ସାମାଜିକ RAC ନାଁରେ ଯାତ୍ରୀଙ୍କ ଅସୁବିଧା ନେଇ ଅଭିଯୋଗ Debabrat Mohanty Sep 18, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୦୯/୨୬ ରେଲୱେର RAC ବ୍ୟବସ୍ଥାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉଚିତ ଭଡ଼ା ପ୍ରଦାନ କରିବା ସତ୍ତ୍ୱେ ଦୀର୍ଘ ଦୂରତାର ଯାତ୍ରାରେ ପର୍ଯ୍ୟାପ୍ତ ସୁବିଧା ମିଳୁନଥିବା ନେଇ କିଛି ଯାତ୍ରୀ ଅଭିଯୋଗ କରିଛନ୍ତି। ଯାତ୍ରୀଙ୍କ ଅଭିଯୋଗ…