
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦିବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବାLPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଡ଼ ସଫଳତାବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣାVTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ୧୨ ରାଶିର ବଡ଼ ଭବିଷ୍ୟବାଣୀଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ?ତୈଳ ବଜାର ହଳଚଳରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତିଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫପୁରୀ ବେଳାଭୂମିରେ “Fit India Carnival” ମାର୍ଚ୍ଚ 21ରୁ 3 ଦିନିଆ ବଡ଼ କାର୍ଯ୍ୟକ୍ରମଟୋକିଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ !ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁରରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍!ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ

Yearly Archives
2026
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୮/୦୩
ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଦଳୀୟ ପଦାଧିକାରୀମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ…
ଭୁବନେଶ୍ୱରରେ KGF ମେଗା କନକ୍ଲେଭ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୮/୦୩: କଳିଙ୍ଗ ଗୌରବ ଫାଉଣ୍ଡେସନ୍ (KGF) ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ “ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା” ବିଷୟରେ ଏକ ମେଗା କନକ୍ଲେଭ୍ ଆୟୋଜିତ ହେବ। କଳିଙ୍ଗ ଗୌରବ ପୁରସ୍କାର ଟ୍ରଷ୍ଟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି।
ଏହି…
ଇତିହାସ ରଚିଲେ ମୋଦି
ଭୁବନେଶ୍ୱର,ନିରପେକ୍ଷ ଖବର ,୨୪ ମାର୍ଚ୍ଚ:
ଭାରତୀୟ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ଶାସନ ମୁଖ୍ୟ ଭାବେ କାର୍ଯ୍ୟ କରି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ…
ବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବା
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨ ମାର୍ଚ୍ଚ: ବିଶ୍ୱ ଜଳଦିବସ ଅବସରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀମାନଙ୍କୁ ନିୟମିତ ଭାବେ ସ୍ୱଚ୍ଛ ପାନୀୟ ଜଳ…
LPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତ
ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର): ବିଶ୍ୱ ଇନ୍ଧନ ବଜାରର ଅସ୍ଥିରତା ଓ ଏଲ୍ପିଜି ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ସିଟି ଗ୍ୟାସ୍ ବିତରଣ (CGD) ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଲୋକସେବା ଭବନରେ ମୁଖ୍ୟ ଶାସନସଚିବ ଅନୁ…
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଡ଼ ସଫଳତା
ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର):
ବିହାରରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନିତିନ ନବୀନଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ…
ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣା
ଭୁବନେଶ୍ୱର, ନିରପେକ୍ଷ ଖବର, ତା ୧୫/୦୩ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ ଓଡ଼ିଶା ସରକାର ନୀଳ ଅର୍ଥନୀତିର ଉନ୍ନୟନ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ନବସୃଜନ ଓ ଉପକୂଳ ଅଞ୍ଚଳର ସମୃଦ୍ଧିକୁ ତ୍ୱରାନ୍ୱିତ କରିବା…
VTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ
ଭୁବନେଶ୍ୱର, ତା. ୧୫/୦୩ (ନିରପେକ୍ଷ ଖବର): ଓଡ଼ିଶାର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବୃତ୍ତିଗତ ପ୍ରଶିକ୍ଷକମାନେ (Vocational Trainers) ବର୍ତ୍ତମାନ ଚାଲୁଥିବା Vocational Training Provider (VTP) ପ୍ରଣାଳୀକୁ ତୁରନ୍ତ ରଦ୍ଦ କରି ସିଧାସଳଖ ସରକାରୀ…
୧୨ ରାଶିର ବଡ଼ ଭବିଷ୍ୟବାଣୀ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୫/୦୩ ନୂତନ ସପ୍ତାହ ଆରମ୍ଭ ସହିତ ଲୋକମାନେ ନିଜ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ହୁଅନ୍ତି। ଏହି ସପ୍ତାହରେ କେଉଁ ରାଶି ପାଇଁ ଶୁଭ ଫଳ ରହିଛି ଓ କେଉଁମାନେ ସତର୍କ ରହିବା ଦରକାର—ସେଥିପାଇଁ ଦେଖନ୍ତୁ ୧୨ ଟି ରାଶିର ସାପ୍ତାହିକ ରାଶିଫଳ।
ମେଷ…
ଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ?
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୫/୦୩ ଓଡ଼ିଶା ପୋଲିସ୍ ଓ ୟୁନିସେଫ୍ (UNICEF) ର ମିଳିତ ସହଯୋଗରେ ଶନିବାର ଭୁବନେଶ୍ୱରସ୍ଥିତ ପୋଲିସ୍ ଭବନରେ ‘ଜୁଭେନଟିକା – ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ…
ତୈଳ ବଜାର ହଳଚଳ
ୱାଶିଂଟନ୍,ନିରପେକ୍ଷ ଖବର: ତା ୧୩/୦୩ ବିଶ୍ୱ ତୈଳ ବଜାରରେ ବଢୁଥିବା ଅସ୍ଥିରତା ମଧ୍ୟରେ ତୈଳ ସଙ୍କଟକୁ ରୋକିବା ପାଇଁ ଆମେରିକା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅସ୍ଥାୟୀ ଭାବରେ ଅନ୍ୟ ଦେଶମାନଙ୍କୁ ରୁଷରୁ ଅଶୋଧିତ ତୈଳ କିଣିବାକୁ ଅନୁମତି ଦିଆଯାଇଛି।
ଆମେରିକୀୟ…
ରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତି
ନୂଆଦିଲ୍ଲୀ,ନିରପେକ୍ଷ ଖବର: ତା:୧୪/୦୩ ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ…
ଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୩/୦୩ ଭୁବନେଶ୍ୱରରେ ସାଇବର ଠକେଇ ଚକ୍ର ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। “ସାଇବର କବଚ୍” ଅଭିଯାନ ଅଧୀନରେ ନୟାପଲ୍ଲୀ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ତଦନ୍ତ ସମୟରେ ପାରସ କର ନାମକ ବ୍ୟକ୍ତିଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଦେଶର…
ପୁରୀ ବେଳାଭୂମିରେ “Fit India Carnival” ମାର୍ଚ୍ଚ 21ରୁ 3 ଦିନିଆ ବଡ଼ କାର୍ଯ୍ୟକ୍ରମ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୩/୦୩
ପୁରୀ ବେଳାଭୂମିରେ ଆସନ୍ତା ମାର୍ଚ୍ଚ 21ରୁ 23 ତାରିଖ ପର୍ଯ୍ୟନ୍ତ ତିନି ଦିନିଆ Fit India Carnival ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଣ୍ଣିଭାଲ୍ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ, କ୍ରୀଡ଼ା ଓ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହନ ଦିଆଯିବ।…
ଟୋକିଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ !
ଭୁବନେଶ୍ୱର, ନିରପେକ୍ଷ ଖବର, ତା ୧୩/୦୩ :
ଟୋକିଓ ବୈଶ୍ୱିକ ବିତ୍ତ ଫୋରମ୍ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀମାନେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Surajଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଟୋକିଓରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ…
ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁର
ଭୁବନେଶ୍ୱର,ନିରପେକ୍ଷ ଖବର, ତା ୧୩/୦୩ :ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୯ କୋଟି ୪୮ ହଜାର ୬୭୮ ଟଙ୍କାର ୮୯୬ଟି ପ୍ରକଳ୍ପକୁ…
ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସ
ଭୁବନେଶ୍ବର,ନିରପେକ୍ଷ ଖବର: ତା ୧୩/୦୩ - ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେିଇଯାଇଛି। ଏହି ଅବସରରେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯିବା ସହ ମହିଳାମାନେ ସମାଜରେ ନିଜକୁ ସୁରକ୍ଷିତ ରଖି ଆଗକୁ…
ଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍!
ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୦୩ ଭୁବନେଶ୍ୱରରେ ଅସ୍ତ୍ର ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ଧୌଳି ଥାନା ଅଧୀନ ଶିଶୁପାଳଗଡ଼ ଗେଟ୍ ନିକଟରେ ପାଟ୍ରୋଲିଂ ସମୟରେ ପୋଲିସ ସନ୍ଦେହଜନକ ଭାବେ ଘୁରୁଥିବା ଦୁଇଜଣଙ୍କୁ କାବୁ କରିଥିଲା। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ସୁଭମ ଚନ୍ଦ୍ର ନାୟକ…
ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ
ଭୁବନେଶ୍ୱର,ନିରପେକ୍ଷ ଖବର: ତା:୧୨/୦୩ ବିଭିନ୍ନ ଜନସମସ୍ୟା ଓ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଦଳର ନେତୃତ୍ୱ ପକ୍ଷରୁ ସୂଚନା ମିଳିଛି। ଦଳ କହିଛି ଯେ, ଜନସାଧାରଣଙ୍କ ସମସ୍ୟାର ସମାଧାନ ନ ହେଲେ…
ଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି…
