତୀ ଠାବ..

ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯-ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲରେ ଏକ ମଲା ହାତୀ ପଡିଥିବା ଠାବ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ର ଜେନାବିଲା ରେଞ୍ଜ ଅଧିନ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ଜଳପ୍ରପାତର ବାମ ପାର୍ଶ୍ୱ ରେ ଏହି ହାତୀ ମରି ପଡିଥିବାର…

ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ…

ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯- ଜଣେ ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ। ମୟୁରଭଞ୍ଜରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି।ନାବାଳକ ଜଣକ ନାବାଳିକା କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରିଆ…

ମୟୁରଭଞ୍ଜରେ ଫୁଟିଲା ଗୁଳି….

ବାରିପଦା:(ନିରପେକ୍ଷଖବର),୯/୧୨/୧୯:ଆଦିବାସୀ ବହୁଳ ଜିଲ୍ଲାରେ ଗୁଳିମାଡ଼। ଘଟଣାଟି ଆଶ୍ଚର୍ଯ୍ୟ ହେଲେ ବି ଏମିତି ଘଟଣା ଘଟିଛି ମୟୁରଭଞ୍ଜରେ। ଜିଲ୍ଲାରେ ଅନ୍ଧବିଶ୍ୱାସ ପିଛା ଛାଡିବାର ନାଁ ଧରୁନି। ଗୁଣି ଗାରେଡି ସନ୍ଦେହରେ କେତେବେଳେ ଗାଁରୁ ବାଛନ୍ଦ କରାଯାଉଛି ତ ପୁଣି କେତେବେଳେ ହତ୍ୟା…

ସ୍ୱଧାର ଗୃହରୁ ଦୁଇ ଅନ୍ତେବାସୀଙ୍କୁ ନେଇ ଚମ୍ପଟ ମାରୁଥିବା ଅଭିଯୁକ୍ତ ଗିରଫ ।

ବାରିପଦା(ନିରପେକ୍ଷ ଖବର)ତା-୯/ଡିସେମ୍ବର/୨୦୧୯: ସ୍ଥାନୀୟ ସ୍ବଧାର ଗୃହରୁ ୮ଦିନ ଧରି ନିଖୋଜ ଥିବା ଦୁଇ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କଲା ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତମାନେ ଅନ୍ତେବାସୀମାନଙ୍କୁ ନେଇ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗ ନେଇଯାଉଥିବା ବେଳେ ପୁଲିସ ସେମାନଙ୍କୁ…

ମୟୁରଭଞ୍ଜରେ ମୁଣ୍ଡ ବିହୀନ ଛୁଆ..ଦେଖନ୍ତୁ ବିରଳ ଘଟଣା

ବାରିପଦା(ନିରପେକ୍ଷ ଖବର)ତା-୮/୧୨/୧୯: ବାଙ୍ଗିରିପୋଷି ବ୍ଲକର କୁସୁମବନ୍ଧ ଗ୍ରାମରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗାଈ ଏକା ଥରକେ ତିନୋଟି ଛୁଆ ଜନ୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟେ ମୁଣ୍ଡ ବିହୀନ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସବୁଠୁଁ ବଡ଼ ଆଶ୍ଚର୍ଯ୍ୟର…

Latest Videos