Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ…

ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ବିକ୍ରୟ ପାଇଁ ପ୍ରଦର୍ଶନୀ..

0

ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତତନ୍ତ ବସ୍ତ୍ର ଗୁଡିକୁ କ୍ରୟ କରିବାର ଏକ ଅପୂର୍ବ ସୂଯୋଗ ଏହି ରାଜସ୍ଥାନ ମହୋତ୍ସବ ଗୋଟିଏ ଛାତ ତଳେ ଆଣିଦେଇଥିବା ବେଳେ ଏହି ପ୍ରଦର୍ଶନୀରେ ମହିଳାଙ୍କ ପାଇଁ ରାଜସ୍ଥାନୀ କୋଟାଶାଢୀ, ସୁପରନେଟ ଶାଢୀ, ଯୋଧପୁର ବାନ୍ଧନୀ ଶାଢୀ, ଉତ୍ତରପ୍ରଦେଶର ବନାରଶି ଶାଢ଼ୀ, ପଶ୍ଚିମବଙ୍ଗର ଶାଢ଼ୀ,କର୍ଣ୍ଣାଟକର କାଞ୍ଜିଭରମ ଶାଢୀ, ହାଇଦ୍ରାବାଦର କଟନ ଶାଢୀ, ଲକ୍ଷ୍ନୌର ଚିକନ ଶାଢୀ, ରାଜସ୍ଥାନୀ ଏପ୍ରୋନ, ବେଙ୍ଗାଲୁରୁର ସିଳ୍କ କୁର୍ତୀ, ଦିଲ୍ଲୀ ଡିଜାଇନର କୁର୍ତୀ , ଆଟିଫିସିଆଲ ଜୁଏଲାରୀ ଏବଂ ପୁରୁଷ ମାନଙ୍କ ପାଇଁ ମିରଠ ପ୍ରସିଦ୍ଧ ଖଦୀ ଶାର୍ଟ ଓ ପଞ୍ଜାବୀ ସୁଟ, କାଶ୍ମିର ସାଲ ତଥା ଘରକରଣା ନିମନ୍ତେ ରାଜସ୍ଥାନୀ କଟନ ବେଡ଼ସିଟ, ଉତ୍ତରପ୍ରଦେଶର ପିଲୋକଭର, ସୋଫା କଭର, କାରପେଟ, ଦରି, କମ୍ବଳ, ପାପୋଛ ଇତ୍ୟାଦି ଜିନିଷ ଏହି ପ୍ରଦର୍ଶନୀରେ ୨୦ ଶତକଡ଼ା ରିହାତି ମୂଲ୍ୟରେ ମିଳୁଥିବାର ଜଣାଯାଇଛି । ଦିନ ୧୧ ଟାରୁ ରାତି ୧୦ପର୍ଯ୍ୟନ୍ତ ଚାଲୁ ରହୁଥିବା ଏହି ମେଲା ରେ ଵିଶେଷ ଭିଡ ଦେଖାଯାଉଛି।ଏହି ମେଳା ଆସନ୍ତା ଅଗଷ୍ଟ ୧୫ ତାରିଖ ଯାଇଁ ଚାଲିବାର କାର୍ଯ୍ୟକ୍ରମ ରହିଛି।

Mo sapath

Leave A Reply

Your email address will not be published.