ସାମାଜିକ ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧ Debabrat Mohanty Mar 24, 2021 0 ନୂଆଦିଲ୍ଲୀ,ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୩ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓଡିଶା ପର୍ବ । ଚଳିତ ବର୍ଷ ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ରୂପରେ, ଚମତ୍କାର ଢଙ୍ଗରେ ନୂଆ ଉତ୍କଣ୍ଠା ଓ ଉତ୍ସାହ ନେଇ ଆସୁଛି । କୋଭିଡ୍ ୧୯ ଗାଇଡଲାଇନ୍କୁ ଦୃଷ୍ଟିରେ… Read More...
ସାମାଜିକ ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳ ସେବାର ଶୁଭାରମ୍ଭ Debabrat Mohanty Mar 23, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୩/୦୩ ମହାତ୍ମାଗାନ୍ଧୀ ମାର୍ଗ (ରାଜା ଛକ)ଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୁଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶର ଉପଦେଷ୍ଟା ଶ୍ରୀଯୁ୍କ୍ତି ପ୍ରଦ୍ୟୁମ୍ନ କୁମାର ସତପଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଜଳସେବା ଉଦ୍ଘାଟିତ ହୋଇଯାଇଛି। ଏହି … Read More...
ସାମାଜିକ ନୀଳାଚଳ ଇସ୍ପାତ୍ ନିଗମର ଘରୋଇ କରଣ ପରିବର୍ତ୍ତେ ଏକ ସରକାରୀ ଉଦ୍ୟାଗରେ ମିଶ୍ରଣ ହେଉ Debabrat Mohanty Mar 16, 2021 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୦୩: ଓଡ଼ିଶାର କଳିଙ୍ଗନଗର ଠାରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମର ଘରୋଇ କରଣ ପରିବର୍ତ୍ତେ କୌଣସି ଏକ ସରକାରୀ ଉଦ୍ୟାଗ ସହ ମିଶ୍ରଣ କରି କାରଖାନା ଚାଲୁ କରିବାକୁ ଦାବି ହୋଇଛି। ଏନେଇ ଆଜି ଶତାଧିକ କର୍ମଚାରୀ ଓ ଶ୍ରମିକ… Read More...
ସାମାଜିକ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ଓଡ଼ିଆ ଭାଷା ଆମର ଅସ୍ମିତା ଉପରେ ସଚେତନତା Debabrat Mohanty Mar 11, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୦୩ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ମହାତ୍ମାଗାନ୍ଧୀ ମାର୍ଗରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ହେଉଛି ଆମର ଅସ୍ମିତା ଏବଂ ଓଡ଼ିଆ ଭାଷା ସମ୍ପର୍କରେ ବିଶ୍ଵବ୍ୟାପୀ ବ୍ୟାପକ… Read More...
ସାମାଜିକ ଓକିଲ ସଂଘ ସାଂସ୍କୃତିକ ପରିଷଦର ରୌପ୍ୟ ଜୟନ୍ତୀ Debabrat Mohanty Feb 28, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର:୨୭/୦୨ ଭୁବନେଶ୍ୱର ଓକିଲ ସଂଘ ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ଦୁଇ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନ ଦିବସରେ ଉଦ୍ଘାଟକଭାବେ ଉଚ୍ଚନ୍ୟାୟାଳୟର ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲା ଦୌରାଜଜ୍… Read More...
ସାମାଜିକ କର୍କଟ ପୀଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ Debabrat Mohanty Feb 28, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୭/୦୨ ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ୍ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରେଡ୍ ସ୍ୱସ୍ତିକ ଓଡ଼ିଶା ଶାଖା… Read More...
ସାମାଜିକ ଓଡିଶା ମୋ ପରିବାରର ୫୦ ସ୍ୱେଚ୍ଛାସେବୀ ଦେଲେ ରକ୍ତ Debabrat Mohanty Feb 27, 2021 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୨:ଓଡିଶା ମୋ ପରିବାରର ୫୦ ଜଣ ସ୍ୱେଚ୍ଛାସେବୀ ଦେଲେ ରକ୍ତଦାନ। ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସହଯୋଗରେ ଏହି ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା। ୱାର୍ଡ଼ ନମ୍ବର-୧୭, ପଥରବନ୍ଧ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଭୁବନେଶ୍ୱର… Read More...
ସାମାଜିକ ମହିଳାଙ୍କୁ ସଶକ୍ତିକରଣ କରିବ ସେବା ପ୍ରୟାସ ଫାଉଣ୍ଡେସନ Debabrat Mohanty Feb 26, 2021 0 ଭୁବନେଶ୍ୱର, ନିରପେକ୍ଷ ଖବର:୨୬/୦୨: ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସେବା ପ୍ରୟାସ ଫାଉଣ୍ଡେସନ ଉଦ୍ୟମ ଆରମ୍ଭ କରିଛି। ଏନେଇ ରାଜଧାନୀରେ ଆୟୋଜନ ହେବ 'କାର ରାଲି' ଚତୁର୍ଥ ସଂସ୍କରଣ ମହିଳାମାନେ କାର ଚଲାଇ ସଡ଼କ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ଦେବେ। ସେବା ପ୍ରୟାସ ଫାଉଣ୍ଡେସନ୍… Read More...
ରାଜନୀତି ତାମିଲନାଡୁରେ ୩୨,୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ Debabrat Mohanty Feb 17, 2021 0 ଲୋକାର୍ପିତ ମହତ୍ୱକାଂକ୍ଷୀ ପ୍ରକଳ୍ପ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳି କରିବ ଧର୍ମେନ୍ଦ୍ର ପ୍ରଧାନ Read More...
ସାମାଜିକ ମୁକ୍ତାକାଶ ପାଠାଗାରରେ ସରସ୍ୱତୀ ପୂଜା Debabrat Mohanty Feb 17, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୬/୦୨ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୂଲ୍ୟରେ ମହାତ୍ମା ଗାନ୍ଧି ମାର୍ଗ ରାଜାଛକ ସ୍ଥିତ ମୁକ୍ତାକାଶ ପାଠାଗାରରେ ବାଗ୍ଦେବୀ ମା''ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଅନୁଷ୍ଠିତ… Read More...
ସାମାଜିକ ବୁଣାକାର ପରିବାରର ମହିଳାଙ୍କୁ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ସହାୟତା ପ୍ରଦାନ Debabrat Mohanty Feb 15, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଟେକ୍ ମହେନ୍ଦ୍ରା ଫାଉଣ୍ଡେସନ୍ ସହଯୋଗରେ କୋଭିଡ୍ - ୧୯ ମହାମାରୀ ସମୟରେ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦିଆଯାଇଛି । ଆଠଗଡ଼ ନିକଟସ୍ଥ ମାଣିଆବନ୍ଧ ଗ୍ରାମରେ ଥିବା ବୁଣାକାର ପରିବାରର ୫୦୦ ମହିଳାଙ୍କୁ ସହାୟତା… Read More...
ରାଜନୀତି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳନ Debabrat Mohanty Feb 14, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪.୦୨ - ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୭ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ ୟୁନିଟ୍ ୯ ସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ସ୍ମୃତି… Read More...
ବ୍ୟବସାୟ ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ Debabrat Mohanty Feb 14, 2021 0 ନୂଆଦିଲ୍ଲୀ/ଭୁବନେଶ୍ୱର:ନିରପେକ୍ଷ ଖବର, ତା ୧୪/୦୨ ଦେଶର ପ୍ରଥମ ସିଏନ୍ଜି ଟ୍ରାକ୍ଟର ଶୁଭାରମ୍ଭ ହେବା ଫଳରେ ଚାଷୀମାନେ ନିଜ ଆୟକୁ ବୃଦ୍ଧି କରିବା ସହ ଗ୍ରାମାଂଚଳରେ ରୋଜଗାର ମଧ୍ୟ ବଢିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କ୍ରମେ ଲକ୍ଷ୍ୟ ରଖାଯାଇଥିବା ଦେଶରେ ପ୍ରଦୂଷଣର… Read More...
ସାମାଜିକ ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ Debabrat Mohanty Feb 9, 2021 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୨ ଆୟକର ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ ଆଜି ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ଅଧିବେଶନରେ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ । ଏହି ସୋସାଇଟିରେ ଆୟକର ବିଭାଗର ଅନେକ ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀ ସଭ୍ୟ… Read More...
ସାମାଜିକ ଲେବର କୋଡ଼ ବିରୁଦ୍ଧରେ ପୁଣି ଆନ୍ଦୋଳନ Debabrat Mohanty Feb 3, 2021 0 ଭୁବନେଶ୍ୱର, ନିରପେକ୍ଷଖବର:ତା ୦୩/୦୨ ଲେବର କୋଡ଼ ବିରୁଦ୍ଧରେ ପୁଣି ଆନ୍ଦୋଳନ କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ। କେନ୍ଦ୍ରୀୟ ଶ୍ରମିକ ସଂଗଠନ (ଆଇ.ଏନ୍.ଟି.ୟୁ.ସି.,ଏଚ.ଏମ୍.ଏସ୍.,ଏ.ଆଇ.ଟି.ୟୁ.ସି.,ସି.ଆଇ.ଟି.ୟୁ.,ଏ.ଆଇ.ୟୁ.ଟି.ୟୁ.ସି.,ଏ.ଆଇ.ସି.ସି.ଟି.ୟୁ.,ଟି.ୟୁ.ସି.ସି., ସେୱା) ମାନଙ୍କ… Read More...
ସାମାଜିକ ଆସ ରାଜୁ ଭାଇ ପରି ହେବା Debabrat Mohanty Jan 18, 2021 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୦୧/୨୧, ଅସହାୟଙ୍କ ମୁହଁରେ ହସ ଫୁଟାଇ ରାଜ କିଶୋର ନାୟକ(ରାଜୁ ଭାଇ) ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଜଣେ ଅସହାୟ ବାପାର ସେ ଆଶାବାଡି ସାଜିଛନ୍ତି। ଭୋକ ଉପାସରେ ଦିନ କାଟୁଥିବା ଅସହାୟ ଓ ଭିକାରୀଙ୍କ ମୁହଁରେ ଆହାର ଦେଉଛନ୍ତି। ମେଡିକାଲରେ ଛଟପଟ ହେଉଥିବା… Read More...
ରାଜନୀତି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟର ପ୍ରଗତିରେ ମା’ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋଚନା Debabrat Mohanty Dec 27, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ସଭାପତିତ୍ବ କରିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ… Read More...
ସାମାଜିକ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାତା ସମ୍ମିଳନୀ ଓ ଅମୃତ ସଂଜୀବନୀ ସେବା ସମ୍ମାନ ସମାରୋହ-୨୦୨୦ Debabrat Mohanty Dec 27, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା,୨୭/୧୨ ସ୍ଥିତ ପଲ୍ଲବୀ ମଣ୍ଡପ ରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଲାଇଫ ସାଭିୟର କନକ୍ଲେଭ ଓ ଅମୃତ ସଂଜୀବନୀ ସେବା ସମ୍ମାନ-୨୦୨୦ ଆୟୋଜିତ ହୋଇଯାଇଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ସଦାଶିବ ଜେନାଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି… Read More...
ସାମାଜିକ ସାରା ଭାରତରେ ରାମଭକ୍ତଙ୍କୁ ଯୋଡିବା ପାଇଁ ପ୍ରୟାସ… Debabrat Mohanty Dec 26, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦: ୪୯୦ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମ ଭୂମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତିକ ଏହି ମନ୍ଦିର ୨୦୨୪ ମସିହା ଶେଷ ଆଡକୁ ପୂର୍ଣ୍ଣ ହୋଇଯିବ ଏବଂ ଏହାର… Read More...
ସାମାଜିକ ଦୁଃଖୀ ଜାଣେ ଦୁଃଖର କୋହ… Debabrat Mohanty Dec 21, 2020 0 *ନିଜେ ରକ୍ତ ଦେଇ କମଳାକାନ୍ତଙ୍କ ଅପରେସନ ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କଲେ... ଭଦ୍ରକ,ନିରପେକ୍ଷ ଖବର:ତା ୨୧/୧୨/୨୦୨୦ ଗତ ଶୁକ୍ରବାର ରାତି ପ୍ରାୟ ସାଢ଼େ 10 ସମୟ। ହଠାତ ଏକ ମାଲବାଇ ଟ୍ରେନ ମାଡି ଆସିଲା। ଟ୍ରେନ ଲାଇନରେ ସୋଇଥିବା କମଳାକାନ୍ତ ଜେନାଙ୍କ ହାତରେ ଚଢି ଗଲା। ଦେଖୁ… Read More...