Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ସାମ୍ବାଦିକ ସୁରକ୍ଷା ବିଧେୟକ ବିଧାନସଭାରେ ଆଗତ ହେଉ…

ଗଣତନ୍ତ୍ରର ଜାଗ୍ରତ ପହରୀ ସାଜିଥିବା ଗଣମାଧ୍ୟମ ଏବେ ଅସୁରକ୍ଷିତ...

0

ଭୁବନେଶ୍ୱର,ନିରପେକ୍ଷ ଖବର:୧୭/୧୧: ଗଣତନ୍ତ୍ରର ଜାଗ୍ରତ ପହରୀ ସାଜିଥିବା ଗଣମାଧ୍ୟମ ଏବେ ଅସୁରକ୍ଷିତ ମାନେକରୁଛନ୍ତି। କାର୍ଯ୍ୟରତ ସାମ୍ବାଦିକମାନେ କେତେବେଳେ ମାଡ ଖାଉଛନ୍ତି ଆଉ କେତେବେଳେ ନେତା ଓ ପୁଞ୍ଜିପତିଙ୍କ ଠାରୁ ଅପମାନିତ ହେଉଛନ୍ତି। ଫଳରେ ଦିନକୁ ଦିନ ସାମ୍ବାଦିକମାନେ ସତ୍ୟ ଖବର ପରିବେଷଣ କରିବାରେ ଭୟଭିତ ହେଉଛନ୍ତି। ତେଣୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯିବା ଉଚିତ। ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ଏହି ବୈଠକ ଏମିତି ଅଭିଯୋଗ ହୋଇଛି। ଏହାକୁ ବିଧାନସଭାରେ ଆଗତ କରିବା ପାଇଁ ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ଶତାଧିକ ସାମ୍ବାଦିକ ଫରେଷ୍ଟ ପାର୍କରେ ଆଲୋଚନା କରିଥିଲେ । ଅନେକ ସମୟରେ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଥିବା ନେଇ ଆଲୋଚନା ହୋଇଥିଲା । ଚଳିତ ବିଧାନ ସଭାରେ କିପରି ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯିବ ଓ ଉକ୍ତ ବିଧେୟକ ଆଗତ ହେବ, ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବିଧେୟକ ପ୍ରସ୍ତୁତ ପାଇଁ ଏକ ଡ୍ରାଫ୍ଟ କରିବା ସହ ବିଭିନ୍ନ ବିଧାୟକ, ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଯିବ ବୋଲି ନିଷ୍ପତି ହୋଇଥିଲା । ବୈଠକ ପରେ ସାମ୍ବାଦିକମାନେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ରାମଚଣ୍ଡି ପ୍ରସାଦ ରଣସିଂହ, ଲିଙ୍ଗରାଜ ସାହୁ, କିଶନ କୁମାର ବରାଇ, ଲକ୍ଷ୍ମୀନାରାୟଣ କାନୁନ୍‌ଗୋ, ସୁକାନ୍ତ ରାଉତ, ବିଦ୍ୟାଧର ବାରିକ, ଆଲ୍‌ଫା ରାୟ, ମେନକା ପରିଡ଼ା, ଅରୁଣ କୁମାର ସାହୁ, ଦୀପକ ମହାପାତ୍ର, ନର୍ମଳ ଚନ୍ଦ୍ର ସେଠୀ, ଶକ୍ତିପ୍ରସାଦ ଦାଶ, ସିଦ୍ଧାର୍ଥ ପ୍ରେମଦାଶ, ହେମନ୍ତ ପ୍ରଧାନ, ସିମ୍ପୁଲ ନାୟକ, ଏସ୍.କେ. ସୟଦ, ଅଶ୍ୱିନୀ କୁମାର ଦାସ, ପ୍ରବୀଣ କୁମାର ମହାପାତ୍ର, ଅଶୋକ ନାୟକ, ବିଭୂତି ନାୟକ, ଲକ୍ଷ୍ମୀକାନ୍ତ ଦାସ, ଦେବବ୍ରତ ମହାନ୍ତ, ଦେବସ୍ମିତା ବେହେରା, ବିମଳ ଚନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ନାୟକ, ସତ୍ୟଜିତ୍ ରାଉତ, ଦେବଦତ୍ତ ପାତ୍ର, ଜିତେନ୍ଦ୍ର ମହାନ୍ତି, ଭାବନୀ ପ୍ରସାଦ ଦାସ, ପ୍ରଦୀପ ମହାନ୍ତି, ରାଜେଶ କୁମାର ମହାନ୍ତି, ପ୍ରସନ୍ନଜିତ୍ ତ୍ରିପାଠୀ, ଦୟାନିଧି ଦାଶ, ନିର୍ଲିପ୍ତା ବରାଳ, ବିକାଶ ଚନ୍ଦ୍ର ବେହେରା, ଗୌରପ୍ରସାଦ ମହାନ୍ତି, ଏସ୍.କେ. ଗୁଜୁରାଲ, ଏସ୍.କେ. ପ୍ରଧାନ, ସୌଗନ ଶତପଥୀ, କାହ୍ନା ନାୟକ, ସୁବିର କୁମାର ପଣ୍ଡା, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 14:04:56 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.