Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ନବୀନଙ୍କ ନେତୃତ୍ୱରେ ରାଜ୍ୟ ପୋଲିସର ଲଜ୍ଜାଜନକ ପ୍ରଦର୍ଶନ…

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୦.୦୧,୨୦ – ରାଜ୍ୟ ସରକାର ବିଭିନ୍ନ ସମୟରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟ ଓ ଦେଶ ବାହାରୁ ବିଭିନ୍ନ ଅନୁଷ୍ଠାନମାନଙ୍କ ଠାରୁ ସ୍ୱଚ୍ଛ ଶାସନରେ ପ୍ରଥମ ପୁରସ୍କାର ଗ୍ରହଣ କରୁଥିବା ସ୍ଥଳେ ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଭାରତବର୍ଷରେ ସ୍ୱଚ୍ଛ ଶାସନ ଦେବାରେ ସର୍ବ ଶେଷରେ ଅଛନ୍ତି, ଯାହା ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱାରା ସଦ୍ୟ ପ୍ରକାଶିତ ପୁସ୍ତକରେ ପ୍ରକାଶ ପାଇଛି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତଗତ ତଥା ୫ଟି ସଚିବଙ୍କୁ ଟାର୍ଗେଟ
କରିଛନ୍ତି ।

Advertising:
Blank space

ଶାସନରେ ସ୍ୱଚ୍ଛତା ଆଣିବା ନାଁରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ନିଜ ବ୍ୟକ୍ତିଗତ ସଚିବଙ୍କୁ ୫ଟି ସଚିବ ରୂପରେ ନିଯୁକ୍ତି ଦେବା ସହ ପ୍ରାଥମିକ ସ୍ତରରେ ନିଜ ଅଧିନରେ ଥିବା ଗୃହ ବିଭାଗକୁ ଏହାର ଅର୍ନ୍ତଭୁକ୍ତ କରିଥିଲେ । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱାରା
ପ୍ରକାଶିତ ତାଲିକାରେ ଜାତୀୟ ସ୍ତରରେ ହାରାହାରି ଦଣ୍ଡବିଧାନ ହାର ୪୯.୯ % ଥିବାବେଳେ ୨୦ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଧିନରେ ଥିବା ଗୃହ ବିଭାଗ ଦୋଷୀକୁ ଦଣ୍ଡ ଦେବାରେ ସମଗ୍ର ଭାରତ ବର୍ଷରେ ଶେଷରେ ଅଛି । ଅର୍ଥାତ୍ ୫.୭ % ଯାହା ଜାତୀୟ ହାରର ମାତ୍ର ୧୦ ପ୍ରତିଶତ । ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଅଧିକାରୀମାନଙ୍କ ଅପାରଗତା ଯୋଗୁଁ ଅପରାଧିମାନେ ଖସିଯିବାରେ ସଫଳ ହେଉଛନ୍ତି, କ’ଣ ପାଇଁ ୫ଟି ସଚିବ ସେହି ପୋଲିସ ଅଧିକାରୀଙ୍କ ଯୋଗ୍ୟତା ମାପିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଏବଂ ଯଦି ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଛନ୍ତି, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତର ରଖନ୍ତୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି । ସରକାରଙ୍କୁ ଟାର୍ଗେଟ କରିବା ସହ ୨୦ ବର୍ଷର ବିଜୁ ଜନତା ଦଳର ଶାସନ କାଳରେ ଅଧିକାଂଶ ଅପରାଧରେ ବିଜୁ ଜନତା ଦଳର କର୍ମୀ ଓ ନେତା ଉକ୍ତ ଅଭିଯୁକ୍ତମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତଦନ୍ତ ସମୟରେ ବିଜୁ ଜନତା ଦଳ କର୍ମୀମାନଙ୍କ ଠାରୁ ଟ/ଝ – ୧୬୧, ଉଜଚଉ ରେ ବୟାନ ରେକର୍ଡ କରାଇ ଅଭିଯୋଗ ଫର୍ଦ୍ଦ ଦାଖଲ କରି
ଅଦାଲତରେ ସାକ୍ଷୀ ସମୟରେ ବୟାନ ବଦଳାଇ ଅପରାଧିମାନଙ୍କୁ ଖସାଇବାରେ ସଫଳ ହେଉଛନ୍ତି ବୋଲି
କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅନ୍ୟତମ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ସିଧାସଳଖ ଅଭିଯୋଗ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଜନୀ କୁମାର ମହାନ୍ତି, ନରେଶ ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 12:45:18 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.