Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

0

ୟୁନ
ଭୁବନେଶ୍ବର, ନିରପେକ୍ଷ ଖବର: ତା ୨୦/୦୯ ଭୁବନେଶ୍ବର ଭେଟେରାନ ଫୁଟବଲ ପ୍ଲେୟାର୍ସ ଆସୋସିଏସନ ଅନୁକୂଲ୍ୟରେ ଦ୍ୱିତୀୟ ଥର ପାଇଁ
ଜିଲ୍ଲା ସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୟୁନିଟ -1 ସ୍ଥିତ ଖେଳପଡିଆରେ ଆସନ୍ତା ସେପ୍ଟେମ୍ବର ମାସ 22 ତାରିଖରୁ
ଆରମ୍ଭ ହୋଇ ସେପ୍ଟେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଉଦଘାଟନୀ ମ୍ୟାଚ ସେପ୍ଟେମ୍ବର
୨୨ ତାରିଖରେ ଦିବା 3 ଘଟିକାରେ ଏବଂ ଫାଇନାଲ ମ୍ୟାଚ ସେପ୍ଟେମ୍ବର ତାରିଖ ଦିନ ସନ୍ଧ୍ୟା 6 ଟା ଘଟିକାରେ ଖେଳାଯିବ
। ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ 10 ଟି ଦଳ ଭାଗ ନେବେ । ସେମାନେ ହେଲେ 1. ଘାଟିକା
ଉତ୍କଳ ଫୁଟବଲ ଏକାଡେମୀ, କଟକ, 3. କ୍ୟାପିଟାଲ ହାଇସ୍କୁଲ, ୟୁନିଟ -3, 4. ଲୋୟଲା
ରେସିଡେନ୍ସିଆଲ ସ୍କୁଲ, 6. ଓ.ଡି.ଏମ ପବ୍ଲିକ ସ୍କୁଲ, ପଟିଆ, 7. କିସ ହାଇସ୍କୁଲ, ୫. ସହିଦ
ଜଟଣୀ ଏକାଡେମୀ, 10. ସାଇ ଇନ୍ଟରନ୍ୟାଶନାଲ ସ୍କୁଲ ଟୁର୍ଣ୍ଣାମେଣ୍ଟ ଟି ନକ ଆଉଟ ପଦ୍ଧତିରେ ଖେଳାଯିବ । ଚମ୍ପିଆନ
ଦଳକୁ କପି ସମେତ 15000 ଟଙ୍କା ନଗଦ ପୁରସ୍କାର ଆକାରରେ ପ୍ରଦାନ କରାଯିବ ସହିତ ରନର୍ସଅଫ ଦଳକୁ ଟ୍ରଫି ସହିତ
ନଗଦ 10,000 ଟଙ୍କା ପୁରସ୍କାର ପ୍ରଦାନ କରାଯିବ, ଟୁର୍ଣ୍ଣାମେଣ୍ଟରେ 3ୟ ସ୍ଥାନ ଅଧିକାର କରିଥ‌ିବା ଦଳକୁ ନଗଦ ୭୦୦୦
ଟଙ୍କା ପୁରସ୍କାର ଏବଂ 4ର୍ଥ ସ୍ଥାନ ହାସଲ କରିଥିବା ଦଳକୁ ନଗଦ 5000 ଟଙ୍କା ପ୍ରଦାନ କରାଯିବ ବୋଲି
ଆସୋସିଏସନର ସଭାପତି ନବରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି । ଟୁର୍ନାମେଣ୍ଟର ପ୍ରତ୍ୟେକ ମ୍ୟାଚରେ ଶେଷରେ
ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ଘୋଷଣା କରାଯିବ ଏବଂ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବ । ପ୍ରତ୍ୟେକ ବିଭାଗ ମଧ୍ୟରୁ
ଶ୍ରେଷ୍ଠ ଖେଳାଳି ଫାଇନାଲରେ ପୁରସ୍କୃତ କରାଯିବ । ଟୁର୍ଣ୍ଣାମେଣ୍ଟରେ କିଛିଜଣ ଖେଳାଳିଙ୍କୁ ଚିହ୍ନଟ କରାଯାଇ ଓଡିଶା
ବାହାରର ଏକାଡେମୀକୁ ପ୍ରଶିକ୍ଷଣ ନିମନ୍ତେ ପ୍ରେରଣ କରାଯିବାର ଯୋଜନା ରହିଛି । ଏହି ଭେଟେରାନ ଆସୋସିଏସନ
ଗତ ବର୍ଷ ଅକ୍ଟୋବର 10 ତାରିଖ ଦିନ ଏଡିସନାଲ ରେଜିଷ୍ଟାର ଅଫ ସୋସାଇଟି, ଭୁବନେଶ୍ଵରଙ୍କ ନିକଟରେ ପଞ୍ଜିକୃତ
ହୋଇଥିଲା ଏବଂ ଏହାପରେ ଅକ୍ଟୋବର ମାସରେ ଯଗାମର ସ୍ଥିତ ଫୁଟବଲ ଖେଳପଡିଆରେ ଭେଟେରାନ ଟୁର୍ଣ୍ଣାମେଣ୍ଟ
ଅନୁଷ୍ଠିତ କରାଯିବ । ଉକ୍ତ ନବଗଠିତ ଆସୋସିଏସନ ରାଜ୍ୟସ୍ତରୀୟ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫୁଟୁଲ ଖେଳର
ବିକାଶ ନିମନ୍ତେ ଆୟୋଜନ କରିବାକୁ ଯାଉଅଛି । ଉଦଘାଟନୀ ମ୍ୟାଚ 22 ତାରିଖ ଦିନ କଟକ ର ୟଙ୍ଗ ଉତ୍କଳ ଏକାଡେମୀ
ସହିତ ଘାଟିକା ହାଇ ସ୍କୁଲ ଭେଟିବ । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ନବରଞ୍ଜନ ପଟ୍ଟନାୟକ, ସାଧାରଣ
ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ଯୁନିଲାଇଟ ର ପର୍ଯ୍ୟବେକ୍ଷକ ଶ୍ରୀ ଦେବବ୍ରତ ମହାନ୍ତି, ଉପସଭାପତି ଶ୍ରୀ ପ୍ରଦୀପ କୁମାର
ବଳିୟାରସିଂ, ଶ୍ରୀ ବିରଂଚି ନାରାୟଣ ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ଦାଶ, କୋଷାଧକ୍ଷ ଶ୍ରୀ ଶ୍ରୀମନ୍ତ
କୁମାର ମହାନ୍ତି, ମଧୁସୂଦନ ଦାସ, ମହେଶ୍ବର ସିଂ, ପ୍ରଶାନ୍ତ ପ୍ରଧାନ, ପ୍ରଦିପ କୁମାର ଦାସ, ରାଧାଶ୍ୟାମ ସାହୁ, ବିଜୟ କୁମାର
ରାଉତ ଓ ଶଙ୍କର ପ୍ରତାପ ସିଂ ସାମନ୍ତ ।

Mo sapath

Leave A Reply

Your email address will not be published.