Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଉତ୍କଳ ବିକାଶ ପରିଷଦ” ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

0

ନିରପେକ୍ଷ ଖବର:ତା ୨୫/୦୬ ରାଜେଶ କୁମାର ଲେଙ୍କା (କଟକ): ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” କଟକ ପକ୍ଷରୁ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ଆୟତପୁର ବଜାର, କୈବର୍ତ୍ୟ ସାହି,ବ୍ରାହ୍ମଣ ସାହି,ଶବର ସାହି ,ଶୁକ୍ଲ ସାହି,ବ୍ରାହ୍ମଣବାଡ(କ),ମହାପ୍ରଭୁ ନଗେଶ୍ୱରନାଥ ମନ୍ଦିର ପରିସର,କନକ ଦୁର୍ଗା ମନ୍ଦିର ପରିସର,ନାରାୟଣ ମନ୍ଦିର ପରିସର ଆଦି ବିଭିନ୍ନ ସ୍ଥାନରେ ମହାମରୀ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଛି ! ଏହି ମହତ ସେବାକାର୍ଯ୍ୟରେ ପରିଷଦର କର୍ମକର୍ତ୍ତା ବଳରାମ ନାୟକ, ସଞ୍ଜୟ ସାହୁ,ସଞ୍ଜୟ ସେଠୀ, କୃଷ୍ଣଚନ୍ଦ୍ର ବେହେରା,ଶିବପ୍ରସାଦ ବେହେରା, ଆବୁଲି ବେହେରା, ସୁଶାନ୍ତ ସେଠୀ, ପିଣ୍ଟୁ ନାୟକ, ନଗେନ୍ଦ୍ର ବେହେରା, ସୋନୁ ବେହେରା, ଖିତିଶ ଶୁକ୍ଲ, ମନୋରଞ୍ଜନ ସେଠୀ, ପ୍ରକାଶ ମିଶ୍ର,ଵିଜୟ ନାୟକ,ନିରଞ୍ଜନ ରାଉଳ,କୃଷକ ନେତା ଦେବୀ ପ୍ରସାଦ ପତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ! ପରିଷଦର ଏହିପରି ସେଵା କାର୍ଯ୍ୟକୁ ସାଧରଣରେ ଉଚ୍ଚ ପ୍ରସଂଶା କରାଯାଇଛି ! ସମାଜର ଦୁର୍ଦିନରେ, ବିଭିନ୍ନ ସମସ୍ୟାରେ ସେବାକାର୍ଯ୍ୟ ଜାରି ରହିବ,ଏଥିପାଇଁ ସମସ୍ତେ ଏକତାବଦ୍ଧ ଭାବରେ ସହଯୋଗ କରିବାକୁ ପରିଷଦର ସଭାପତି ସମାଜସେବୀ ଇଂ.ପ୍ରକାଶ ସେଠୀ ନିବେଦନ କରିଛନ୍ତି !

Advertising
Mo sapath

Leave A Reply

Your email address will not be published.