ସାମାଜିକ ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ Biswajit bhuyan/Baripada Sep 3, 2019 0 ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ…
Uncategorized ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ Biswajit bhuyan/Baripada Sep 1, 2019 0 ବାରିପଦା,(ନିରପେକ୍ଷ ଖବର)୧/୯: ଜଣେ ଯୁବକୁ ମଦ ପିଇବାକୁ ଡାକିନେଇ ତାର ସାଙ୍ଗମାନେ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୂର୍ତ ଯୁବକର ଭାଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୋରଶଳ ଗାଁରେ ଶନିବାର ଦିନ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ…
Uncategorized ଦାଇତ୍ୱହୀନ ଥାନାଧିକାରୀ ହେଲେ ନିଲମ୍ବିତ Biswajit bhuyan/Baripada Aug 31, 2019 0 ବାରିପଦା,(ନିରପେକ୍ଷ ଖବର) ୩୧।୮: କଥାରେ ଅଛି ଜଣେ ଦୋଷୀ ବରଂ ଛାଡ଼ ପାଇଯାଉ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡିତ ନ ହେଉ। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅଧୀନରେ ଗୋଟିଏ ନିର୍ଦୋଷ ପରିବାରକୁ ଦଣ୍ଡିତ କରାଯାଇଥିଲା।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚହଳ…
ରାଜନୀତି ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଭାଗ ନେବେ ଓଡ଼ିଶାର ବାଚସ୍ପତି ସ୍ୱର୍ଯ୍ୟ ପାତ୍ର Biswajit bhuyan/Baripada Aug 28, 2019 0 ଭୁବନେଶ୍ୱର:( ନିରପେକ୍ଷ ଖବର)୨୮/୦୮/୨୦୧୯: ଆସନ୍ତା ସେପେଫମ୍ବର ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ୬୪ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଥିବା ଭାରତୀୟ ପ୍ରତିନିଧିଙ୍କୁ ଏହି ସମ୍ମିଳନୀ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ…
ରାଜନୀତି ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସବୁକାମକୁ ଠିକ୍ ଭାବରେ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ରଘୁନନ୍ଦନ… Biswajit bhuyan/Baripada Aug 28, 2019 0 ଭୁବନେଶ୍ୱର,(ନିରପେକ୍ଷ ଖବର):୨୮/୮/୧୯: ସ୍ଥାନୀୟ ରାଜୀବ ଭବନଠାରେ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜଳ ସଂପଦ ବିଭାଗୀୟ ସମସ୍ତ କାର୍ଯ୍ୟ ଓ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ…
ରାଜନୀତି ଗଞ୍ଜାମ ଜିଲ୍ଲାର ଅନେକ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା Biswajit bhuyan/Baripada Aug 28, 2019 0 ଭୁବନେଶ୍ୱର, ନିରପେକ୍ଷ ଖବର: ୨୮/୦୮/୨୦୧୯ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ…
ସାମାଜିକ ବଳତ୍କାରିକୁ ଫାଶୀ ଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍ Biswajit bhuyan/Baripada Aug 28, 2019 0 ବାରିପଦା(ନିରପେକ୍ଷ ଖବର)ତା-୨୮/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଜଣେ ୮ବର୍ଷର ଝିଅକୁ ବଳାତ୍କାର କରି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଜିଲ୍ଳା ଦୌରାଜଜ ବୁଧବାର ଫାଶୀ ଦଣ୍ଡ ଶୁଣାଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କାର୍ଯ୍ୟାଳୟ-1 ପୋସ୍କୋ କୋର୍ଟ ଆଜି ପ୍ରଥମ ଥର ଏଭଳି…
ସାମାଜିକ ହାତରେ ଜୋତା ଧରି ବନ୍ୟାଚଳ ପରିଦର୍ଶନ କଲେ ବିଡିଓ Biswajit bhuyan/Baripada Aug 26, 2019 0 ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯-ହାତରେ ଜୋତା ଧରି ଖାଲି ପାଦରେ ଚାଲି ଚାଲି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଡ଼ିଓ। ବନ୍ୟାର ତାଣ୍ଡବରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମାଟ ବାନ୍ଧି ଘରେ ବନ୍ୟା ଜଳ ପସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗାଁରେ ସରକାରୀ ସାହାଯ୍ୟ…
ସାଂସ୍କୃତିକ ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ବିଶ୍ଵଦରବାରରେ ପହଚାଇବାର ଲକ୍ଷ୍ୟ Biswajit bhuyan/Baripada Aug 26, 2019 0 ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯: ମୟୁରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ବେଲଗଡ଼ିଆ ରାଜପ୍ରାସାଦରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ତିନିଦିଆ ମୟୁରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ରବିବାର ଉଦଯାପିତ ହୋଇଯାଇଛି । ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏହାର ଶୁଭ ଉଦ୍ଘାଟନ…
ରାଜନୀତି ମୟୁରଭଞ୍ଜ ଜିଲ୍ଲା ବିଜେଡି ସଙ୍ଗଠନ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପ୍ରତିଶ୍ରୁତି ଦେଲେ ଦେବାଶିଷ ମହାନ୍ତି Biswajit bhuyan/Baripada Aug 23, 2019 0 ବାରିପଦା,୨୩/୦୮(ନିରପେକ୍ଷ ଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଭାବେ ବିଜୁ ଜନତା ଦଳର ମୟୁରଭଞ୍ଜ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତିଙ୍କୁ ନିଯୁକ୍ତି ଦିଆଯିବାପରେ ଶ୍ରୀ ମହାନ୍ତି ଜିଲ୍ଲାକୁ ପ୍ରଥମ ଗସ୍ତ କରିଛନ୍ତି। ଏନେଇ ଦଳୀୟ କର୍ମକର୍ତ୍ତାଙ୍କ…
ରାଜନୀତି ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ Biswajit bhuyan/Baripada Aug 22, 2019 0 ବାରିପଦା(ନିରପେକ୍ଷ ଖବର)ତା- ୨୨/ଅଗଷ୍ଟ/୨୦୧୯- ସାଧାରଣ ନିର୍ବାଚନ ପରେ ପୁଣି ମୟୁରଭଞ୍ଜ ଜିଲ୍ଲା ରାଜନୀତି ସରଗରମ ହୋଇଛି। ଦୀର୍ଘ ଦିନର ନିରବତା ଏବେ ପୁଣି ଜିଲ୍ଲା ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବୁଧବାର ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧ୍ୟକ୍ଷ ଓ ଜାମଦା ବ୍ଲକ ଉପାଧକ୍ଷ ପଦବୀ…
ସାମାଜିକ ଶିକ୍ଷାନୁଷ୍ଠାନରୁ ନିଖୋଜ ନବମ ଶ୍ରେଣୀରେ ପଢ଼ୁଥିବା ତିନି ଛାତ୍ର ଉଦ୍ଧାର Biswajit bhuyan/Baripada Aug 21, 2019 0 ବାରିପଦା(ନିରପେକ୍ଷ ଖବର)ତା-୨୧/ଅଗଷ୍ଟ/୨୦୧୯-ବାରିପଦା ସଦର ଥାନା ଅଧିନସ୍ଥ ଏକ ଘରେଇ ଶିକ୍ଷାନୁଷ୍ଠାନରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ର ଉଦ୍ଧାର ହୋଇଛନ୍ତି। ସୂଚନା ମୁତାବକ ଗତ ୧୫ ତାରିଖ ସ୍ବାଧୀନତା ଦିବସ ଓ ରାଖୀ ବନ୍ଧନ ପାଳନ ସାରି ରାତି ପ୍ରାୟ ଗୋଟାଏ ବେଳେ ହଷ୍ଟେଲରେ ସମସ୍ତେ ସୋଇଥିବା…
ସାମାଜିକ ପିଆରଏମ ମେଡିକାଲରେ ରୋଗୀଙ୍କୁ ଲୁଟୁଛନ୍ତି ନର୍ସ Biswajit bhuyan/Baripada Aug 19, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୯/ଅଗଷ୍ଟ/୨୦୧୯- ହସ୍ପିଟାଲରେ ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ନାଁରେ ତାଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ନର୍ସ। କିଏ ମିଠା ବାବଦରେ ଟଙ୍କା ମାଗୁଛନ୍ତି ତ ଆଉ କେଉଁ ନର୍ସ ତୁମର ପୁଅ ହୋଇଛି ବୋଲି କହି ଗର୍ଭବତୀ ମହିଳାଙ୍କୁ ଲୁଟି…
ସାମାଜିକ ଲିଖିତ ଚୁକ୍ତିନାମା ପରେ ଶବକୁ ମିଳିଲା ନ୍ୟାୟ Biswajit bhuyan/Baripada Aug 16, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୬/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାତିପ୍ରଥାକୁ କେନ୍ଦ୍ରକରି ଘରେ ଦୁଇଦିନ ପଡ଼ିରହିଲା ଶବ। ଘଟଣାସ୍ଥଳରେ ପୁଲିସ ପହଂଚି ଦୁଇ ପରିବାର ଭିତରେ ଲିଖିତ ଚୁକ୍ତିନାମା କରିବା ପରେ ଶବକୁ ନ୍ୟାୟ ମିଳିଛି। ଆଦିବାସୀ…
ସାମାଜିକ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ମାନିତ ହେଲେ ସୁବ୍ରତ…. Biswajit bhuyan/Baripada Aug 15, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୫/ଅଗଷ୍ଟ/୨୦୧୯ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ମାନିତ ହେଲେ ସୁବ୍ରତ କୁମାର ଦାସ।ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ପାଳିତ ହୋଇଥିବା ଏହି ସ୍ୱାଧୀନ ଭାରତର ୭୩ତମ ସ୍ୱାଧୀନତା ଦିବସରେ ପଞ୍ଚାୟତ ରାଜ ଓ ପାନୀୟ ଜଳ,ଆଇନ ଓ ଗୃହ…
ସାମାଜିକ ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ଗର୍ବିତ…. Biswajit bhuyan/Baripada Aug 13, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୩/ଅଗଷ୍ଟ/୨୦୧୯- ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ତଥା ଓଡ଼ିଶା ମାଟି ଆଜି ଗର୍ବିତ। ଜାତୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ଏକମାତ୍ର ଯୁବକ ସୁବ୍ରତ କୁମାର ଦାସ। ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଯୁବ…
ସାମାଜିକ କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ…. Biswajit bhuyan/Baripada Aug 11, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୧/ଅଗଷ୍ଟ/୨୦୧୯-ମୟୁରଭଞ୍ଜ ଜିଲ୍ଲା ବିଶୋଇ ଠାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଅଛି।ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଅଛି । ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ…
Uncategorized ପୁଣି ଏକ ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିଲା…… Biswajit bhuyan/Baripada Aug 10, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୦/ଅଗଷ୍ଟ/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଲୋମହର୍ଷକାରୀ ଓ ଲଜ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ କଲେଜ ପଢୁଆ ଝିଅର ଲଗ୍ନ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଣିଷରୂପୀ ରାକ୍ଷସଙ୍କ କବଳରେ ଶିକାର ହେଲେ ଏହି କଲେଜ ପଢ଼ୁଆ ନାବାଳିକା…
ସାମାଜିକ ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବ… Biswajit bhuyan/Baripada Aug 6, 2019 0 ବାରିପଦା(ନିରପେକ୍ଷ ଖବର)ତା-୭/ଅଗଷ୍ଟ/୨୦୧୯- ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ବୁଧବାର ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବାକୁ ଚେତାବନୀ ଦେଲା ଜିଲ୍ଲା ଓକିଲ ସଂଘ। ସ୍ଥାୟୀ କୋର୍ଟ ରହିଥିବା ଜାଗାରେ ନୂତନ ଗୃହ ନିର୍ମାଣ କରିବାକୁ…
ସାମାଜିକ ଅସୁରକ୍ଷିତ ହୋଇପଡ଼ିଛି ବାରିପଦା ସହର….. Biswajit bhuyan/Baripada Aug 6, 2019 0 ବାରିପଦା(ନିରପେକ୍ଷ ଖବର)ତା-୬/ଅଗଷ୍ଟ/୨୦୧୯-ବାରିପଦା ସହରରେ ଦିନକୁ ଦିନ ଲୁଟ,ଡକାୟତି, ଦୁର୍ଘଟଣା ଆଦି ବଢ଼ିବାରେ ଲାଗିଛି। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡ଼ିଲାଣି। ଏପରି କି ରାସ୍ତା ମଝିରେ ଯାହାର ଯେଉଁଠି ମନ ହେଉଛି, ସିଏ ସେଠି ଗାଡି ଛିଡା କରିଦେଉଛି। ସତେ ଯେମିତି ଏ ସହର ପାଇଁ…