Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସପ୍ତାହାନ୍ତ ସଟଡାଉନ।

ବାରିପଦା(ନିରପେକ୍ଷ ଖବର) ତା-୦୪/୦୭-ମୟୁରଭଞ୍ଜ ଜିଲ୍ଲାରେ ଜୁଲାଇ ଶେଷ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଏବେ ଜିଲ୍ଲାରେ ମୋଟ ୨୫୩ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ…
Read More...

ପୁଣି ୧୦ ଆକ୍ରାନ୍ତ ଚିନ୍ହଟ

ବାରିପଦା(ନିରପେକ୍ଷ ଖବର)ତା-୦୩/୦୭-ମୟୂରଭଞ୍ଜ ଜିଲ୍ଲାରୁ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିନ୍ହଟ ହେବାରେ ଲାଗିଛନ୍ତି।ଶୁକ୍ରବାର ପୁଣି ୧୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଚିନ୍ହଟ ୧୦ ଜଣକ ମଧ୍ୟରୁ ୫ଜଣ…
Read More...

ଜନ୍ମ ଦିନରେ ଶହୀଦ ପରିବାରକୁ ଭେଟିଲେ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ

ବାରିପଦା(ନିରପେକ୍ଷ ଖବର)ତା-୨୮/୦୬-ଜନ୍ମ ମାଟି ଛାଡ଼ି କର୍ମ ଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳର ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଦଳୀୟ ସଂଗଠନ ସୁଦୃଢ ପାଇଁ ରବିବାର ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ପ୍ରଣବ ପ୍ରକାଶ…
Read More...

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ନନ୍ଦୁରାମ

ବାରିପଦା(ନିରପେକ୍ଷ ଖବର)ତା-୧୯/୦୬-ବନ୍ଦେ ମାତରମ୍,ଭାରତ ମାତା କି ଜୟ,ଶହୀଦ ନନ୍ଦୁରାମ ଅମର ରହେ ଅମର ରହେ ଏମିତି ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ।ଲୁହ ଛଳ ଛଳ ଆଖରେ ଶହ ଶହ ଦେଶ ପ୍ରେମୀ ସହିଦ ନନ୍ଦୁରାମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଥିଲେ। ପୂର୍ବ ଲଦାଖର ଗଲୱାନରେ…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ଯଥାବିଧି ନୀତିକାନ୍ତି ସହ ରଥକାର୍ଯ୍ୟ ହେବ ସମ୍ପନ୍ନ

ବାରିପଦା(ନିରପେକ୍ଷ ଖବର)ତା-୧୭/୦୬-ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର। ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ।ବର୍ତ୍ତମାନ ସମୟରେ ରଥଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକାଯାଇପାରିବ ତାହା ପ୍ରମୁଖ ଆହ୍ୱାନ…
Read More...

ଭାରତ-ଚୀନ ରକ୍ତାକ୍ତ ସଂଘର୍ଷରେ ଶହୀଦ ହେଲେ ରାଇରଙ୍ଗପୁର ମାଟିର ପୁଅ

ବାରିପଦା(ନିରପେକ୍ଷ ଖବର) ତା-୧୭/୦୬-ଦେଶ ମତୃକାର ସେବା ପାଇଁ ତିଳେ ମାତ୍ର ପଛଘୁଞ୍ଚା ନଦେଇ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି।ପୂର୍ବ ଲଦାଖ ଅନ୍ତର୍ଗତ ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ।ଭାରତୀୟ ‌ସେନା ଏହାର ପାଲଟା ଜବାବ ମଧ୍ୟ…
Read More...

ପ୍ରେମୀ ଯୁଗଳଙ୍କ ଗଛରେ ଝୁଲି ଆତ୍ମହତ୍ୟା

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ପ୍ରେମୀ ଯୁଗଳ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗତିଲତା ଗ୍ରାମ ଅଞ୍ଚଳରେ। ସେହି ଗ୍ରାମ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତ ଶରୀର ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର…
Read More...

ଡାହାଣୀ ସନ୍ଦେହରେ ହତ୍ୟା…

ବାରିପଦା(ନିରପେକ୍ଷ ଖବର)ତା-୧୫/୦୬-ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ବଞ୍ଚିରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି।ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ।ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମରେ ଡାହାଣୀ ସନ୍ଦେହରେ ଏହି…
Read More...

ଜିଲ୍ଲାରୁ ନୂଆ ୧୩ ଆକ୍ରାନ୍ତ ଚିନ୍ହଟ,ସୁସ୍ଥ ହେଲେ ୧୦

ବାରିପଦା(ନିରପେକ୍ଷ ଖବର)ତା-୧୪/୦୬-ରବିବାର ପହିଲି ରଜରେ ଜିଲ୍ଲାରୁ ପୁଣି ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥି ମଧ୍ୟରୁ ୮ଜଣ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳର ଅଟନ୍ତି।ବାଙ୍ଗିରିପୋଷି, ରରୁଆ,ଗୋପବନ୍ଧୁନଗର, ବଡ଼ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିନ୍ହଟ…
Read More...

ଶତକ ଛୁଇଁବାକୁ ଆଉ ଏକ ବାକି

ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ଜିଲ୍ଲାରେ ଧୀରେ ଧୀରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି।ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁବାକୁ ମାତ୍ର ଗୋଟିଏ ବାକି ରହିଛି। ଶୁକ୍ରବାର ପୁଣି ମୟୁରଭଞ୍ଜରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ…
Read More...

ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲା ପଶୁସମ୍ପଦ ଅଧିକାରୀ

ବାରିପଦା(ନିରପେକ୍ଷ ଖବର)ତା-୧୨/୦୬-ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ ଅଧିକାରୀ ଭିଜିଲାନ୍ସ ଜାଲରେ। ସରକାରୀ ଗାଡ଼ିରେ ଭୂବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ନିକଟରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଚଢ଼ାଉ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁସମ୍ପଦ ବିଭାଗ…
Read More...

ସାଇ ହସ୍ପିଟାଲରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ

* ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ଦେଲା ଓମସା ବାରିପଦା(ନିରପେକ୍ଷ ଖବର)ତା-୧୧/୬-ସାଇ ହସପିଟାଲରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ଜୁନ ୨ ତାରିଖ ରାତିରେ ଡା ପରମେଶ୍ୱର ସିଂଙ୍କୁ ଉକ୍ତ ସାଇ ହସପିଟାଲ କତୃପକ୍ଷ ଐଶର୍ଯ୍ୟରାଜ ପତି, ଡଃ…
Read More...

ପୂଜା ସମୟରେ ହେଲା ବଜ୍ରପାତ ଜଣେ ମୃତ୍ୟୁ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ସାନ୍ତାଳି ସମ୍ପ୍ରଦାୟର ଏକ ପୂଜା ଚାଲିଥିଲା ବେଳେ ବଜ୍ରପାତରେ ଚାଲିଗଲା ଜୀବନ।ଅପରାନ୍ହ ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା ଆଉ ଚାଲିଯାଇଥିଲା ଏକ ଅମୂଲ୍ୟ ଜୀବନ ଓ ଏଥି ସହିତ ୧୦ ଜଣ ଗୁରୁତର ମଧ୍ୟ ହୋଇଛନ୍ତି।ସୁଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର…
Read More...

ବାଘ ଆତଙ୍କ ନେଇ ଭୟଭିତ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ଗାଁ ରେ ଏକ କଲରାପତରିଆ ବାଘ ବୁଲୁଥିବାର ଆତଙ୍କ ନେଇ ଭୟର ବାତାବରଣ ଖେଳିଯାଇଛି।ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର…
Read More...

ବାଘ ଆତଙ୍କ ନେଇ ଭୟଭିତ ଗ୍ରାମବାସୀ

ବାରିପଦା(ନିରପେକ୍ଷ ଖବର)ତା-୧୦/୦୬-ଗାଁ ରେ ଏକ କଲରାପତରିଆ ବାଘ ବୁଲୁଥିବାର ଆତଙ୍କ ନେଇ ଭୟର ବାତାବରଣ ଖେଳିଯାଇଛି।ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୮/୦୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୮ ଥର ସାଂସଦ ଶ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ…
Read More...

ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା

ବାରିପଦା(ନିରପେକ୍ଷ ଖବର)ତା-୦୮/୦୬-ଆଜିର ସମାଜରେ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ମାନବିକତା ହଜିଯାଉଛି। ମାନସିକ ବିକାରଗ୍ରସ୍ତଙ୍କ ପ୍ରତି ଦୟାର ମନଭାଵ ଏମାନଙ୍କ ମଧ୍ୟ ଦେଖିବାକୁ ମିଳୁନାହିଁ।ଲୋକମାନଙ୍କ କ୍ରୁରତାରୁ ଏମାନେ ବର୍ତ୍ତି ପାରୁନାହାନ୍ତି।ଏହି ଭଳି ଏକ କ୍ରୁର ଘଟଣା ଘଟିଛି ମୟୁରଭଞ୍ଜ…
Read More...

୭୦ ଛୁଇଁଲା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା …

ବାରିପଦା(ନିରପେକ୍ଷ ଖବର)ତା-୦୬/୦୬-ଧୀରେ ଧୀରେ ମୟୁରଭଞ୍ଜ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା। ଶନିବାର ପୁଣି ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୫ ଜଣ ଶୁଳିଆପଦା,୨ ଜଣ ବହଳଦା ଏବଂ ୬ ଜଣ ଜଶିପୁର ବ୍ଲକର ହୋଇଥିବା ସୂଚନା ମିଳିଛି। ତେବେ…
Read More...

ଗୁଡ଼ି ଉଡ଼ାଳିଙ୍କ ଖେଳ ପଡିଆ ସାଜିଛି ଜନ ଗହଳି ରାସ୍ତା

ବାରିପଦା(ନିରପେକ୍ଷ ଖବର)ତା-୦୩/୦୬: ଲକ୍ ଡାଉନ୍ ସମୟରେ ବାରିପଦା ସହରରେ ଗୁଡ଼ି ଉଡାଳିମାନେ ବିଭିନ୍ନ ରାସ୍ତାକୁ ଅଘୋଷିତ ଭାବେ କବଜା କରି ରଖିଛନ୍ତି । କରୋନା ଭୟରେ ଗାଡି ମୋଟର ଚଳଚଳ ଟିକେ କମ୍ ଥିବାରୁ ଗୁଡ଼ି ଉଡାଳିମାନେ ରାସ୍ତା ମଝିରେ ଗୁଡି ଉଡାଇ ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ…
Read More...

୨୬ ଛୁଇଁଲା ମୟୁରଭଞ୍ଜ ପଜିଟିଭ ସଂଖ୍ୟା

ବାରିପଦା(ନିରପେକ୍ଷ ଖବର)ତା-୦୧/୦୬-ଆଜି ମୟୂରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି।ଚିନ୍ହଟ ହୋଇଥିବା ସମସ୍ତେ ତାମିଲନାଡୁ ଫେରନ୍ତା ଅଟନ୍ତି।ଚିନ୍ହଟ ହୋଇଥିବା ପଜିଟିଭି ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ବେତନଟୀ ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ଯଶିପୁର ବ୍ଲକର ଅଟନ୍ତି।ସେମାନଙ୍କ…
Read More...